Browsing Category

ରାଜ୍ୟ

ରାଜ୍ୟ ସାରା କାଳବୈଶାଖୀ ବର୍ଷା

ଭୁବନେଶ୍ବର: ଦିନରେ ରାତିର ଭ୍ରମ । ଅଚାନକ ଘୋଟି ଆସିଲା କଳାହାଣ୍ଡିଆ ମେଘ । ସାରା ରାଜ୍ୟରେ ହୋଇଛି କାଳବୈଶାଖୀ ବର୍ଷା । କେତେକ ସ୍ଥାନକେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିବା ଦେଖିବାକୁ ମିଳିଛି । କଟକରେ ଘଂଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ରାଜଧାନୀ ଭୁବନେଶ୍ୱରରେ
Read More...

ରାଜ୍ୟରେ ଦୈନିକ ସଂକ୍ରମଣ 10 ହଜାରରୁ 9 ହଜାର ଖସିଲା

ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ସଂକ୍ରମଣରେ ୧୦  ହଜାରରୁ ଖସି ୯ ହଜାରରେ ଅହଞ୍ଚିଛି । ଲଗାତାର ୫ ଦିନ ଧରି ସଂକ୍ରମଣ ୧୦ ହଜାରରୁ ଉର୍ଦ୍ଦ୍ବରେ ଥିବା ବେଳେ ତାହା ତଳକୁ ଖସିଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୭୯୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Read More...

ମାଡିଆସୁଛି ‘ବ୍ଲାକ୍ ଫଙ୍ଗସ’ : ଓଡିଶାରେ ହୋଇନି ଠାବ

ଭୁବନେଶ୍ୱର: ମହାମାରୀ କରୋନା ପରେ ଏବେ ଦେଶର କେତେକ ରାଜ୍ୟରେ ଆତଙ୍କର କାରଣ ହୋଇଥିବା ‘ବ୍ଲାକ୍ ଫଙ୍ଗସ୍‌’ ଭୂତାଣୁ ଓଡିଶାରେ ଚିହ୍ନଟ ହୋଇନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଆଇସିୟୁରେ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ
Read More...

କରୋନା ଟୀକା ନପାଇ ରାସ୍ତାରେ ବରିଷ୍ଠ ନାଗରିକଙ୍କ ବିକ୍ଷୋଭ

ନୀଳଗିରି: ବାଲେଶ୍ୱର ଜିଲ୍ଲା ଅଧୀନ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବରିଷ୍ଠ ନାଗରିକ ମାନେ କରୋନା ଟୀକାରୁ ବଂଚିତ ହୋଇଥିବା ଅଭିଯୋଗ ଆସିଛି । ଏମାନେ ପ୍ରଥମ ପର‌୍ୟ୍ୟାୟ ଟୀକା ନେଇ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ଦ୍ୱିତୀୟ ଟୀକା ଦିଆ ଯାଉନି । ବାର୍ଦ୍ଧକ୍ୟ ଅବସ୍ଥା ସତ୍ୱେ
Read More...

କେନ୍ଦୁଝରରେ ବଢି ଚାଲିଛି ହାତୀ ଦୁର୍ଘଟଣା

କେନ୍ଦୁଝର : ହାତୀ ମାନଙ୍କ ସୁରକ୍ଷା ପାଇଁ ଆମ ସରକାର ବହୁ ପଦକ୍ଷେପ ନେଉଥିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ଅନେକ ସମୟରେ ନିରିହ ହାତୀ ମାନଙ୍କର ଜୀବନ ଯାଉଥିବା ଦେଖା ଯାଉଛି । କେତେ ବେଳେ ଶୀକାରୀ ମାନଙ୍କର ଲୋଲୁପଦୃଷ୍ଟିରୁ ତ କେତେବେଳେ ଗାଡି ଓ ଟ୍ରେନ ଧକ୍କାରେ ଜୀବନ
Read More...

ଲକ୍‌ଡାଉନ୍ ସମୟରେ ଘରେ ପହଂଚିବ ଔଷଧ

ଯାଜପୁର : ଯାଜପୁର ପୋଲିସ ପ୍ରଶାସନ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଲକ୍‌ଡ଼ାଉନ୍ ସମୟରେ ଯାଜପୁର ଜିଲ୍ଲାର ୨ଟି ପୌରାଞ୍ଚଳରେ ଘରେ ଔଷଧ ପହଞ୍ଚାଇବା ପାଇଁ ପୋଲିସ ପକ୍ଷରୁ ୨ଟି ଟେଲିଫୋନ୍ ନମ୍ବର ଜାରି କରାଯାଇଛି । ଯାଜପୁର ଟାଉନ ଥାନା ପକ୍ଷରୁ ୯୫୫୬୪୪୦୧୯୧ନମ୍ବର ଏବଂ ଯାଜପୁରରୋଡ
Read More...

ଲକ୍‌ଡାଉନକୁ ନେଇ ଫାଇଦାରେ ବ୍ୟବସାୟୀ

ପୁରୀ : ନିମାପଡା ଅଂଚଳରେ ଖାଉଟି ଦ୍ରବ୍ୟର ଦର ଆକାଶ ଛୁଆଁ ହୋଇଥିବା ବେଳେ ବ୍ୟବସାୟୀମାନେ ନାଲିଆଖି ଦେଖାଇ ଗ୍ରାହକଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦାମ୍ ନେଉଛନ୍ତି । କୌଣସି ଗ୍ରାହକ ପ୍ରତିବାଦ କଲେ ସାମଗ୍ରୀ ମିଳିପାରୁ ନାହିଁ । ବିଭିନ୍ନ ଦ୍ରବ୍ୟ ଉପରେ ବ୍ୟବସାୟୀମାନେ ମନଇଛା
Read More...

ସୁନ୍ଦରଗଡରେ ହେବ ୯୦ ଆଇସିୟୁ ଓ ୧୨୦ ଅକ୍ସିଜେନ୍ ବେଡ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀଯୁକ୍ତ ଅସିତ୍ କୁମାର ତ୍ରିପାଠୀ ଆଜି ରାଉରକେଲା ଗସ୍ତ କରି ସୁନ୍ଦରଗଡ଼ ଜିଲ୍ଲାର କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା
Read More...

ଅନୁଗୋଳ ଓ ସୁନ୍ଦରଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁମୋଦନ ଦେଲା ଏମ୍‌ସିଏଲ୍‌

ଭୁବନେଶ୍ବର: ମହାନଦୀ କୋଲ୍‌ ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌) ବୋର୍ଡ ଦେଇଥିବା ଅନୁମୋଦନ ଅନୁଯାୟୀ ଅନୁଗୋଳ ଓ ସୁନ୍ଦରଗଡ଼ରେ 2ଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଏନେଇ କେନ୍ଦ୍ରୀୟ କୋଇଲା ଓ ଖଣୀମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Read More...

ରାଜ୍ୟରେ କରୋନା ନେଲା ଆଉ 17 ଜୀବନ, ମୃତ୍ୟୁ ସଂଖ୍ୟା 2197 କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି 17 ଜଣକ ଜୀବନ ନେଇଛି ମହାମାରୀ କରୋନା । ଏହି 17 ମୃତକଙ୍କ ମଧ୍ୟରେ 7 ଜଣ ମହିଳା ଥିବା ଜଣା ପଡ଼ିଛି । ଏଥିରେ ଖୋର୍ଦ୍ଧା, ରାୟଗଡ଼ା, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ 3 ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବା ବେଳେ, ପୁରୀ ଜିଲ୍ଲାରୁ 2 ଜଣ ଏବଂ
Read More...