Browsing Category

ରାଜ୍ୟ

ରାଜ୍ୟରେ ଶୀର୍ଷରେ ପହଞ୍ଚି ଗଲାଣି ସଂକ୍ରମଣ

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟଲହର ସଂକ୍ରମଣ ରାଜ୍ୟରେ ଶିର୍ଷରେ ପହଞ୍ଚି ସାରିଲାଣି । ଏବଂ ଏବେ ସଂକ୍ରମଣ ନିମ୍ନଗାମୀ ହୋଇଛି ବୋଲି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଏବେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ କମିଛି । ଆଜି ୧୪ ପ୍ରତିଶତ ଅଛି, ଯାହା ପିକ୍ ବେଳେ ୨୬ ପ୍ରତିଶତ
Read More...

ଓଡ଼ିଶାବାସୀଙ୍କୁ ପିସିସି ସଭାପତି ନିରଞ୍ଜନଙ୍କ ନିବେଦନ

ଭୁବନେଶ୍ୱର: ନଅଙ୍କ ଦୂର୍ଭିକ୍ଷ ପରେ ସେହିପରି ବିପତି କରୋନା ମହାମାରୀ ଓଡ଼ିଶାରେ ଦେଖାଦେଇଛି । ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏହି ସଂକଟ ସମୟରେ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି କି ଯାହାର ଯେଉଁ ଶକ୍ତି ଅଛି ତାକୁ ହୃଦୟତାର ସହ ବିନିଯୋଗ କରି ଓଡ଼ିଶାବାସୀଙ୍କୁ ସେବା କରିବାକୁ
Read More...

ଆରପାରିରେ ପ୍ରବଚକ ଚାରଣ ରାମଦାସ

ପୁରୀ:ପ୍ରସିଦ୍ଧ ପ୍ରବଚକ ଚାରଣ ରାମଦାସଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି । ସେ କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ କିଛିଦିନ ତଳେ ଚିକିତ୍ସି ହେଉଥିଲେ । ସାମାନ୍ୟ ସୁସ୍ଥ ହେବା ପରେ ସେ ପୁରୀସ୍ଥିତ ରମାବଲ୍ଲଭ ନିଜ ବାସଭବନକୁ ଫେରି ହୋମ୍ ଆଇସୋଲେଶନରେ ଥିଲେ ।
Read More...

ଚମ୍ପୁଆ ଗ୍ରାମାଞ୍ଚଳରେ କରୋନା ସ୍ଥିତିକୁ ନେଇ ମୁରଲି ଶର୍ମାଙ୍କ ଉଦବେଗ

ଚମ୍ପୁଆ: କରୋନାର ଦ୍ୱିତୀୟ ଲହର ଗ୍ରାମାଞ୍ଚଳରେ ଅଧିକ ଭୟାବହ ହୋଇଛି । ଗାଁକୁ ଗାଁ ଏହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛିା ଖଣିଜ ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ପ୍ରଶାସନ କୁହାଟ ମାରି କରୋନା ପରୀକ୍ଷା କରିବା ଓ ଅସ୍ଥାୟୀ କେନ୍ଦ୍ର ଦ୍ୱାରା ଟୀକାକରଣ କରାଇବା ନେଇ କହୁଥିଲେ ମଧ୍ୟ ବାସ୍ତବ
Read More...

୨୫ ଟ୍ରେନ୍ ବାତିଲ

ଭୁବନେଶ୍ୱର: ୟାସ୍‌କୁ ଦୃଷ୍ଟିରେ ରଖି ପୂର୍ବ ରେଳପଥ ପକ୍ଷରୁ ଓଡ଼ିଶା ବାଟଦେଇ କିମ୍ବା ଓଡ଼ିଶାକୁ ଚାଲିବାକୁ ଥିବା ୨୫ଟି ଟ୍ରେନକୁ ବାତିଲ କରିଛି । ସେଗୁଡ଼ିକ ମଧ୍ୟରେ ରହିଛି ଗୁଆହାଟୀ-ବାଙ୍ଗାଲୋର କାଂଟ, ମୁଜାଫରପୁର-ୟଶବନ୍ତପୁର, ଏର୍ଣ୍ଣାକୁଲମ-ପାଟନା, ନ୍ୟୁ ତିନସୁକିଆ-ତମବରମ,
Read More...

