କରୋନା ଟୀକା ନପାଇ ରାସ୍ତାରେ ବରିଷ୍ଠ ନାଗରିକଙ୍କ ବିକ୍ଷୋଭ
ନୀଳଗିରି: ବାଲେଶ୍ୱର ଜିଲ୍ଲା ଅଧୀନ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ବରିଷ୍ଠ ନାଗରିକ ମାନେ କରୋନା ଟୀକାରୁ ବଂଚିତ ହୋଇଥିବା ଅଭିଯୋଗ ଆସିଛି । ଏମାନେ ପ୍ରଥମ ପର୍ୟ୍ୟାୟ ଟୀକା ନେଇ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ଦ୍ୱିତୀୟ ଟୀକା ଦିଆ ଯାଉନି । ବାର୍ଦ୍ଧକ୍ୟ ଅବସ୍ଥା ସତ୍ୱେ!-->…
Read More...
Read More...