Browsing Category

ରାଜ୍ୟ

ବରିଷ୍ଠ ନାଗରିକଙ୍କ ଘରୁ ନମୂନା ସଂଗ୍ରହ କଲା ବିଏମସି

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ଘରୁ ବିଏମସି ଆଜିଠାରୁ ନମୂନା ସଂଗ୍ରହ କରିଛି । ଏହାସହ ଏକାକି ରହୁଥିବା ବରିଷ୍ଠ ନାଗରିକଙ୍କୁ ଟିକାଦେବା ଲାଗି ବିଏମସି ନେବା ଆଣିବା କରିବ । କରୋନା ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବା ବରିଷ୍ଠ ନାଗରିକଙ୍କ ପାଇଁ ନୂତନ ବ୍ୟବସ୍ଥା କରିଛି ଭୁବନେଶ୍ୱର
Read More...

ମହାମାରୀ କରୋନା ପାଇଁ ଶୂନ୍ୟ ହୋଇଯାଉଛି ପରିବାର

କଟକ : ଆମ ଦେଶର ତଥା ରାଜ୍ୟର ଅବସ୍ଥା ମହାମାରୀ ଭୂତାଣୁ ପାଇଁ ଆଜି ଅସମ୍ଭାଳ ପରିସ୍ଥିତ ସୃଷ୍ଟି ହୋଇଛି । ଏହି ଭୂତାଣୁ ସଂକ୍ରମଣ ପ୍ରଭାବରେ ଆକ୍ରାନ୍ତ ହୋଇ ଗୋଟିଏ ଗୋଟିଏ ପରିବାର ଜନଶୂନ୍ୟ ହୋଇଯାଉଥିବା ଖବର ମିଳୁଛି । ଏପରିକି ଜବାନ ପୁଅ ଏହି ରୋଗରେ ପ୍ରାଣ ହରାଇଥିବା ଦୃଶ୍ୟ ଦେଖି
Read More...

ଲକ୍‌ଡାଉନ୍‌ରେ ଅଘୋଷିତ ବିଦ୍ୟୁତ୍ କାଟ୍‌

ବାଲୁଗାଁ: କରୋନାର ଦ୍ୱିତୀୟ ଲହର ଜାରି ରହିଥିବାବେଳେ ବର୍ତ୍ତମାନ ସାରା ରାଜ୍ୟରେ ଲକ୍‌ଡାଉନ୍ ଜାରି ରହିଛି । ଲକ୍‌ଡାଉନ୍ ସମୟରେ ଦିନତମାମ ଲୋକେ ଘରେ ରହୁଥିବାବେଳେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ଚବିଶ ଘଣ୍ଟା ବିଦ୍ୟୁତ୍ ସରବରାହ ଜାରି
Read More...

ଆବଶ୍ୟକତା ଅନୁଯାୟୀ ଟିକା ଯୋଗାଇ ଦିଆଯାଉ

କଟକ: କୋଭିଡ-୧୯ ଟୀକା ପ୍ରଦାନ ସରାକାରଙ୍କ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ର ବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଜରିଆରେ ପ୍ରତ୍ୟେକ ସାଧାରଣ ଜନତା,ଯାହାଙ୍କ ବୟସ ୪୫ବର୍ଷରୁ ଉର୍ଦ୍ଦ ସେମାନଙ୍କୁ ତୁରନ୍ତ ଯୋଗାଇ ଦେବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରି ଆସୁଛନ୍ତି । ଏହି
Read More...

ଝାରପଡା ଜେଲରେ କରୋନାରେ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଜେଲ୍ ଭିତରକୁ ପଶିଲା ଭୂତାଣୁ । ଝାରପଡା ଜେଲ୍‌ର ଜଣେ ବିଚାରଧୀନ କଏଦୀଙ୍କର କରୋନାରେ ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ ହେଷଳ ତ୍ରିପତି ମହାନ୍ତି । ନିଶା କାରବାର ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ତ୍ରିପତି କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କୁ
Read More...

