କରୋନାରେ CRPF ଡିଆଇଜି ସୁନିଲ୍ କୁମାର ପାର୍ଥଙ୍କ ମୃତ୍ୟୁ
ଭୁବନେଶ୍ବର: ମହାମାରୀ କରୋନାରେ
ଆକ୍ରାନ୍ତ ହୋଇ CRPF ଡିଆଇଜି ସୁନୀଲ୍ କୁମାର ପାର୍ଥଙ୍କର ମୃତ୍ୟୁ ହୋଇଛି । ସେ ଭୁବନେଶ୍ବର CRPF
ଗୃପ୍ ସେଣ୍ଟରର ଡିଆଇଜି ଥିଲେ । କିଛି ଦିନ ତଳେ ସୁନୀଲ୍ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରରେ
ଏକ ଘରୋଇ ମେଡିକାଲ୍ରେ ଚିକିତ୍ସାଧୀନ ଥିଲେ ।!-->!-->!-->…
Read More...
Read More...