Browsing Category

ରାଜ୍ୟ

୨୪ ଘଣ୍ଟାରେ ୮୩୯୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩୯୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି | ଏମାନଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମଣରୁ ୩୬୫୮ ଜଣ ଚିହ୍ନଟ ହୋଇଥିବାବେଳେ ସଙ୍ଗରୋଧରୁ ୪୭୪୨ ଜଣ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୬୮ଜଣ,…
Read More...

ଗ୍ଲୋବାଲ ଟେଣ୍ଡରରୁ ଟିକା ମିଳିବା ଆଶାକ୍ଷୀଣ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ସଂକ୍ରମଣକୁ ରୋକିବା ଲାଗି ଟିକାର ଅଭାବ ଦୂର କରିବାକୁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରରୁ ବିଦେଶୀ କମ୍ପାନୀରୁ ଟିକା ଆଣିବା ପାଇଁ କରିଥିବା ନିଷ୍ପତିର ସଫଳତା ନେଇ ଏବେ ସନ୍ଦେହ ବଢିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର…
Read More...

କରୋନାରେ ଫୁଟବଲ୍ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କର ପରଲୋକ

ଭୁବନେଶ୍ୱର: ରାଜ୍ୟର ବିଶିଷ୍ଟ ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର କରୋନାରେ ପରଲୋକ ହୋଇଛି । ତାଙ୍କ ପରିବାର ସଦସ୍ୟ ପକ୍ଷରୁ ଏହି ସୂଚନା ମିଳିଛି । ଦୀର୍ଘ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହେବା ପରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ…
Read More...

ରାଜ୍ୟରେ କମିଲା ସଂକ୍ରମଣ: ବଢିଲା ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଂଟା ମଧ୍ୟରେ ଓଡିଶାରେ ୮୭୩୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୨ ଜଣ ଆକ୍ରାନ୍ତ ଥିତବା ଜଣାଯାଇଛି । ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୪୮୯୨ ଏବଂ ସ୍ଥାନୀୟ ସଂକ୍ରମିତ ୩୮୪୩ ଜଣ…
Read More...

ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ମହାସ୍ନାନ

ପୁରୀ: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଦେବସ୍ନାନ୍ ପୂର୍ଣ୍ଣମିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହାସ୍ନାନ ନୀତି ବିନା ଭକ୍ତିରେ ଅନୁଷ୍ଠିତ ହେବ । ଜିଲ୍ଲା ପାଳ ସମର୍ଥ ବର୍ମା ଆଜି ଏହି ସୂଚନାହ ଦେଇ କହିଚନ୍ତି ଯେ, ପ୍ରଶାସନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି…
Read More...

ମେ’ ମାସ ଥିଲା ସବୁଠୁ ଘାତକ

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହରରେ ମେ’ ମାସ ରାଜ୍ୟ ପାଇଁ ସବୁଠୁ ଘାତକ ଥିଲା । ଗତ ୩୧ ଦିନ ମଧ୍ୟରେ ରାଜ୍ୟରେ ମୋଟ୍ ୩,୨୦, ୮୦୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ କରୋନାରେ ୭୧୧ ଜଣଙ୍କ ମୃତ୍ୟୁ ହୋଇଛି । ମେ’ ୨୨ତାରିଖରେ ରାଜ୍ୟରେ ପିକ୍ ଥିଲା ୧୨,୮୫୨ । ତେବେ ଜୁନ୍ ମାସରେ…
Read More...

ରାଜ୍ୟରେ ପଜିଟିଭିଟି ହାର କମୁଛି

ଭୁବନେଶ୍ୱର: ରାଜ୍ୟରେ ପୁଣି ସଂକ୍ରମଣ ଉପରମୁହାଁ ହୋଇଛି ଥିବା ବେଳେ ପଜିଟିଭିଟି ହାର ହାତ୍ସପାଇଛି । ଏବେ ପଜିଟିଭିଟ ହାର ୧୪% ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୯୫୪୧ ଜଣ ନୂଆ କରୋନା ସଂକ୍ରମିିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୧୩୪୨…
Read More...

ଚୀନରୁ ଆସିଲା ୧୩୫୦ ଅକ୍ସିଜେନ୍ ସିଲିଣ୍ଡର

ଭୁବନେଶ୍ୱର: ରାଜ୍ୟରେ ଅକ୍ସିଜେନ ମହଯୁଦ ପାଇଁ ଚୀନ୍‌ରୁ ଆଜି ସିଧାସଳଖ ୧୩୫୦ଟି ସିଲିଣ୍ଡର ଭୁବନେଶ୍ୱର ପହଞ୍ଚିଛି। ଖୁବଶୀଘ୍ର ଏହି ଅକ୍ସିଜେନ୍ ସିଲିଣ୍ଡରଗୁଡିକୁ ରାଜ୍ୟର ବିଭିନ୍ନ ମେଡିକାଲ୍‌କୁ ପଠାଯିବ । ସେହିପରି ଅବଶ୍ୟକସ୍ଥଳେ ଅକ୍ସିଜେନ୍ ସିଲିଣ୍ଡରକୁ ମହଜୁଦ୍ ରଖାଯିବ । ଚୀନ୍‌ରୁ…
Read More...

ବାତ୍ୟା ମୁକାବିଲା ନେଇ ଓଡିଶାକୁ ପ୍ରଶଂସା

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ୟାସ’ର ସଫଳ ମୁକାବିଲା ପାଇଁ ଓଡିଶା ସରକାର ତଥା ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟନାୟକଙ୍କୁ ଏବେ ଜାତୀୟ ଓ ଆନ୍ତଃଜାତୀୟ ସ୍ତରରୁ ପ୍ରଶଂସାର ସୁଅ ଛୁଟିଛି । ବାତ୍ୟାର ସଫଳ ମୁକାବିଲା ପାଇଁ ୟୁଏନ୍‌ଡିଆରଆର’ର ମୁଖ୍ୟ ମାନି ମିଜୌନ୍ତେରି ମୁଖ୍ୟମନ୍ତ୍ରୀ ଶ୍ରୀ…
Read More...

କରୋନାରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର: କରୋନାରେ ବରିଷ୍ଠ ସାମ୍ବାଦିକ ତଥା ରାଜନୀତିକ ସମୀକ୍ଷକ ବସନ୍ତ ଦାସଙ୍କର ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ (ଗତକାଲି) ରାତିରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା ।…
Read More...