Browsing Category

ରାଜ୍ୟ

ରାସନ ବଂଟନକାରୀଙ୍କୁ କରୋନା ଯୋଦ୍ଧା ଘୋଷଣା ଦାବି

ଭୁବନେଶ୍ୱର: ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଗରିବ ଲୋକମାନଙ୍କୁ ରାସନ ସାମଗ୍ରୀ ବଂଟନ କରୁଥିବା ସରକାରୀ ଖୁଚୁରା ଦୋକାନ ବା ଡିଲରମାନେ କରୋନା କାଳରେ ନିଜର ଜୀବନକୁ ବିପନ୍ନ କରି ଲୋକମାନଙ୍କୁ ନିରନ୍ତର ରାସନ ଗାମଗ୍ରୀ ଦେଉଛନ୍ତି । ମହାମାରୀ କରୋନା ସମୟରେ ଡିଲରମାନେ
Read More...

ୟାସ’ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ୟାସ୍‌ର କ୍ଷୟକ୍ଷତି ଆକଳନ ପାଇଁ ୨ଦିନିଆ ଓଡିଶା ଗ୍ରସ୍ତରେ ଥିବା କେନ୍ଦ୍ରୀୟ ଅନୁଧ୍ୟାନ କାରୀ ଟିମ୍ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେହିପରି ଆସନ୍ତା କାଲି କେନ୍ଦ୍ରାପଡା ଓ ମୟୁରଭଞ୍ଜ ଜିଲ୍ଳାର
Read More...

୩ହଜାର ଟପିଲା କରୋନା ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଏବେ ଧୀରେ ଧୀରେ ହ୍ରାସ ପାଉଥିଲା ବେଳେ ଆଜି ସଂକ୍ରମଣ ହାର ୯.୧୦କୁ ହ୍ରାସ ପାଇଛି । ଗତ ମେ’ମାସ ୨୨ତାରିଖ ଦିନ ରାଜ୍ୟରେ ସଂକ୍ରମଣ ହାର ୨୩% ଥିବା ବେଳେ ଗତ ୧୬ଦିନ ମଧ୍ୟରେ ପଜିଟିଭ୍ ୧୨% ହ୍ରାସ ପାଇଛି । ଗତକାଲି ରାଜ୍ୟରେ ୬୭
Read More...

ଓଏଟି ଉଚ୍ଛେଦ କାଏମ

କଟକ: ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ଓଏଟି) ଉଚ୍ଛେଦ ନିଷ୍ପତିକୁ ଓଡିଶା ହାଇକୋର୍ଟ କାଏମ ରଖିବା ସଙ୍ଗେ ସଙ୍ଗେ ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଂଜ କରି ଦାୟର ହୋଇଥିବା ୬ଟି ରିଟ୍ ପିଟିସନ୍‌କୁ ଖାରଜ କରି ଦେଇଛନ୍ତି । ୨୦୧୯ ଜୁଲାଇରେ ଓଏଟି ଉଚ୍ଛେଦ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି
Read More...

ଦୁଇ ଦିନରେ ଆଠଗଡରେ ୧୧୯ କରୋନା ଆକ୍ରାନ୍ତ

ଆଠଗଡ: ଆଠଗଡରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ । ଶୁକ୍ରବାର ଓ ଶନିବାର ଦୁଇ ଦିନରେ ଆଠଗଡ ଅଞ୍ଚଳରୁ ପୁଣି ୧୧୯ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ଚିନ୍ତାଜନକ ବିଷୟ । ଶୁକ୍ରବାର ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ୫୩ଜଣଙ୍କର ଆଣ୍ଟିଜେନ ପରୀକ୍ଷଣରୁ ୧୭ ଓ ଏଠାରୁ ଗତ ୨ ତାରିଖରେ
Read More...

ରାଜ୍ୟରେ ୯%କୁ ଖସିଲା ପଜିଟିଭ୍ ହାର

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଧୀରେଧୀରେ କମୁଥିବା ବେଳେ ଆଜି ସଂକ୍ରମଣ ହାର ୯.୭କୁ ହ୍ରାସ ପାଇଛି । ଗତକାଲି ସଂକ୍ରମଣ ହାର ୧୦. ୫୧% ଥିଲା । ସୂଚନା ଯୋଗ୍ୟ ଯେ, ଗତ ମେ’ ମାସ ୨୨ତାରିଖ ଦିନ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ୧୨ହଜାର ଅତିକ୍ରମ କରିଥିବା ବେଳେ ସଂକ୍ରମଣ ହାର
Read More...

ଗଛ ଲଗାଇ ଭାବ ପ୍ରବଣ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃକ୍ଷରୋପଣ କରି ଅତ୍ୟନ୍ତ ଭାବପ୍ରବଣ ହୋଇପଡିବା ସହ ଗଛ ଲଗାଇବା ଏକ ଉତ୍ସାହଜନକ ଅନୁଭବ ଥିଲା ବୋଲି ଟ୍ୱିଟ କରି କହିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ଯେ, ଏହି ଗଛଟି ବଡ ହେଲେ ଏଥିରେ ଚଢେଇ ବସା କରିବେ ।
Read More...

ଗ୍ଲୋବାଲ ଟେଣ୍ଡରରେ ୨ସଂସ୍ଥା : ୯ରେ ଖୋଲିବ ପ୍ରାଇସ୍ ବିଡ୍‌

ଭୁବନେଶ୍ୱର: ୧୮ରୁ ୪୪ବର୍ଷ ବୟସ୍କଙ୍କୁ ମାଗଣାରେ ଟିକାକରଣ କରାଇବା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରର ପ୍ରାଇସ୍ ବିଡ୍ ଆସନ୍ତା ୯ତାରିଖରେ ଖୋଲାଯିବ । ଆଜି ଏହି ଗ୍ଲୋବାଲ ଟେଣ୍ଡର ପାଇଁ ବିଡ୍ ଦାଖଲର ଶେଷଦିନ ଥିବାବେଳେ ୨ଟି ସଂସ୍ଥା ଏଥିରେ ଅଂଶଗ୍ରହଣ କରିଛନ୍ତି । ସାମୁହିକ
Read More...

‘ଶଲାବୁଢ଼ା’ଙ୍କ ପରଲୋକ

ବିନିକା : ‘ଶଲାବୁଢ଼ା’ ଫେମ୍ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ହୋଇଯାଇଛି । ତାଙ୍କ ସାନ ପୁଅ ଅରୁଣ ପଣ୍ଡା ଏହି ସୂଚନା ଦେଇଛନ୍ତି । ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ୩ଟା ୪୫ ମିନିଟ୍‌ରେ ଅଟଳ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ
Read More...

ରାଜ୍ୟରେ କମୁଛି ସଂକ୍ରମଣ ହାର

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ଭୂତାଣୁ ସଂକ୍ରମଣ ଏବେ ହ୍ରାସ ପାଉଥିଲା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ଥମିବାର ନାଁ ଧରୁନାହିଁ । ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ଅତିକ୍ରମ କରିଥିଲା ବେଳେ ଦୈନିକ ସଂକ୍ରମଣ ୧୦.୫୧ ପ୍ରତିଶତକୁ ହ୍ରାସ
Read More...