Browsing Category

ରାଜ୍ୟ

ପୂର୍ବତଟ ରେଳପଥ ୨୭ ଦିନରେ ପରିବହନ କଲାଣି ୨୦୧୩ ଟନ ଅକ୍ସିଜେନ

ଭୁବନେଶ୍ୱର: କୋଭିଡ଼୧୯ ସଂକ୍ରମଣ ଯୋଗୁଁ ସଙ୍କଟାପନ୍ନ ପରିସ୍ଥିତିରେ ପୂର୍ବ ତଟ ରେଳପଥ ରୋଗୀ ମାନଙ୍କ ଜୀବନ ରକ୍ଷା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ) ପରିବହନ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ରେଳପଥ ହୋଇ ପାରିଛି । ଭାରତୀୟ ରେଳବାଇ ଦ୍ୱାରା ପ୍ରଥମ
Read More...

ମାଲକାନଗିରିରେ ପ୍ରଥମ ଡୋଜ୍ ନେଲେଣି ୬୯ ହଜାର

ମାଲକାନଗିରି : କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ ସଂଖ୍‌ଯା ମଧ୍‌ଯ ତତୋଧିକ ବୃଦ୍ଧି ପାଇଛି । ବର୍ତ୍ତମାନ ସର୍ବତ୍ର ମରଣର କୋକୟା ଭୟ ସୃଷ୍ଟି ହୋଇଛି । ଦିନ ରାତି ମଶାଣୀରେ ଜୁଇ ଜଳୁଛି । ମଣିଷ ବଞ୍ଚବା ପାଇଁ ତ୍ରାହି ତ୍ରାହି ଡାକୁଛି । କିଏ
Read More...

ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ : ପୋଲିସର ମାମଲା

ବାଙ୍କୀ : ନୁତନ ଭାବେ ଦାୟୀତ୍ୱ ନେଇଥିବା ବୈଦେଶ୍ୱର ପୋଲିସ ଅଧିକାରୀ ବସନ୍ତ ଶତପଥିଙ୍କ ସହାୟତାରେ ବଞ୍ଚିଗଲା ଏକ ଜୀବନ । ସୁଚନା ଯୋଗ୍ୟ ଯେ, ଗତ ୧୬ ତାରିଖରେ ଖଜୁରିପଦା ନୁଆଗାଁ ଗ୍ରାମର ସୁନୀଲ ପ୍ରଧାନ ଜଗନ୍ନାଥପୁର ଗ୍ରାମ ମୁଣ୍ଡ ପୋଖରୀ ମାଟି ଟ୍ରାକ୍ଟର ଚଳାଉଥିବା ବେଳେ ପୁର୍ବ ଶତୃତାକୁ
Read More...

ବ୍ଲାକ୍ ଫଙ୍ଗସ୍ : ବ୍ରହ୍ମପୁର ବଡ ଡାକ୍ତରଖାନାରେ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ

ବ୍ରହ୍ମପୁର : ବ୍ରହ୍ମପୁରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସମସ୍ତେ ଏହାର ମୁକାବିଲାରେ ଲାଗିପଡିଛନ୍ତି । କରୋନା ପରେ ଏବେ ଚିନ୍ତା ବଢାଇଛି ବ୍ଲାକ ଫଙ୍ଗସ । କରୋନା ସୁସ୍ଥ ହେଉଥିବା ରୋଗୀ ଏଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାର ମୁକାବିଲା ପାଇଁ ରାଜ୍ୟ
Read More...

ଅସହ୍ୟ ତାତି ବେଳେ ବିଦ୍ୟୁତ୍‌ର ଲୁଚକାଳି ଖେଳ

ଉମରକୋଟ : ଉମରକୋଟ ରେ କୋରନା ର ପ୍ରଭା୍ୱ ଅଧିକା ଥିବା ସତ୍ତେ ଏହି ଆଞ୍ଚଳରେ ଅଧିକ ଗରିବ ଶ୍ରେଣୀର ତଥା ଖଟିଖିଆ ମଜୁରିଆ ମାନେ ହୋମେ ଆଇସୋଲେସନ୍ ରେ ରହୁଥିବା ବେଳେ ଏହି ସମୟରେ କରେଣ୍ଟର ଲୁଚକାଳି ଖେଳ ଜନସାଧାରଣରେ ବାହୁତ ଅଶାନ୍ତିର କରଣ ପାଲଟିଛି । ବିନା କାରଣ ରେ ବାର ବାର ବିଦ୍ୟୁତର
Read More...

ଏଣିକି ଦିନକୁ ୭୦ ହଜାର କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି ।ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି । ଗତ ସପ୍ତାହରୁ କେତେକ ଜିଲ୍ଲାରେ ସଂକ୍ରମଣ କମିବା ମଧ୍ୟ ଆରମ୍ଭ କରିଛି । ରାଜ୍ୟରେ ପଜିଟିଭ୍ ହାର ମଧ୍ୟ କମିଛି । ଏ ସବୁ
Read More...

ରାଜ୍ୟରେ ୧୦ହଜାର ତଳକୁ ଖସୁନି କରୋନା

ଭୁବନେଶ୍ୱର: ରାଜ୍ୟରେ ଦିର୍ଘ ୨ସପ୍ତାହ ଧରି ଲକ୍‌ଡାଉନ୍ ଏବଂ ଟିକାକରଣ ସତ୍ୱେ ମହାମାରୀ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ । ଗତ ୧ସପ୍ତାହ ଧରି ସଂକ୍ରମଣ ୧୦ହଜାରରୁ ଖସୁ ନାହିଁ । ଆଜି ରାଜ୍ୟରେ ୧୦୩୨୧ ଜଣ ନୂଆ କରୋନା ସଂକ୍ରମିତଙ୍କୁୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ
Read More...

୧୯ ଲକ୍ଷ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ରାଜ୍ୟରେ ଟିକା ଅଭାବ ଯୋଗୁଁ ଏବେ ୧୯ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଅଛନ୍ତି । ରାଜ୍ୟକୁ ତୁରନ୍ତ ପ୍ରର୍ଯ୍ୟାପ୍ତ ଟିକା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ
Read More...

ଓଡିଶାକୁ ଆସୁଛି ବାତ୍ୟା!

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଆସନ୍ତା ୨୨ତାରିଖ ବେଳକୁ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଉଥିବା ନେଇ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବନ ରାଜୀବନ୍ କହିଛନ୍ତି । ଏହା କମଃଶ ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ତେବେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ବର୍ତମାନ
Read More...

ଜୁୁନ୍ ୧ଯାଏଁ ବଢିଲା ଲକ୍‌ଡାଉନ୍

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆସନ୍ତା ଜୁନ୍ ମାସ ୧ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଅବଧି ବୃଦ୍ଧି କରିଛନ୍ତି । ଆସନ୍ତାକାଲି ୧୯ ତାରିଖ ସକାଳ ୫ଟାରେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ଅବଧି ଶେଷ ହେଉଥିଲା ।
Read More...