Browsing Category

ରାଜ୍ୟ

ନବରଙ୍ଗପୁର ବଢି ଚାଲିଛି କରୋନା ସଂକ୍ରମଣ : ସ୍ଥିତି ଅସମ୍ଭାଳ

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣକୁ ନେଇ ପ୍ରଶାସନ ପକ୍ଷରୁ ଅନେକ ସଚେତନ କରାଯାଉଛି,ତଥାପି ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବ୍ୟାପିବାରେ ଲାଗିଛି ।ପରିସ୍ଥିତି ଅସମ୍ଭାଳ ହେଲାଣି । କିନ୍ତୁ ସାଧାରଣ ଜନତା ଙ୍କ ଉପରେ ତାହାର କୈାଣସି ପ୍ରଭାବ ଦେଖାଯାଉନାହିଁ ।ନବରଙ୍ଗପୁର…
Read More...

ଆସନ୍ତା 24 ଘଣ୍ଟାରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, 23 ଜିଲାକୁ ସତର୍କ ସୂଚନା

ଭୁବନେଶ୍ବର: ଆସନ୍ତା 24 ଘଣ୍ଟାରେ ବଜ୍ରପାତ ସହିତ ଝଡ଼ ବର୍ଷା ହେବା ନେଇ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ । ପବନର ବେଗ 30ରୁ 40 କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିବେ ବେଳେ ରାଜ୍ୟର 23 ଜିଲ୍ଲାକୁ ଏହା ସତର୍କ ରହିବାକୁ ସୂଚନା ଦେଇଛି । ସେହି 23 ଜିଲ୍ଲା ମଧ୍ୟରେ…
Read More...

ମହିଳାଙ୍କୁ ପୋଡ଼ି ହତ୍ୟା ଅଭିଯୋଗ; ସ୍ବାମୀ ଓ ନଣଦ ଅଟକ

କଟକ : ଶାଶୁ ଘରେ ନିଆଁରେ ପୋଡ଼ି ହୋଇ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଏହି ଘଟଣା କଟକ ଜିଲ୍ଲା ମାଲଗୋଦାମ ଥାନା ଅଧୀନସ୍ତ ଅଠସାହିରେ ଘଟିଥିବା ବେଳେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ନାମ ରୀନା ପ୍ରଧାନ । ରୀନାଙ୍କୁ ତାଙ୍କ ଶ୍ବଶୁର ଘର…
Read More...

ଦିନକରେ ୮୨୧୬ ପଜିଟିଭ, ୧୫ ମୃତ

ଭୁବନେଶ୍ୱର: ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୮୨୧୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଗୋଟିଏ ଦିନରେ ୧୫ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧାରେ ଦିନକ ମଧ୍ୟରେ ସର୍ବାଧିକ ୧୨୭୧ ଆକ୍ରାନ୍ତ ହୋଇଥିବା ବେଳେ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ୫ ଜଣ ପ୍ରାଣ…
Read More...

୫ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ୪ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭବନା ରହିଛି । ଆଜି ସକାଳୁ ଟ୍ୱିଟ ସିଟିରେ ପାଗ କୋହଲା ହେବା କଟକରେ ଅଳ୍ପ ପରିମାଣରେ ବର୍ଷା ହୋଇଛି । କାଳବୈଶାଖୀ ବର୍ଷା କାରଣରୁ ପାରଦ ହ୍ରାସ ପାଇଛି । ଆସନ୍ତାକାଲି ରାଜ୍ୟରେ ୧୮ ଜିଲ୍ଳାରେ କଳାବୈଶାଖୀ…
Read More...

ସ୍କୁଲ ମିଶ୍ରଣ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ

ଭୁବନେଶ୍ୱର: କମ ଛାତ୍ର ଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରିବା ପ୍ରସଙ୍ଗରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ପୂର୍ବରୁ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ୨୦ରୁ କମ ଛାତ୍ର ଥିବା ସ୍କୁଲକୁ…
Read More...

ମେ 5 ରୁ 31 ଯାଏ ଗ୍ରୀଷ୍ମଛୁଟି ଘୋଷଣା କଲେ ସରକାର: ଅନଲାଇନ୍‌ କ୍ଲାସ୍‌ କି ପରୀକ୍ଷା କରାଯିବ ନାହିଁ

ଭୁବନେଶ୍ବର: ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଗ୍ରାଷ୍ମଛୁଟି ଘୋଷଣା କରାଯାଇଛି । ମେ’ 5 ତାରିଖ ଠାରୁ 31 ତାରିଖ ଯାଏ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି ସରକାର । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।…
Read More...

ଉବେର ପକ୍ଷରୁ ଡ୍ରାଇଭରଙ୍କ ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ୧୮.୫ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଘୋଷଣା

ଭୁବନେଶ୍ୱର: ଉବର୍ ପକ୍ଷରୁ ଆସନ୍ତା ୬ ମାସମଧ୍ୟରେ ଏହାର ପ୍ଲାଟଫର୍ମରେ ୧୫୦,୦୦୦ ଡ୍ରାଇଭର୍‌ଙ୍କ ଟୀକାକରଣକରିବା ପାଇଁ ୧୮.୫ କୋଟିଟଙ୍କା (୨.୫ ମିଲିୟନ ଡଲାର)ର ଏକ ଅଭିଯାନ ଘୋଷଣା କରାଯାଇଛି, ଏହା ମାଧ୍ୟମରେ କମ୍ପାନୀ କୋଭିଡ୍‌-୧୯ ମହାମାରୀର ୨ୟ ଲହର ବିରୋଧରେ ଭାରତର ଲଢେଇରେ ସହଯୋଗ…
Read More...

ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ୫ ହଜାର ୧୨୫ ଟନ୍ ଅମ୍ଳଜାନ ଯୋଗାଣ

ଭୁବନେଶ୍ୱର: ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ୍‌ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୨୮୧ଟି ଟ୍ୟାଙ୍କର ୍‌ଯୋଗେ ୫୧୨୫.୪୧୨ ଟନ୍‌ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ…
Read More...

ପରିବାର ଲୋକଙ୍କ କଥା ସହି ନପାରି ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ

ଅନୁଗୋଳ: ମହାମାରୀ କରୋନା କାଳରେ ଲୋକମାନଙ୍କୁ ସଚେତନ ରହିବା ସହିତ ଆକ୍ରନ୍ତଙ୍କୁ ହତୋତ୍ସାହିତ ନକରିବାକୁ ପରିବାର ଲୋକଙ୍କୁ ବିଶେଷଜ୍ଞମାନେ ପରାମର୍ଷ ଦେଉଛନ୍ତି । ହେଲେ ଏଥି ମଧ୍ୟରେ ଅନୁଗୋଳ ଜିଲ୍ଲାରୁ ଏକ ଅମାନବିକ ଘଟଣା ନଜରକୁ ଆସିଛି । ଗୋଟିଏ ପରିବାରର ଜଣେ କରୋନାରେ ଆକ୍ରାନ୍ତ…
Read More...