Browsing Category

ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କୃଷି ଶିଳ୍ପ ନିଗମର ୨୦ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର: କୋଭିଡ୍ ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପଦକ୍ଷେପକୁ ସାରା ବିଶ୍ୱ ଆଜି ପ୍ରଶଂସା କରୁଛି । ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ହେଉ କିମ୍ବା ଓଡ଼ିଶାରେ କୋଭିଡ୍ ପରିଚାଳନା ହେଉ, ସବୁଥିରେ ଓଡ଼ିଶା ଆଜି ଭାରତବର୍ଷ ପାଇଁ ପଥ ପ୍ରଦର୍ଶକ ସାଜିଛି ।
Read More...

ମାସ୍କ ନପିନ୍ଧିବା ଯୋଗୁୁଁ ୩୯୩ଜଣ ଦଣ୍ଡିତ

କଟକ: କଟକରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ୍-୧୯ ଗାଇଡ୍ଲାଇନ୍ ଉଲ୍ଲଂଘନ ଅନୁଯାୟୀ ୩୯୩ ଜଣଙ୍କ ଠାରୁ ମାସ୍କ ନପିନ୍ଧିବା ପାଇଁ ଜୋରିମାନା ଆଦାୟ କରାଯାଇଛି । ସେହିପରି ୫୬୬ ଜଣ ସାମାଜିକ ଦୂରତା ନରଖିବା ବ୍ୟକ୍ତିଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରାଯାଇଛି ବୋଲି କଟକ ଡିସିପି ଅଫିସ୍ରୁ ଟୁଇଟ୍
Read More...

ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ୨ମାସର ଅତିରିକ୍ତ ଚାଉଳ

ଭୁବନେଶ୍ୱର: କୋଭିଡ଼ ର ଦ୍ୱିତୀୟ ଲହର ଜନିତ ପରିସ୍ଥିତି କୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମଇ ମାସରୁ ଅତିରିକ୍ତ ପାଂଚ କେଜି ଚାଉଳ ମାଗଣାରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି । ମଇ ଓ ଜୁନ ଦୁଇ ମାସ ପାଇଁ
Read More...

ଭିଡ଼ ହଟାଇବାକୁ ଯାଇ ମାଡ଼ ଖାଇଲେ ପୋଲିସ୍‌

ଉଦଳା: ମହାମାରୀ କରୋନାକୁ ନେଇ ସାରା ବିଶ୍ବ ପିନ୍ତାରେ ପଡ଼ିଥିବା ବେଳେ ବିଭିନ୍ନ କଟକଣା, ଲକ୍‌ଡାଉନ୍‌, ସଟ୍‌ଡାଉନ କରି ଲୋକମାନଙ୍କୁ ସତର୍କ ରହିବାକୁ ସରକାର ଅନୁରୋଧ କରୁଛନ୍ତି । ଇତି ମଧ୍ମୟରେ ୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଧୀନସ୍ତ ଦେବାନବାହାଳି ଗାଁରେ ଚଇତି ପର୍ବ ପାଳନ କରିବାରେ
Read More...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳ ବୈଶାଖୀଜନିତ ବର୍ଷା ସମ୍ଭବନା ହରିଛି। ଏନେଇ ଭୁବନେଶ୍ବରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ମୁତାବକ, ରାଜ୍ୟର କିଛି ଜିଲାରେ ରବିବାର ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହୋଇପାରେ।
Read More...

ଲକଡାଉନରେ ଟିକା ଓ ଟେଷ୍ଟିଂକୁ ଅନୁମତି

ଭୁବନେଶ୍ୱର: କରୋନାର ଦୃତ ସଂକ୍ରମଣରେ ରୋକ ଲଗାଇବାକୁ ରାଜ୍ୟରେ ଲକଡାଉନ ଘୋଷଣା ହୋଇଥିବା ବେଳେ ଏହି ସମୟରେ ଟିକା ଓ ଟେଷ୍ଟିଂକୁ ଅନୁମତି ପ୍ରଦାନ କରାଯାଇଛି । ମେ ୫ରୁ ୧୯ ତାରିଖ ମଧ୍ୟରେ ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ଯାଇପାରିବେ, ଏଥିରେ କୌଣସି କଟକଣା ରହିବ
Read More...

ସାମ୍ବାଦିକଙ୍କୁ ସମ୍ମୁଖ ​‌କରୋନା ଯୋଦ୍ଧା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ଵର: କରୋନା ଭଳି ମହାମାରୀ ସମୟରେ ସାମ୍ବାଦିକମାନେ କର୍ତ୍ତବ୍ୟ ନିଷ୍ଠ ହୋଇ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି। କରୋନା ସମ୍ପର୍କିତ ତଥ୍ୟ ଓ ଖବର ଲୋକଙ୍କ ନିକଟରେ ପହଞ୍ଚାଇବାଠାରୁ ଆରମ୍ଭ କରି ଜନସଚେତନତା ସୃଷ୍ଟି ଦିଗରେ ସେମାନଙ୍କ ଉଦ୍ୟମ ଅତୁଳନୀୟ। ଏହି ପରିପ୍ରେକ୍ଷୀରେ ଓଡ଼ିଶା
Read More...

ବିଏମ୍‌ସି ପକ୍ଷରୁ ନିର୍ଦ୍ଧାରଣ ହେଲା ଟିକାକରଣ ସମୟ

ଭୁବନେଶ୍ୱର: ବରିଷ୍ଠ ନାଗରୀକ ଓ ସମ୍ମୁଖ ଯୋର୍ଦ୍ଧା ସମେତ ୪୫ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଟିକାକରଣ ଚାଲିଛି। ରାଜ୍ୟରେ ଦ୍ବିତୀୟ ଡୋଜ୍‌ ଟିକା ନେବାକୁ ଥିବା ଏହି ବର୍ଗର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶନାମା
Read More...

ଆଜି କରୋନାରେ ଚାଲିଗଲା ୧୧ ଜୀବନ

ରାଜ୍ୟରେ ଆଜି ୧୧ ଜଣ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୫୪କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ସର୍ବାଧିକ ୪ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୨ ଏବଂ ବୌଦ୍ଧ, କଳାହାଣ୍ଡି, କୋରାପୁଟ, ପୁରୀ ଓ
Read More...

ବିଷାକ୍ତ ଲସି ପିଇ ୧୦୦ରୁ ଅଧିକ ଅସୁସ୍ଥ

ମାଲକାନଗିରି : ବିଷାକ୍ତ ଲସି ପିଇ ୧୦୦ ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲାରେ। ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ କୁର୍ତ୍ତୀ ଗାଁ ରେ ଗତ କାଲି ସାପ୍ତାହିକ ହାଟ ବସି ଥିଲା । ଆଉ ହାଟର ଏକ ଲସି ଦୋକାନ ରୁ ଅନେକ
Read More...