ଅମ୍ଳଜାନ ପାଇଁ ଟଙ୍କା ମାଗି କୋଭିଡ ଡାକ୍ତରଖାନାର କର୍ମଚାରୀ ଗିରଫ
କେନ୍ଦୁଝର : କେନ୍ଦୁଝର ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା କୋଭିଡ କେୟାର ସେଣ୍ଟରର ଜଣେ କର୍ମଚାରୀ ରୋଗୀଙ୍କୁ ଅମ୍ଳଜାନ ଯୋଗାଇ ଦେବାକୁ ୧୫୦୦ ଟଙ୍କା ମାଗିବା ଘଟଣାରେ କେନ୍ଦୁଝର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଅଶୋକ ଦାଶଙ୍କ ଏତଲା କ୍ରମେ ଟାଉନ ଥାନା ପୋଲିସ ଉକ୍ତ!-->…
Read More...
Read More...