୨୪ ଘଂଟାରେ ୧୦ ହଜାର ୯୩୯ ପଜିଟିଭ, ୩୩ ମୃତ

ଭୁବନେଶ୍ୱର:: ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧାରୁ ୭, ଅନୁଗୁଳ, ଝାରସୁଗୁଡା, କଳାହାଣ୍ଡିରୁ ୪ ଲେଖାଏଁ ମୃତ୍ୟୁ ଘଟିଛି । ସୁନ୍ଦରଗଡ ଓ ସୁବର୍ଣ୍ଣପୁରରୁ ୩ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝରରୁ ୨ ଲେଖାଏଁ, ଦେବଗଡ, ଯାଜପୁର, କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏଁ
Read More...

ଚାନ୍ଦବାଲି ଓ ବାସୁଦେବପୁର: ୧୦ହଜାର ସ୍ଥାନାନ୍ତାରିତ

ଭଦ୍ରକ: ଆଇଏମଡି ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ସୂଚନା ଅନୁଯାୟୀ ବାତ୍ୟା ୟାସ ଅତି ଭୀଷଣକାୟ ରୂପ ଧରି ୨୬ ତାରିଖ ସକାଳେ ଭଦ୍ରକ ଜିଲ୍ଲାରେ ଚାନ୍ଦବାଲି ଓ ଧାମରା ବନ୍ଦର ନିକଟରେ ପହଂଚିବ । ଏହାକୁ ଆଖି ଆଗରେ ରଖି ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦବାଲି ଓ
Read More...

ପ୍ରଭାବ ଆରମ୍ଭ

ଭୁବନେଶ୍ୱର: ବାତ୍ୟା ୟାସ ପ୍ରଭାବରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ପାଣିପାଗ ବିଭାଗରେ ସୂଚନା ଅନୁସାରେ, ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ବର୍ଷାର ପରିମାଣ ବଢ଼ିପାରେ । ଉପକୂଳ ଓ ଉତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ତେଣୁ ପୁରୀ, ଖୋର୍ଦ୍ଧା, କଟକ,
Read More...

ୟସ୍‌’ ସାଇକ୍ଲୋନିକ ଷ୍ଟର୍ମ ‘ସିଭିୟର’ରୁ ‘ଭେରି ସିଭିୟର’ ରୂପ ନେଉଛିି

ଭୁବନେଶ୍ୱର : ବାତ୍ୟା ‘ୟସ୍‌’ ଏବେ ବଙ୍ଗୋପସାଗର ମଧ୍ୟରେ ଉତର-ପଶ୍ଚିମ ଦିଗ ଆଡକୁ ଗତ କରୁଥିଲା ବେଳେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୁପ ନେଇ ସାରିଛି ଏବଂ ସନ୍ଧ୍ୟା ସୁଦ୍ଧା ଏହା ‘ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ ରୁପ ନେବା ସହିତ ବୁଧବାର ଭୋର ସୁଦ୍ଧା ଏହା ଚାନ୍ଦବାଲି ଓ ଧାମରା
Read More...

ରାଜ୍ୟରେ ରେକର୍ଡ : ଦିନକରେ ଗଲା ୩୨ ଜୀବନ

ଭୁବନେଶ୍ୱର: ମହାମାରୀ କରୋନାରେ ସଂକମଣ ଆଜି ସାମାନ୍ୟ ହ୍ରାସ ପାଇଥିଲା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଆଜି ଦିନକରେ ରାଜ୍ୟରେ ସର୍ବକାଳୀନ ରେକର୍ଡ ୩୨ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୧୧୦୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୧୯୩ ଜଣ ସଙ୍ଗରୋଧ
Read More...