Browsing Category

ରାଜ୍ୟ

କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଟିକାକରଣ

ଯାଜପୁର : ମାନ୍ୟବର ମୁଖ୍ୟମନ୍ତ୍ରୀ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କରୋନା ଯୋଦ୍ଧା ଭାବେ ମାନ୍ୟତା ଦେବା ସହ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ଥିବା ପ୍ରତିନିଧି ମାନଙ୍କୁ ଅଗ୍ରାଧିକାର ଭିତିରେ କୋଭିଡ ଟୀକାକରଣ ପାଇଁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସେହି ଆଧାରରେ
Read More...

ଭୋଜିଭାତ କରି ଗଣିଲେ ୧୦ ହଜାର ତଣ୍ଡ

ଭଦ୍ରକ; ଲକଡାଉନ୍ ସମୟରେ ଗାଁରେ ଭୋଜିଭାଜ କରି ଲୋକଙ୍କୁ ବସାଇ ଏକାଠି ଖୁଆଇବା ମହଙ୍ଗା ପଡିଛି ଜଣେ ପରିବାରକୁ । ଘଟଣାସ୍ଥଳରେ ପୁଲିସ୍ ପହ ô କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରିଛି । ଘଟଣାଟି ଏହି ଜିଲାର ଚାନ୍ଦବାଲି ଥାନା ଅଧୀନସ୍ଥ ସିଙ୍ଗିଟି ଗ୍ରାମରେ
Read More...

ଦ୍ୱିତୀୟ ଡୋଜ୍ ଟିକାକରଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଯେଉଁମାନେ ୨ୟ ଡୋଜ୍ ଅପେକ୍ଷାରେ ଅଛନ୍ତି, ସେମାନଙ୍କୁ ପ୍ରଥମେ ଦିଆଯିବ । ସେମାନଙ୍କ ଛଡ଼ା କୌଣସି ନୂଆ ଲୋକଙ୍କୁ ପ୍ରଥମ ଡୋଜ୍ ଏବେ ଦିଆଯିବନି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ
Read More...

ବରଗଡରେ ମଲ୍ଟି ସ୍ପେସାଲିଷ୍ଟ ହସପିଟାଲର ଶୁଭାରମ୍ଭ

ବରଗଡ: ପଶ୍ଚିମ ଓଡିଶାର କୋଭିଡ-୧୯ ଦ୍ୱିତୀୟ ଲହରୀର ମୁକାବିଲା କରିବା ପାଇଁ ବରଗଡର ବିକାଶ ମଲ୍ଟି ସ୍ପେସାଲିଷ୍ଟ ହସପିଟାଲରେ ୧୦୦ଟି ଭେଂଟିଲେଟର ସହ ଆଇସିୟୁ ବେଡର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହମାରୀର ମୁକାବିଲା ପାଇଁ ବରଗଡର ମଲ୍ଟି ସ୍ପେସାଲିଷ୍ଟ
Read More...

ରାଜଧାନୀରେ ହେବ ଟିକା ଉତ୍ପାଦନ କେନ୍ଦ୍ର; ଏଥିରେ କୋଭାକ୍ସିନ୍‌ ସମେତ ୧୦ ପ୍ରକାରର ରୋଗ ପାଇଁ ଟିକା ପ୍ରସ୍ତୁତ କରାଯିବ

ଭୁବନେଶ୍ବର: ରାଜ୍ୟ ପାଇଁ ଏକ ଖୁସି ଖବର ।ରାଜଧାନୀରେ ନିର୍ମାଣ ହେବ ଟିକା ଉତ୍ପାଦନ ୟୁନିଟ୍‌ । ଏହାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭର୍ଚୁଆଲ୍‌ ମୋଡରେ ଆରମ୍ଭ କରିଛନ୍ତି । ଏଥିରେ ୧୫ କୋଟି ଟଙ୍କା ବିନିଯୋଗ ହେବ ବୋଲି ଜଣାପଡିଛି । ଏନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ
Read More...

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଜେପି ନେତା ପ୍ରଦୀପ୍ତ ନାଏକ କରୋନା ସଂକ୍ରମିତ ହୋଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଗୁରୁବାର ମୁଖ୍ୟମସ୍ତ୍ରୀ ନବୀନ ପଟ୍ଟନାୟକ ତପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା
Read More...

କରୋନାରେ CRPF ଡିଆଇଜି ସୁନିଲ୍‌ କୁମାର ପାର୍ଥଙ୍କ ମୃତ୍ୟୁ

ଭୁବନେଶ୍ବର: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ CRPF ଡିଆଇଜି ସୁନୀଲ୍‌ କୁମାର ପାର୍ଥଙ୍କର ମୃତ୍ୟୁ ହୋଇଛି । ସେ ଭୁବନେଶ୍ବର CRPF ଗୃପ୍‌ ସେଣ୍ଟରର ଡିଆଇଜି ଥିଲେ । କିଛି ଦିନ ତଳେ ସୁନୀଲ୍‌ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରରେ ଏକ ଘରୋଇ ମେଡିକାଲ୍‌ରେ ଚିକିତ୍ସାଧୀନ ଥିଲେ ।
Read More...

ଆଗ ଧାଡ଼ିର ଯୋଦ୍ଧାଙ୍କ ଜୀବନ ନେଲା କରୋନା

ବଲାଙ୍ଗୀର: ଆଗଧାଡ଼ିର ଯୋଦ୍ଧା ସାଜି ଲଢୁଥିବା ଆଉ ଜଣେ ଯୋଦ୍ଧାଙ୍କର ଆଜି ଜୀବନ ନେଇଛି ମହାମାରୀ କରୋନା । ବଲାଙ୍ଗୀର ଜିଲ୍ଲା ଚୂଡ଼ାପାଲି ହସ୍ପିଟାଲ୍‌ରେ ଫାର୍ମାଶିଷ୍ଟ ଭାବରେ କାର୍ଯ୍ୟରତ ଜଣେ ଷ୍ଟାଫ୍‌ଙ୍କର ଆଜି ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଦିବାକର ପରିଡ଼ା । ଗତ ଏକ ସପ୍ତାହ ତଳେ
Read More...

ଖୋର୍ଦ୍ଧାରେ ବଢୁଛି ସଂକ୍ରମଣ, ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିଲା ବେଳେ ଆଜି ଦୈନିକ କରୋନା ସଂକ୍ରମଣ ୧୦ ହଜାର ମୁହାଁ । ଗତ ୨୪ ଘଂଟା ଭିତରେ ରାଜ୍ୟରେ ୯୮୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୫୬୧୧ଜଣ ସଙ୍ଗରୋଧରୁ ଓ ୪୨୭୮ ଜଣ
Read More...

ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିୟନ ପକ୍ଷରୁ କର୍ମଚାରୀମାନଙ୍କୁ କୋଭିଡ଼ ଯୋଦ୍ଧା ଘୋଷଣା ଦାବି

ବାରିପଦା: ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିୟନ ପକ୍ଷରୁ କର୍ମଚାରୀମାନଙ୍କୁ କୋଭିଡ଼ ଯୁଦ୍ଧା ଘୋଷଣା ପାଇଁ ଦାବୀ ହୋଇଛି । ଏଥି ସହିତ ମୁତ୍ୟୁକାଳୀନ ପୁନଃଥଇଥାନ ଓ ପୁନର୍ବାସ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିୟନର
Read More...