Browsing Category

ରାଜ୍ୟ

ଦୁର୍ଘଟଣାରେ ଆହତ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୀଳଗିରି: ଦୁର୍ଘଟଣାରେ ଆହତ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ବାଲେଶ୍ବର ଜିଲ୍ଲା ସେରଗଡ଼ ଓ ଉଦଳା ରାଜ୍ୟ ରାଜପଥର ପୁଡ଼ାଶୁଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମାଲିଆଣି ପଟୁ ଆସୁଥିବା ଏକ ଟ୍ରାକ୍ଟର ସହିତ ପ୍ରତାପଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ମନ୍ତ୍ରୀ…
Read More...

ରାଜ୍ୟରେ ଆଖି ବୁଜିଲେ ୨୧

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ୧୪ଟି ଜିଲ୍ଳାରୁ ଆସିଛି ଏହି ମୃତ୍ୟୁ ