Browsing Category

ରାଜ୍ୟ

ଟିଡିସିିସି ପରିଚାଳକଙ୍କ ଗାଡିରୁ ୧୯ଲକ୍ଷ ଟଙ୍କା ଜବତ୍

ସୁନ୍ଦରଗଡ: ସୁନ୍ଦରଗଡ ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିିଡିସିସି)ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତିଙ୍କ କାର୍‌ରୁ ଭିଜିଲାନ୍ସ ଆଜି ୧୯ଲକ୍ଷ ଟଙ୍କାରୁ ଅଧିକ ଜବତ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଗିରଫ କରିଛି । ସେ ଆଜି ସୁନ୍ଦରଗଡରୁ ନିଜ ଗ୍ରାମକୁ ଯାଉଥିବା ବେଳେ ଖବର ପାଇ
Read More...

ଟିକା ପାଇଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କରୋନା ଟିକା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନପଟ୍ଟନାୟକ ଆଜି ଚିଠି ଲେଖି ଟିକା ସଂଙ୍କଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡିଛନ୍ତି । ସେ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତିି ଯେ, ଟିକା ପାଇର୍ ପରସ୍ପର ଭିତରେ ନଲଢି, ଏକାଠି
Read More...

ଗହଣା ବ୍ୟବସାୟୀଙ୍କ ଘରେ ଲୁଟ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ସୋର ଥାନା ସାଉଡ଼ ଫାଣ୍ଡି ଅଧିନ ସାଉଡ଼ ଅଞ୍ଚଳରେ ଗତ ବିଳମ୍ବିତ ରାତିରେ ଡକାୟତଙ୍କ ଅଖିବୁଜା ଗୁୁଳିଚାଳନାରେ ୫ଜଣ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗହଣା ବ୍ୟବସାୟୀ
Read More...

୨୪ ଘଣ୍ଟାରେ ୮୩୯୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩୯୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି | ଏମାନଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମଣରୁ ୩୬୫୮ ଜଣ ଚିହ୍ନଟ ହୋଇଥିବାବେଳେ ସଙ୍ଗରୋଧରୁ ୪୭୪୨ ଜଣ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୬୮ଜଣ,
Read More...

ଗ୍ଲୋବାଲ ଟେଣ୍ଡରରୁ ଟିକା ମିଳିବା ଆଶାକ୍ଷୀଣ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ସଂକ୍ରମଣକୁ ରୋକିବା ଲାଗି ଟିକାର ଅଭାବ ଦୂର କରିବାକୁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରରୁ ବିଦେଶୀ କମ୍ପାନୀରୁ ଟିକା ଆଣିବା ପାଇଁ କରିଥିବା ନିଷ୍ପତିର ସଫଳତା ନେଇ ଏବେ ସନ୍ଦେହ ବଢିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର
Read More...

କରୋନାରେ ଫୁଟବଲ୍ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କର ପରଲୋକ

ଭୁବନେଶ୍ୱର: ରାଜ୍ୟର ବିଶିଷ୍ଟ ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର କରୋନାରେ ପରଲୋକ ହୋଇଛି । ତାଙ୍କ ପରିବାର ସଦସ୍ୟ ପକ୍ଷରୁ ଏହି ସୂଚନା ମିଳିଛି । ଦୀର୍ଘ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହେବା ପରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ
Read More...

ରାଜ୍ୟରେ କମିଲା ସଂକ୍ରମଣ: ବଢିଲା ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଂଟା ମଧ୍ୟରେ ଓଡିଶାରେ ୮୭୩୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୨ ଜଣ ଆକ୍ରାନ୍ତ ଥିତବା ଜଣାଯାଇଛି । ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୪୮୯୨ ଏବଂ ସ୍ଥାନୀୟ ସଂକ୍ରମିତ ୩୮୪୩ ଜଣ
Read More...

ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ମହାସ୍ନାନ

ପୁରୀ: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଦେବସ୍ନାନ୍ ପୂର୍ଣ୍ଣମିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହାସ୍ନାନ ନୀତି ବିନା ଭକ୍ତିରେ ଅନୁଷ୍ଠିତ ହେବ । ଜିଲ୍ଲା ପାଳ ସମର୍ଥ ବର୍ମା ଆଜି ଏହି ସୂଚନାହ ଦେଇ କହିଚନ୍ତି ଯେ, ପ୍ରଶାସନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି
Read More...

ମେ’ ମାସ ଥିଲା ସବୁଠୁ ଘାତକ

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହରରେ ମେ’ ମାସ ରାଜ୍ୟ ପାଇଁ ସବୁଠୁ ଘାତକ ଥିଲା । ଗତ ୩୧ ଦିନ ମଧ୍ୟରେ ରାଜ୍ୟରେ ମୋଟ୍ ୩,୨୦, ୮୦୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ କରୋନାରେ ୭୧୧ ଜଣଙ୍କ ମୃତ୍ୟୁ ହୋଇଛି । ମେ’ ୨୨ତାରିଖରେ ରାଜ୍ୟରେ ପିକ୍ ଥିଲା ୧୨,୮୫୨ । ତେବେ ଜୁନ୍ ମାସରେ
Read More...

ରାଜ୍ୟରେ ପଜିଟିଭିଟି ହାର କମୁଛି

ଭୁବନେଶ୍ୱର: ରାଜ୍ୟରେ ପୁଣି ସଂକ୍ରମଣ ଉପରମୁହାଁ ହୋଇଛି ଥିବା ବେଳେ ପଜିଟିଭିଟି ହାର ହାତ୍ସପାଇଛି । ଏବେ ପଜିଟିଭିଟ ହାର ୧୪% ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୯୫୪୧ ଜଣ ନୂଆ କରୋନା ସଂକ୍ରମିିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୧୩୪୨
Read More...