Browsing Category

ରାଜ୍ୟ

କେନ୍ଦ୍ରାପଡାକୁ ଫେରିଲେଣି ୩୫୦୦ ପ୍ରବାସୀ : ୩୩୭ ପଜିଟିଭ୍

କେନ୍ଦ୍ରାପଡ଼ା: ଜିଲ୍ଲାର କେନ୍ଦ୍ରାପଡା ସମେତ ଡେରାବିଶ, ରାଜନଗର ଏହି ୩ଟି ବ୍ଲକରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୫୦ଭାଗ ରହୁଥିବାରୁ ପ୍ରଶାସନ ପାଇଁ ଉଦ୍ ବେଗର କାରଣ ହୋଇଛି । ବିଶେଷ କରି ଡେରାବିଶ ବ୍ଲକର ସୋରିଶିଆ ଗ୍ରାମରେ ଗୋଷ୍ଠୀ ସଂକ୍ରମଣ ଦେଖା ଦେଇଥିବାରୁ ସେହି ଗ୍ରାମକୁ ଅବରୋଧ ଅଂଚଳ
Read More...

ସୁର ରାଉତରାୟଙ୍କ ସଂଗୀତ ଆଲବମ ଉନ୍ମୋଚିତ

ଭୁବନେଶ୍ୱର: ଅଳଙ୍କାର ମ୍ୟୁଜିକର ଚତୁର୍ଥ ନିବେଦନ “ଜାଣିଛି ଜୀବନେ ଆସିବୁନି କେବେ” ସଂଗୀତ ଆଜି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଜୟଦେବ ଭବନ ସମ୍ମୁଖରେ ଉଦ୍‌ଘାଟନ କରିଛନ୍ତି । ଏହି ଗୀତର ଗୀତିକାର ପ୍ରକାଶ ମିଶ୍ର, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱଜିତ୍ ସ୍ୱାଇଁ ଏବଂ
Read More...

ରେଳ ବିଭାଗ ଷ୍ଟାଫ କ୍ୱାଟର ନିର୍ମାଣରେ ଶତାଧିକ କୋଲକତା ଫେରନ୍ତା

ଭଦ୍ରକ: ଜିଲାରେ କୋଭିଡ ସ୍ଥିତି ଯେତିକି ଉଦବେଗଜନକ ହେଉଛି, ପ୍ରଶାସନର ଢ଼ିଲାପଣ ସେତିକି ଦେଖିବାକୁ ମିଳୁଛି । ପୁଲିସ ଓ ପ୍ରଶାସନ ପକ୍ଷରୁ ଏନଫୋର୍ସମ କୁ କଡାକଡି କରାଯାଇଛି ବୋଲି କୁହାଯାଉଥିଲେ ମଧ୍ୟ ଚାରି ଆଡ଼େ ଖୋଲା ଆଉ ମେଲା । କୌଣସି କାମ ନଥାଇ ମଧ୍ୟ ଶହଶହ ଅମାନିଆ ବାଇକ ଧରି
Read More...

ଦୁର୍ଘଟଣାରେ ଆହତ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୀଳଗିରି: ଦୁର୍ଘଟଣାରେ ଆହତ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ବାଲେଶ୍ବର ଜିଲ୍ଲା ସେରଗଡ଼ ଓ ଉଦଳା ରାଜ୍ୟ ରାଜପଥର ପୁଡ଼ାଶୁଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମାଲିଆଣି ପଟୁ ଆସୁଥିବା ଏକ ଟ୍ରାକ୍ଟର ସହିତ ପ୍ରତାପଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ମନ୍ତ୍ରୀ
Read More...

ରାଜ୍ୟରେ ଆଖି ବୁଜିଲେ ୨୧

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ୧୪ଟି ଜିଲ୍ଳାରୁ ଆସିଛି ଏହି ମୃତ୍ୟୁ ଖବର । ମୃତକଙ୍କ ମଧ୍ୟରେ ୭ଜଣ ମହିଳା ଅଛନ୍ତି । ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି ପାଇଛି । ଏହି ୨୧ ମୃତକଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାରୁ
Read More...

କୋଭିଡ୍ ଯୋଦ୍ଧା ସାମ୍ବାଦିକଙ୍କୁ ଟିକା

ଖୋର୍ଦ୍ଧା: କୋଭିଡ୍ ଯୋଦ୍ଧାରେ ସାମିଲ ହୋଇଥିବା ସାମ୍ବାଦିକଙ୍କ ଲାଗି ଖୋର୍ଦ୍ଧାରେ ଶୁକ୍ରବାର ଦିନ ଟିକାକରଣ କରାଯାଇଛି । ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଟିକାଦାନ କେନ୍ଦ୍ର ନିକଟରେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠରେ ଏଥିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଜିଲ୍ଲାର
Read More...

ଗୋଟିଏ ରାତିରେ ୨୩ ଛେଳି ଚୋରି

ନିଆଳୀ- : ନିଆଳୀ ଥାନା ଅନ୍ତର୍ଗତ ଏକବେରୁଆଁ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୨୩ଟି ଛେଳି ଚୋରୀ ହୋଇଛି । ଦୀର୍ଘ ଦିନଧରି ନିଆଳୀ ଥାନା ଅଞ୍ଚଳରେ ଛେଳି ଓ ମେଣ୍ଢା ଚୋରୀ ହେଉଥିବାବେଳେ ଲକଡାଉନ ସମୟରେ ଗୋଟିଏ ରାତିରେ ଗତକାଲି ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୨୩ଟି ଛେଳି ଚୋରୀ ହୋଇଛି ।
Read More...

ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏସଓପି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଟ୍ରେନ୍ ଯୋଗେ ଯାତ୍ରୀମାନଙ୍କ ଚଳାଚଳ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (ଏସଓପି) ଜାରି କରିଛି । ଏଣିକି ୱେଟିଂ ଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ଏବଂ ଷ୍ଟେସନରେ ପ୍ରବେଶ କରିବାକୁ
Read More...

‘ଓଡିଶା କ୍ଷୁଦ୍ରଶିଳ୍ପ ନିଗମ’ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ବର: ମହାମାରୀ କରୋନା କାଳରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିନାତୃତ୍ବ ଓ ସାଧାରଣ କୋଭିଡ୍‌ ପରିଚାଳନାରେ ସମଗ୍ର ଦେଶ ତାଙ୍କୁ ସମ୍ମାନ ଜଣାଇଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ‘ଓଡିଶା କ୍ଷୁଦ୍ରଶିଳ୍ପ ନିଗମ’
Read More...

ଓଡ଼ିଶାରେ ପହଞ୍ଚିଲା ଆଉ 1 ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା କିଣାଯାଇଥିବା ଆଉ 1 ଲକ୍ଷ କୋଭିସିଲ୍ଡ ଟିକା ଶନିବାର ଭୁବନେଶ୍ବରରେ ପହଞ୍ଚିଛି । ଏହା ଏକ ସ୍ବତନ୍ତ୍ର କାର୍ଗୋ ବିମାନ ଯୋଗେ ଆଜି ଅପରାହ୍ନରେ ପହଞ୍ଚିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଏହି ଟିକା
Read More...