Browsing Category

ରାଜ୍ୟ

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ : ଜେଲ୍‌ରୁ ହେବେ ଖଲାସ୍‌

କଟକ: ବହୁ ଚର୍ଚ୍ଚିତ ଟାଟା ମୋର୍ଟସ୍‌ରେ ଚାକିରି କରାଇଦେବା ଠକେଇ ଘଟଣାରେ ଗିରଫ ଗୋପାଳ ବିଧାୟକ ପ୍ରଦୀପ ପାଣୀଗ୍ରାହୀଙ୍କୁ ଆଜି ଓଡିଶା ହାଇକୋର୍ଟ ଏକ ମାମଲାରେ ସର୍ତମୂଳକ ଜାମୀନ ମଞ୍ଜୁର କରିଛନ୍ତିି । ପୂର୍ବରୁ ତାଙ୍କ ବିରୋଧରେ ରୁଜୁ ହୋଇଥିବା କ୍ରାଇମ୍‌ବ୍ରାଞ୍ଚ ସମେତ ୫ଟି ମାମଲାରେ…
Read More...

ରାଜ୍ୟରେ କମୁଛି ସଂକ୍ରମଣ : ଥମୁନି ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିଲା ବେଳେ ଦୈନିକ ମୃତ୍ୟୁ କିନ୍ତୁ କମିବାର ନାଁ ଧରୁନାହିଁ । ଆଜି ସଂକ୍ରମଣ ୬ହଜାର ତଳକୁ ଖସିଥିଲା ବେଳେ ମୃତକଙ୍କ ସଂଖ୍ୟା ୪୩ ରହିଛି । ରାଜ୍ୟରେ ଆଜି ଦିନକରେ ୫,୨୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…
Read More...

ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ଦେହାନ୍ତ

ଭୁୁବନେଶ୍ୱର: ଖ୍ୟାତନାମା ଶିକ୍ଷାବିତ୍‌, ସମାଜସେବୀ, ଗାନ୍ଧୀବାଦୀ ତଥା ସ୍ତମ୍ବକାର ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କର ଆଜି ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ପ୍ରଫେସର ରାଧାମୋହନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…
Read More...

ଲଘୁଚାପ ଘନିଭୂତ : ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର:: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ହେବା ସହ ଘନିଭୂତ ହେଉଛି । ଏହାର ପ୍ରଭାବରେ ଆସନ୍ତା ୧୪ ଯାଏଁ ପ୍ରବଳ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ମଧ୍ୟ…
Read More...

୭ଟି ଅକ୍ସିଜେନ ପ୍ଲାଂଟର ଭିତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍‌ସିଜେନ ପ୍ଲାଂଟ ଏବଂ ୭ଟି ପିଏସଏ ବ୍ୟବସ୍ଥାର ଭିତିପ୍ରସ୍ତର ରଖିଛନ୍ତି । ଏହାସହିତ ବାଲେଶ୍ୱରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା…
Read More...

ଘରେ ପାଳିଲେ ସାବିତ୍ରୀ ବ୍ରତ

ଯାଜପୁର: ଆଜି ହେଉଛି ସାବିତ୍ରୀ ବ୍ରତ । ମହିଳାମାନେ ସ୍ୱାମୀଙ୍କ ଉନ୍ନତି ଓ ଦୀର୍ଘାୟୁ କାମନା କରି ଏହି ବ୍ରତ ପାଳନ କରୁଥିବା ବେଳେ ଚଳିତ ବର୍ଷ ଘରେ ପାଳନ କରୁଛନ୍ତି ସାବିତ୍ରୀ ବ୍ରତ । ଏହି ଦିନ ମହିଳାମାନେ ବିିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରି ଆସୁଥିବା ବେଳେ ଚଳିତ ବର୍ଷ…
Read More...

ଔଷଧ ଦୋକାନୀ, କର୍ମଚାରୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: ରାଜ୍ୟରେ ଥିବା ଔଷଧ ଦୋକାନୀ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରାଥମିକତା ଭିତିରେ ଟିକାକରଣ କରାଯିବ । ଏନେଇ ବୁଧବାର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ଅବଗତ…
Read More...

ଯୁକ୍ତ୩ ନାମଲେଖା ପାଇଁ ଖୁବ୍‌ଶୀଘ୍ର ବିଜ୍ଞପ୍ତି

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଯୁକ୍ତ୩ କଲେଜରେ ନାମଲେଖା ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ୪ଟି ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇ ସେମାନଙ୍କଠାରୁ ପ୍ରସ୍ତାବ ମଗାଯାଇଛି । ସାମ୍‌ସ ମାଧ୍ୟମରେ ଯୁକ୍ତ୩ରେ…
Read More...

ଛାତ୍ରୀଙ୍କୁ ଭୁଜାଲିରେ ଆକ୍ରମଣ: ଅଭିଯୁକ୍ତ ଗିରଫ

ଖଇରା: ଟିଉସନ ଯାଉଥିବା ସମୟରେ ନବମ ଶ୍ରେଣୀ ଝିଅ ଜଣେ ଯୁବକର ଭୁଜାଲି ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ନାବାଳିକାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖଇରା ବ୍ଲକ ଜଳଦା…
Read More...

ରାଜ୍ୟରେ ଥମୁନି ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାରେ ଆଜି ଆଉ ୬,୦୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୪୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୬୫୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୭ ଜଣ…
Read More...