Browsing Category

ରାଜ୍ୟ

ଲକ୍‌ଡାଉନ ସମୟରେ ଆହାର ପାଲଟିଛି ସାହାରା

ଭୁବନେଶ୍ୱର: ଲକ୍‌ଡାଉନ ସମୟରେ ଏବେ ଲୋକଙ୍କ ଭୋକ ମେଂଟାଉଛି ଆହାର କେନ୍ଦ୍ର । ଭୋକିଲା ଲୋକଙ୍କ ପାଇଁ ସାହାରା ପାଲଟିଛି । ବିଶେଷ କରି ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଅନେକ ଗରୀବ ଲୋକଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି । କରୋନାର ଦ୍ୱିତୀୟ ସଂକ୍ରମଣ ତୀବ୍ର…
Read More...

୧୨ ଘଣ୍ଟାରେ ୨ଟି ହତ୍ୟା

କେନ୍ଦୁଝର:: ନିକଟରେ ଦୁର୍ଦାନ୍ତ ଅପରାଧି କାଣ୍ଡେ ମାଝୀର ହତ୍ୟା ଘଟଣା ପରେ ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ ପର୍ଯ୍ୟନ୍ତ ୧୨ ଘଣ୍ଟା ଭିତରେ ଆଉ ୨ଟି ନୃଶଂସ ହତ୍ୟା କାଣ୍ଡ ଯୋଡା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ଜଣାପଡିଛି ଯେ, ଶୁକ୍ରବାର ରାତିରେ ବାଂଶପାଣି ଅଞ୍ଚଳର ଭୋଳା…
Read More...

କରୋନାରେ ପ୍ରାଣୀ ଚିକିତ୍ସକ ନୃସିଂହ ମହାନ୍ତିଙ୍କ ମୃତ୍ୟୁ

ଭୁବନେଶ୍ୱର : ଜଗତସିଂହପୁର ଜିଲ୍ଲା ରାହାମା ଅଞ୍ଚଳର ସ୍ୱନାମଧନ୍ୟ ପ୍ରାଣୀ ଚିକିତ୍ସକ ନୃସିଂହ ଚରଣ ମହାନ୍ତି କରୋନା ରୋଗରେ ପିଡ଼ିତ ହୋଇ ସମ୍ କୋଭିଡ଼୍ ହସ୍‌ପିଟାଲ୍‌ରେ ଗତ ବୁଧବାର ଦିନ ଇହଲୀଳା ସମ୍ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ୧୯୪୧ ମସିହାରେ ରାହାମା…
Read More...

କରୋନାରେ ଝୁମର କଣ୍ଠ ଶିଳ୍ପୀ ସୁଜିତ କୁମାରଙ୍କ ମୃତ୍ୟୁ

ବାରିପଦା: ବିଶ୍ୱ ମହାମାରୀ କରୋନା ସହିତ ସଂଗ୍ରାମ କରି ଜଣେ ପରେ ଜଣେ ଟଳିପଡ଼ୁଛନ୍ତି । ସବୁଠି ମୃତ୍ୟୁର କରାଳ ଚିତ୍ର ଦେଖିବାକୁ ମିଳୁଛି । ଏହି ସମୟରେ ମେ ୨୦ ରାତି ୧୧.୫୦ ସମୟରେ ଝୁମର ଜଗତରେ ଖ୍ୟାତି ଲାଭ କରିଥିବା ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ…
Read More...

ଅଙ୍ଗନବାଡ଼ି କର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରୁ ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଏବଂ ଗୁରୁତର ରୋଗ ଥିବା ବ୍ୟକ୍ତି ଚିହ୍ନଟ(ସର୍ଭେ) କାର୍ଯ୍ୟ ଆରମ୍ଭ କରିବେ । ଏଥିରେ ସେମାନେ ନିଶ୍ଚିତ ଭାବେ ସଫଳ ହେବେ ଏବଂ ସେମାନଙ୍କ ମାଧ୍ୟମରେ ଗାଁକୁ ସଂକ୍ରମଣମୁକ୍ତ କରାଯାଇପାରିବ ବୋଲି…
Read More...

ମେ’ ଶେଷ ବେଳକୁ କରୋନା ସଂକ୍ରମଣ କମିବ!

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ରାଜ୍ୟରେ ଟେଷ୍ଟି ବଢ଼ୁଥିବାରୁ ସଂକ୍ରମଣ ସଂଖ୍ୟା ବଢ଼ୁଛି । ନମୁନା ପରୀକ୍ଷା ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା ଅଧିକ ନାହିଁ । ୮୦ ପ୍ରତିଶତ ଆଇସିୟୁ…
Read More...

ରାଜ୍ୟରେ ୧୨,୫୨୩ ପଜିଟିଭ ଚିହ୍ନଟ,୨୭ ମୃତ

ଭୁବନେଶ୍ୱର: ଗତ ୨୪ ଘଂଟା ଭିତରେ ରାଜ୍ୟରେ ୧୨,୫୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୭୦୧୨ ଚିହ୍ନଟ ହୋଇଥିବା ବେଳେ ୫୫୧୧ ଜଣ ହେଉଛନ୍ତି । ସ୍ଥାନୀୟ ଆକ୍ରାନ୍ତ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଂଟାରେ…
Read More...

ସମ୍ଭାବ୍ୟ ବାତ୍ୟା ‘ୟସ’ ପାଇଁ ଆମେ ପ୍ରସ୍ତୁତ: ଏସ୍‌ଆର୍‌ସି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ୟସ’ ୨୬ ତାରିଖ ସକାଳେ ଉତର ଓଡ଼ିଶା ଓ ସୁନ୍ଦରବନ ମଧ୍ୟ ଦେଇ ସ୍ଥଳ ଭାଗ ସ୍ପର୍ଶ କରିପାରେ । ତେବେ ଭାରତୀୟ ପାଣି ପାଗ ନିର୍ଦ୍ଦେଶାଳୟର ମହାନିଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସନ୍ତା କାଲି ପ୍ରଥମେ ଏହା ଲଘୁଚାପ ରୂପ ନେବ । ୨୪ ତରିଖ ବେଳେକୁ…
Read More...

ବାଳାଶ୍ରମ କର୍ମଚାରୀଙ୍କୁ ଟୀକାକରଣ କରାଗଲା

ଯାଜପୁର :ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଳାଶ୍ରମ ତଥା ଅନ୍ୟାନ୍ୟ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ଏବଂ ଚାଇଲଡ ଲାଇନର କର୍ମକର୍ତା ମାନଙ୍କୁ କରୋନା ଟୀକାକରଣ କରାଯାଇଚ୍ଥି । ଯାଜପୁର ସହର ସ୍ଥିତ ଉତ୍କଳ ବାଳାଶ୍ରମ ଓ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ମୋଟ ୨୩ ଜଣ କର୍ମଚାରୀଙ୍କୁ ପ୍ରଥମ…
Read More...

ଓଡ଼ିଶା ସରକାରଙ୍କୁ ବେଦାନ୍ତ ଦେବ ୨ ହଜାର ଅକ୍ସିଜେନ୍ ସିଲିଣ୍ଡର

ଭୁବନେଶ୍ୱର: ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ ଓଡ଼ିଶା ସରକାରଙ୍କୁ କୋଭିଡ୍ ଲଢ଼େଇରେ ସହାୟତାର ହାତ ବଢ଼ାଯାଇଛି । ବେଦାନ୍ତ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୦୦ ଅକ୍ସିଜେନ୍ ସିଲିଣ୍ଡର…
Read More...