Browsing Category

ରାଜ୍ୟ

ଖବରକାଗଜ ବିତରକଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ଦାବି

ଯାଜପୁର: ସାର ବିଶ୍ୱ ମହାମାରୀ ଆତଙ୍କରେ କବଳିତ ଥିବାବେଳେ ଲୋକମାନଙ୍କୁ ପଦା ନବାହାରି ଘରେ ରହିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ କେନ୍ଦ୍ର ଏବଂ ରାଜ୍ୟ ସରକାର ଲୋକଙ୍କୁ ପରାମର୍ଶ ଦେଉଥିବାବେଳେ ଏମିତି କିଛି ବ୍ୟକ୍ତି ଅଛନ୍ତି ନିଜ ଜୀବନ ଏବଂ ପରିବାର ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି…
Read More...

ଦିନକୁ ୨୦ଟି ଘର ବୁଲି ଆକ୍ରାନ୍ତ ଚିହ୍ନଟ କରିବେ ଆଶାକର୍ମୀ

ଭୁବନେଶ୍ୱର: କୋଭିଡ୍ ପରିଚାଳନା ପାଇଁ ଆଶାକର୍ମୀମାନଙ୍କୁ ୧୦ ହଜାର ଟଙ୍କା ମିଳିବ । ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ ଆଶାକର୍ମୀମାନଙ୍କୁ ଏକକାଳୀନ ଏହି ସହାୟତା ପ୍ରଦାନ କରାଯିବ । ଏସମ୍ପର୍କରେ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରମାନଙ୍କୁ ସ୍ୱାସ୍ଥ୍ୟ…
Read More...

ଡ଼ଃ ଅରୁଣା ମହାନ୍ତି ସଂଗୀତ ନାଟକ ଏକାଡେମୀ ଅଧ୍ୟକ୍ଷା

୪ଟି ଏକାଡେମୀରେ ନୂତନ ସଭାପତି ନିଯୁକ୍ତ ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଖ୍ୟାତାନାମା ଓଡିଶା ନୃତ୍ୟ ଗୁରୁ ପଦ୍ମଶ୍ରୀ ଡଃ ଅରୁଣା ମହାନ୍ତିଙ୍କୁ ଓଡିଶା ସଂଗୀତ ନାଟକ ଏକାଡେମୀର ଅଧ୍ୟକ୍ଷଭାବେ ନିଯୁକ୍ତ କରିଛନ୍ତି । ସେହିପରି ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ଡଃ ହୁଷିକେଶ…
Read More...

ବାପାଙ୍କ ଏକାଦଶାହରେ ଆଖିବୁଜିଲେ ଜ୍ୟେଷ୍ଠ ପୁଅ

ଭୁବନେଶ୍ୱର: ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଏକାଦଶାହ ଯାଇନଥିବା ବେଳେ ଆଜି ତାଙ୍କର ବଡ ପୁଅ ରଣଜୀ କ୍ରିିକେଟର ପ୍ରଶାନ୍ତ ମହାପାତ୍ରଙ୍କର କରୋନାରେ ମୃତ୍ୟୁ ଘଟିଛି । ଭୁବନେଶ୍ୱର ଏମ୍ସରେ ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ପ୍ରଶାନ୍ତଙ୍କ ଭାଇ ତଥା ସ୍ୱର୍ଗତ…
Read More...

ରାଜ୍ୟରେ ସଂକ୍ରମଣ ପୁଣି ୧୧ହଜାର ପାର୍

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଗତ ୩ଦିନ ଧରି ୧୦ହଜାରରେ ସ୍ଥିର ରହିବା ପରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ପାର୍ ହୋଇଛି । ରାଜ୍ୟରେ ଆଜି ଦିନକରେ ୧୧,୦୯୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୨୧୪ ଏବଂ ସ୍ଥାନୀୟ ସଂକ୍ରମିତ…
Read More...

