ଏଣିକି ଦୋକାନରୁ କିଣିବା ଦରକାର ନାହିଁ, ଘରେ ପହଂଚିବ ମଦ
ଭୁବନେଶ୍ୱର: କରୋନା ମହାମାରୀ କାଳରେ ମଦ୍ୟପମାନେ ଘରେ ବସି ଯେଉଁ କମ୍ପାନୀର ମଦ ଚାହିଁବେ ତାହା ନିକଟସ୍ଥ ସରକାରୀ ଅନୁମତିପ୍ରାପ୍ତ ମଦ ଦୋକାନରୁ ପାଇପାରିବେ । ଦେକାନରେ କାମ କରୁଥିବା କର୍ମଚାରୀ (ଡେଲିଭରି ବୟ) ଘରେ ନେଇ ମଦ ପହଂଚାଇବେ । ବୁଧବାର ଏଭଳି ନିର୍ଦେଶନାମା ରାଜ୍ୟ ସରକାରଙ୍କ!-->…
Read More...
Read More...