Browsing Category

ରାଜ୍ୟ

ଓଏଟି ଉଚ୍ଛେଦ କାଏମ

କଟକ: ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ଓଏଟି) ଉଚ୍ଛେଦ ନିଷ୍ପତିକୁ ଓଡିଶା ହାଇକୋର୍ଟ କାଏମ ରଖିବା ସଙ୍ଗେ ସଙ୍ଗେ ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଂଜ କରି ଦାୟର ହୋଇଥିବା ୬ଟି ରିଟ୍ ପିଟିସନ୍‌କୁ ଖାରଜ କରି ଦେଇଛନ୍ତି । ୨୦୧୯ ଜୁଲାଇରେ ଓଏଟି ଉଚ୍ଛେଦ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି…
Read More...

ଦୁଇ ଦିନରେ ଆଠଗଡରେ ୧୧୯ କରୋନା ଆକ୍ରାନ୍ତ

ଆଠଗଡ: ଆଠଗଡରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ । ଶୁକ୍ରବାର ଓ ଶନିବାର ଦୁଇ ଦିନରେ ଆଠଗଡ ଅଞ୍ଚଳରୁ ପୁଣି ୧୧୯ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ଚିନ୍ତାଜନକ ବିଷୟ । ଶୁକ୍ରବାର ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ୫୩ଜଣଙ୍କର ଆଣ୍ଟିଜେନ ପରୀକ୍ଷଣରୁ ୧୭ ଓ ଏଠାରୁ ଗତ ୨ ତାରିଖରେ…
Read More...

ରାଜ୍ୟରେ ୯%କୁ ଖସିଲା ପଜିଟିଭ୍ ହାର

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଧୀରେଧୀରେ କମୁଥିବା ବେଳେ ଆଜି ସଂକ୍ରମଣ ହାର ୯.୭କୁ ହ୍ରାସ ପାଇଛି । ଗତକାଲି ସଂକ୍ରମଣ ହାର ୧୦. ୫୧% ଥିଲା । ସୂଚନା ଯୋଗ୍ୟ ଯେ, ଗତ ମେ’ ମାସ ୨୨ତାରିଖ ଦିନ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ୧୨ହଜାର ଅତିକ୍ରମ କରିଥିବା ବେଳେ ସଂକ୍ରମଣ ହାର…
Read More...

ଗଛ ଲଗାଇ ଭାବ ପ୍ରବଣ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃକ୍ଷରୋପଣ କରି ଅତ୍ୟନ୍ତ ଭାବପ୍ରବଣ ହୋଇପଡିବା ସହ ଗଛ ଲଗାଇବା ଏକ ଉତ୍ସାହଜନକ ଅନୁଭବ ଥିଲା ବୋଲି ଟ୍ୱିଟ କରି କହିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ଯେ, ଏହି ଗଛଟି ବଡ ହେଲେ ଏଥିରେ ଚଢେଇ ବସା କରିବେ ।…
Read More...

ଗ୍ଲୋବାଲ ଟେଣ୍ଡରରେ ୨ସଂସ୍ଥା : ୯ରେ ଖୋଲିବ ପ୍ରାଇସ୍ ବିଡ୍‌

ଭୁବନେଶ୍ୱର: ୧୮ରୁ ୪୪ବର୍ଷ ବୟସ୍କଙ୍କୁ ମାଗଣାରେ ଟିକାକରଣ କରାଇବା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରର ପ୍ରାଇସ୍ ବିଡ୍ ଆସନ୍ତା ୯ତାରିଖରେ ଖୋଲାଯିବ । ଆଜି ଏହି ଗ୍ଲୋବାଲ ଟେଣ୍ଡର ପାଇଁ ବିଡ୍ ଦାଖଲର ଶେଷଦିନ ଥିବାବେଳେ ୨ଟି ସଂସ୍ଥା ଏଥିରେ ଅଂଶଗ୍ରହଣ କରିଛନ୍ତି । ସାମୁହିକ…
Read More...

‘ଶଲାବୁଢ଼ା’ଙ୍କ ପରଲୋକ

ବିନିକା : ‘ଶଲାବୁଢ଼ା’ ଫେମ୍ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ହୋଇଯାଇଛି । ତାଙ୍କ ସାନ ପୁଅ ଅରୁଣ ପଣ୍ଡା ଏହି ସୂଚନା ଦେଇଛନ୍ତି । ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ୩ଟା ୪୫ ମିନିଟ୍‌ରେ ଅଟଳ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ…
Read More...

ରାଜ୍ୟରେ କମୁଛି ସଂକ୍ରମଣ ହାର

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ଭୂତାଣୁ ସଂକ୍ରମଣ ଏବେ ହ୍ରାସ ପାଉଥିଲା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ଥମିବାର ନାଁ ଧରୁନାହିଁ । ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ଅତିକ୍ରମ କରିଥିଲା ବେଳେ ଦୈନିକ ସଂକ୍ରମଣ ୧୦.୫୧ ପ୍ରତିଶତକୁ ହ୍ରାସ…
Read More...

୧୦ରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ବର : ଏଥର ଠିକ୍‌ ସମୟରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। କେରଳକୁ ୨ ଦିନ ବିଳମ୍ବରେ ମୌସୁମୀର ଆଗମନ ହୋଇଥିଲେ ସୁଦ୍ଧା ଓଡ଼ିଶାକୁ ଆଗମନରେ ବିଳମ୍ବ ହେବ ନାହିଁ। ଆସନ୍ତା ୧୧ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି।…
Read More...

୧୫ ଦିନ ଭିତରେ ଗଠନ ହେବଯୁକ୍ତ ୨ ମୂଲ୍ୟାୟନ ଲାଗି ବିଶେଷଜ୍ଞ କମିଟି

ଭୁବନେଶ୍ବର: ଯୁକ୍ତ ୨ ପରୀକ୍ଷା ବାତିଲକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି । ସିବିଏସଇ ପଲିସିକୁ ଅନୁଧ୍ୟାନ କରି କମିଟି ସଦସ୍ୟମାନେ ତର୍ଜମା…
Read More...

ବ୍ରହ୍ମକମଳ ଫୁଲ ଦେଖିବାକୁ ପ୍ରବଳ ଭିଡ

ଗୋପ: ଗୋପ ନିକଟସ୍ଥ କୁଶୁପୁର ର ସୁଦର୍ଶନ ପରମାଣିକଙ୍କ ଛାତ ଉପରେ ଲାଗି ଥିବା ବ୍ରହ୍ମକମଳ ବୃକ୍ଷରେ ଏକ କାଳିନ ୪ ଗୋଟି ବ୍ରହ୍ମକମଳ ଫୁଲ ଫୁଟିଛି । ଏହି ଫୁଲ ଫୁଟିବା ନେଇ ଜଣା ପଡ଼ିବା ପରେ ସୁଦର୍ଶନ ଙ୍କ ଘରେ ପ୍ରବଳ ଭୀଡ ଦେଖିବାକୁ ମିଳିଥିଲା । କେହି ଫୁଲ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ…
Read More...