Browsing Category

ରାଜ୍ୟ

ପହଞ୍ଚିଲା ବିଜୟ ସାହୁଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଚେୟାରମ୍ୟାନ୍ ବିଜୟ ସାହୁଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ୍‌, ମିସନ ଶକ୍ତି ସଚିବ ସୁଜାତା…
Read More...

ମାଲ୍‌କାନ୍‌ଗିରିରେ ୧୫୦ ଟି କଇଁଛ ଜବତ

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗକୁ ମିଳିଛି ବଡ଼ ସଫଳତା ଉଦ୍ଧାର କରିଛନ୍ତି ୧୫୦ ଟି ଚୋରା କଇଁଛ । ମିଳିଥିବା ସୂଚନା ଅନୁଯାୟୀ କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚୟତର ଏମ୍‌.ପି.ଭି ୬୫ ଗ୍ରାମର ଜଙ୍ଗଲରେ ବହୁଦିନ ଧରି ଚାଲୁଥିଲା ଏହି ଚୋରା କଇଁଛ କାରବାର ହେଲେ…
Read More...

ରାଉରକେଲାରେ ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡିୟମ ନିର୍ମାଣ ଆରମ୍ଭ

ରାଉରକେଲା : ଇସ୍ପାତ ସହରର ରାଉରକେଲାରେ ଆଜିଠାରୁ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ପ୍ରସ୍ତାବିତ ବିପିୟୁଟି ପରିସରସ୍ଥ ପ୍ରସ୍ତାବିତ ଅଂଚଳରେ ପୂଜାର୍ଚନା କରାଯାଇଛି । ବିଧାୟକ ସାରଦା ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ଉପସ୍ଥିତ…
Read More...

ରାଜ୍ୟରେ୨୪ ଘଣ୍ଟାରେ ୭,୭୨୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭,୭୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୩୩୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୩୯୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୨ ଜଣ ଆକ୍ରାନ୍ତ ଥିବା…
Read More...

ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର: ବାତିଲ ହେଲା ଦ୍ୱାଦଶ ଶ୍ରେଣୀ ବା ଯୁକ୍ତ ଦୁଇ ପରୀକ୍ଷା। ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କଲେ ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।କରୋନାର ଦ୍ୱିତୀୟ ଲହର…
Read More...

ମେଡିକାଲ କଲେଜ ଆସିଷ୍ଟାଂଟ ପ୍ରଫେସରଙ୍କୁ ରେଗୁଲାର ମାନ୍ୟତା ଦାବୀ

କଟକ: ଡେପୁଟେସନ ଓ ଠିକା ଭିତିରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ନିଯୁକ୍ତି ପାଇଥିବା ଆସିଷ୍ଟାଂଟ ପ୍ରଫେସରମାନଙ୍କର ଚାକିରୀ ରେଗୁଲାର କରିବା ପାଇଁ ଦାବି ହୋଇଛି । ଏନେଇ ଆସିଷ୍ଟାଂଟ ପ୍ରଫେସରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।…
Read More...

୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ : ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲା ଉପରେ କିଛି ସ୍ଥାନରେ ଏବଂ ଓଡିଶାର ବାକି ଜିଲ୍ଲାମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସହ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି…
Read More...

ଟିଡିସିିସି ପରିଚାଳକଙ୍କ ଗାଡିରୁ ୧୯ଲକ୍ଷ ଟଙ୍କା ଜବତ୍

ସୁନ୍ଦରଗଡ: ସୁନ୍ଦରଗଡ ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିିଡିସିସି)ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତିଙ୍କ କାର୍‌ରୁ ଭିଜିଲାନ୍ସ ଆଜି ୧୯ଲକ୍ଷ ଟଙ୍କାରୁ ଅଧିକ ଜବତ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଗିରଫ କରିଛି । ସେ ଆଜି ସୁନ୍ଦରଗଡରୁ ନିଜ ଗ୍ରାମକୁ ଯାଉଥିବା ବେଳେ ଖବର ପାଇ…
Read More...

ଟିକା ପାଇଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କରୋନା ଟିକା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନପଟ୍ଟନାୟକ ଆଜି ଚିଠି ଲେଖି ଟିକା ସଂଙ୍କଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡିଛନ୍ତି । ସେ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତିି ଯେ, ଟିକା ପାଇର୍ ପରସ୍ପର ଭିତରେ ନଲଢି, ଏକାଠି…
Read More...

ଗହଣା ବ୍ୟବସାୟୀଙ୍କ ଘରେ ଲୁଟ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ସୋର ଥାନା ସାଉଡ଼ ଫାଣ୍ଡି ଅଧିନ ସାଉଡ଼ ଅଞ୍ଚଳରେ ଗତ ବିଳମ୍ବିତ ରାତିରେ ଡକାୟତଙ୍କ ଅଖିବୁଜା ଗୁୁଳିଚାଳନାରେ ୫ଜଣ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗହଣା ବ୍ୟବସାୟୀ…
Read More...