ବ୍ଲାକ୍ ଫଙ୍ଗସ୍ : ବ୍ରହ୍ମପୁର ବଡ ଡାକ୍ତରଖାନାରେ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ
ବ୍ରହ୍ମପୁର : ବ୍ରହ୍ମପୁରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସମସ୍ତେ ଏହାର ମୁକାବିଲାରେ ଲାଗିପଡିଛନ୍ତି । କରୋନା ପରେ ଏବେ ଚିନ୍ତା ବଢାଇଛି ବ୍ଲାକ ଫଙ୍ଗସ । କରୋନା ସୁସ୍ଥ ହେଉଥିବା ରୋଗୀ ଏଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହାର ମୁକାବିଲା ପାଇଁ ରାଜ୍ୟ!-->…
Read More...
Read More...