ଫିଲ୍ମ ଓ ଟିଭି ସିରିଏଲ ସୁଟିଂ ମନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଆଜି ଫିଲ୍ମ ଓ ଟିଭି ସରିଏଲ ସୁଟିଂ ଉପରେ କଟକଣା ଜାରୀ କରିଛନ୍ତି । ଉଭୟ ଇନ୍‌ଡୋର ଓ ଆଇଟଡୋର ସୁଟିଂକୁ ବନ୍ଦ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ସାନି ନିର୍ଦ୍ଦେଶ ଜାରି କରିଛନ୍ତି । ପୂର୍ବରୁ ଜାରି ହୋଇଥିବା
Read More...

ରାଜ୍ୟରେ ୧୧,୭୩୨ ପଜିଟିଭ୍ : ୧୯ ମୃତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଥମିବାର ନାଁ ଧରୁନାହିଁ । ଆଜି ଦିନକରେ ୧୧,୭୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୫୬୯ ଚିହ୍ନଟ ହୋଇଥିବା ବେଳେ ୫୧୬୩ ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ । ସେହିପରି ଆଜି ଆଉ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ଆଜି
Read More...

ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ମହାରାଷ୍ଟ୍ରକୁ ପଠାଗଲା ଅମ୍ଲଜାନ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ସମୟରେ ରେଲୱେ ପ୍ରଶାସନିକ କରୋନା କାଳରେ ଅମ୍ଲଜାନ ସଂକଟ ଦେଖାଦେଇଛି । ଏହାକୁ ଭରଣା କରିବା ଲାଗି ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ୪ଟି ରେଲୱେ ଯୋଗେ ୩ଟି ରାଜ୍ୟକୁ ୩୫୩ ଟନ୍ ଓଜନର ତୈଳ ଅମ୍ଲଜାନ ବ୍ୟାଙ୍କର ପଠାଯାଇଥିବା ଖୋର୍ଦ୍ଧାରୋଡ଼ ରେଲୱେ ମଣ୍ଡଳ
Read More...

ଅକ୍ଷୟ ତୃତୀୟାରେ ସୁନାଗହଣା କାରବାର ଠପ୍

ନବରଙ୍ଗପୁର: ଗତ ତିନିବର୍ଷ ଧରି ଅକ୍ଷୟ ତୃତୀୟାରେ ଜିଲ୍ଲାରେ ସୁନାଗହଣା କାରବାର ଠପ ହୋଇଯାଇଛି । ୨୦୧୯ରେ ବାତ୍ୟା ପାଇଁ ଗହଣା କାରବାର ମାନ୍ଦା ପଡିଥିବା ବେଳେ ୨୦୨୦ ଓ ୨୦୨୧ ରେ କରୋନା ଲକଡାଉନ ପାଇଁ ଅକ୍ଷୟା ତୃତୀୟାରେ ସୁନାଗହଣା ବ୍ୟବସାୟକୁ ସମ୍ପୁର୍ଣ୍ଣ ଠପ କରିଛି । ପବିତ୍ର ଅକ୍ଷୟ
Read More...

ଏନଡିଆରଏଫର ୫ଟିମ୍ ଗଲେ ଗୁଜରାଟ

ବାରଙ୍ଗ : ମୁଣ୍ଡଳୀସ୍ଥିତ ୩ୟ ବାହିନୀ ଏନଡିଆରଏଫର ୫ଟି ଟିମ ଗୁଜୁରାଟର ସାମୁଦ୍ରିକ ବାତ୍ୟାର ମୁକାବିଲା ନିମନ୍ତେ ଶନିବାର ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରୁ ଯାତ୍ରା କରିଛନ୍ତି ।ଏନଡିଆରଏଫର ସିନିୟର କମାଣ୍ଡାଣ୍ଟ ଜାକବକିସ ପୋଟାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଡେପୁଟି
Read More...