Browsing Category

ରାଜ୍ୟ

ପୁଣି ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇ ବିପଜ୍ଜନକ ସ୍ଥିତିରେ ପହଞ୍ଚିଲାଣି । ଏହାକୁ ନେଇ ପିପିଲି ଉପନିର୍ବାଚନ କିପରି ହେବ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା । ଆସନ୍ତା 16 ତରିଖରେ ପିପିଲି ଉପନିର୍ବାଚନ କରାଯିବାକୁ ସ୍ଥିର ହୋଇସାରିଥିଲା । ହେଲେ…
Read More...

ହନିମୁନ୍‌ରୁ ଫେରି ଜୋଇରେ ଜଳିଲେ ନବଦମ୍ପତ୍ତି

ନୟାଗଡ଼: ନୂଆ କରି ବିବାହ କରିଥିଲେ, ଦୁହେଁ ମିଶି କେତେ କ’ଣ ସ୍ବପ୍ନ ବି ଦେଖିଥିଲେ । ଜଣେ ଅନ୍ୟ ଜଣକୁ ଭଲସେ ପରଖିବା ଆଗରୁ ସବୁକିଛି ଶେଷ କରିଦେଲା ମହାମାରୀ କରୋନା । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥି ହେବାକୁ ଯିଏ କଥା ଦେଇଥିଲା, ଅଧା ରାସ୍ତାକରୁ ତାକୁ ଛଡ଼ାଇନେଲା କାଳ…
Read More...

ଏସିସିବି କୋଭିଡ୍ ହସ୍ପିଟାଲ୍‌ରେ ଶଯ୍ୟା ଅଭାବ

କଟକ:: କଟକ ସହରରେ ମହାମାରୀ ସଂକ୍ରାନ୍ତଙ୍କ ସଂଖ୍ୟା ଦୈନଦିନ ବଢିଚାଲିଥିଲା ବେଳେ କଟକ ବଡ ଡାକ୍ତରଖାନା (ଏସ୍‌ସିବି)ର କୋଭିଡ୍ ହସ୍ପିଟାଲ୍‌ରେ ଶଯ୍ୟା ଅଭାବ ସୃଷ୍ଟି ହୋଇଛି । ଗତ ୫/୬ ଦିନ ହେବ ଆଇସିୟୁ ଭର୍ତି ଥିବାବେଳେ ବେଡ୍ ଅଭାବରୁ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି । ପ୍ରାୟ…
Read More...

ରାଜ୍ୟରେ ଆଉ ୮୯୧୪ ପଜିଟିଭ୍ : ୫ମୃତ

ଭୁବନେଶ୍ୱର: ରାଜ୍ୟରେ ଆଜି ଦିନକରେ ୮୯୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୫୦୮୧ ଜଣ ସ୍ଥାନୀୟ ସଂକ୍ରମିତ ଓ ୩୮୩୩ ଜଣ ସଙ୍ଗରୋଧରୁ ଚିହ୍ନଟହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୮ ଚିହ୍ନଟ ହୋଇଥିଲା ବେଳେ ଅନୁଗୁଳରୁ ୩୩୧, ବାଲେଶ୍ୱରରୁ ୧୭୯, ବରଗଡରୁ…
Read More...

ରାଜ୍ୟରେ ୧୮ରୁ ୪୪ ବୟସ୍କଙ୍କୁ ଟିକାକରଣ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ତୃତୀୟ ପର୍ଯ୍ୟାୟ ତଥା ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ନାଗରିକଙ୍କୁ ମାଗଣା କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ଆଜି ସକାଳୁ କ୍ୟାପିଟାଲ୍ ହସ୍ପିଟାଲ୍ ସମେତ ରାଜଧାନୀ ଭୁବନେଶ୍ୱରରେ ଥିବା…
Read More...

ବଜ୍ରପାତ ପାଇଁ ୮ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଅନୁଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପ୍ରାୟ ସ୍ଥାନରେ ସର୍ବାଧିକ ତାପମାତ୍ରା ଖସିବ । ତେବେ ୨୪ ଘଂଟା ମଧ୍ୟରେ କାଳବୈଶାଖୀ ପ୍ରଭାବ ଅଧିକ ଅନୁଭୂତ ହେବାର ସମ୍ଭାବନା ରହିଛି । ଏଭଳି ଆକଳନ କରିଛି ଭୁବନେଶ୍ୱର…
Read More...

ଧଳାଜହର ମାୟାରେ ଭଦ୍ରକର ଯୁବପିଢି

ଭଦ୍ରକ: ଭଦ୍ରକରେ ଧଳାଜହର ରୂପୀ ବ୍ରାଉନସୁଗାର ଯୁବଗୋଷ୍ଠୀକୁ ଏଭଳି ବିପଦଗାମୀ କରିଛି ଯେ ଜଣେ ୧୮/୧୯ ବର୍ଷର ଯୁବକ ଏହାର ଜାଲରେ ପଡି ଘରେ ଗଣ୍ଡଗୋଳ କରିବାରୁ ତାର ପିତା ପୁତ୍ରର ବେକ କାଟିବାକୁ ପଛାଇନଥିଲେ । ତେବେ ଏଭଳି ଅଭାବନୀୟ ଘଟଣା ବର୍ତ୍ତମାନର କରୋନା ସମୟର ସଟଡାଉନବେଳେ ଚର୍ଚ୍ଚାର…
Read More...

ନାବାଳିକାକୁ ଗଣଦୁଷ୍କର୍ମ : ୩ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଜଣେ ନାବାଳିକା ବାହାଘର ଦେଖି ଫେରିବାବେଳେ ତାକୁ ବାଇକରେ ଅପହରଣ କରି ତା ସହିତ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗରେ ଫିରିଙ୍ଗିଆ ଥାନା ପୋଲିସ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗତ ୨୮/୦୪/୨୦୨୧ ତାରିଖରେ…
Read More...

ପ୍ରବାସୀ ଶ୍ରମିକଙ୍କ ସ୍ୱାର୍ଥରକ୍ଷା ଦାବି

ଭୁବନେଶ୍ୱର: ବିଶ୍ୱ ଶ୍ରମିକ ଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସଭାପତି ଶ୍ରୀ ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗୁଗୁଲ୍ ମିଟ୍ ମାଧ୍ୟମରେ ଏକ ୱେବିନାର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆମ ରାଜ୍ୟ ଏବଂ ରାଜ୍ୟ ବାହାରର ତିରିଶରୁ ଅଧିକ ବ୍ୟକ୍ତି…
Read More...

ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । 1987 ବ୍ୟାଚର ଏହି ଆଇଏଫ୍‌ଏସ୍‌ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ରାଜ୍ୟ ସରକାର କରିଥିବା ସୁପାରିସ୍‌ ଉପରେ…
Read More...