ବଙ୍ଗୋପସାଗରରେ ଆସୁଛି ବାତ୍ୟା

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରୀୟ ବଙ୍ଗୋସାଗରରେ ଆସନ୍ତା ୨୨ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ୨୨ରୁ ୨୫ତାରିଖ ମଧ୍ୟରେ ଏହା ଉତର-ପଶ୍ଚିମ ଦିଗରେ ଗତି କରି ବାତ୍ୟା ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।…
Read More...

କାଳିଆ ଟଙ୍କା କାହା ପାଇଁ ଚାଷୀ ନା କୋଟିପତି

କଣ୍ଟାପଡ଼ା: ଉଭୟ କୃଷି ଓ କୃଷକଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନାର ଅୟମାରମ୍ଭ କରି ଏହା ମାଧ୍ୟମରେ ପ୍ରତ୍ୟେକ ଚାଷୀ ଏବଂ ହିତାଧିକାରୀ ୫୦୦୦ଟଙ୍କାର ରାଶି ଯୋଗାଇ ଦବାର ବ୍ୟବସ୍ଥା କରିଛନ୍ତି । ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ପଇଠ କରାଯାଉଛି ବୋଲି କୁହାଯାଉଛି । ତେବେ…
Read More...

ପୂର୍ବତଟ ରେଳପଥ ୨୭ ଦିନରେ ପରିବହନ କଲାଣି ୨୦୧୩ ଟନ ଅକ୍ସିଜେନ

ଭୁବନେଶ୍ୱର: କୋଭିଡ଼୧୯ ସଂକ୍ରମଣ ଯୋଗୁଁ ସଙ୍କଟାପନ୍ନ ପରିସ୍ଥିତିରେ ପୂର୍ବ ତଟ ରେଳପଥ ରୋଗୀ ମାନଙ୍କ ଜୀବନ ରକ୍ଷା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ) ପରିବହନ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ରେଳପଥ ହୋଇ ପାରିଛି । ଭାରତୀୟ ରେଳବାଇ ଦ୍ୱାରା ପ୍ରଥମ…
Read More...

ମାଲକାନଗିରିରେ ପ୍ରଥମ ଡୋଜ୍ ନେଲେଣି ୬୯ ହଜାର

ମାଲକାନଗିରି : କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ ସଂଖ୍‌ଯା ମଧ୍‌ଯ ତତୋଧିକ ବୃଦ୍ଧି ପାଇଛି । ବର୍ତ୍ତମାନ ସର୍ବତ୍ର ମରଣର କୋକୟା ଭୟ ସୃଷ୍ଟି ହୋଇଛି । ଦିନ ରାତି ମଶାଣୀରେ ଜୁଇ ଜଳୁଛି । ମଣିଷ ବଞ୍ଚବା ପାଇଁ ତ୍ରାହି ତ୍ରାହି ଡାକୁଛି । କିଏ…
Read More...

ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ : ପୋଲିସର ମାମଲା

ବାଙ୍କୀ : ନୁତନ ଭାବେ ଦାୟୀତ୍ୱ ନେଇଥିବା ବୈଦେଶ୍ୱର ପୋଲିସ ଅଧିକାରୀ ବସନ୍ତ ଶତପଥିଙ୍କ ସହାୟତାରେ ବଞ୍ଚିଗଲା ଏକ ଜୀବନ । ସୁଚନା ଯୋଗ୍ୟ ଯେ, ଗତ ୧୬ ତାରିଖରେ ଖଜୁରିପଦା ନୁଆଗାଁ ଗ୍ରାମର ସୁନୀଲ ପ୍ରଧାନ ଜଗନ୍ନାଥପୁର ଗ୍ରାମ ମୁଣ୍ଡ ପୋଖରୀ ମାଟି ଟ୍ରାକ୍ଟର ଚଳାଉଥିବା ବେଳେ ପୁର୍ବ ଶତୃତାକୁ…
Read More...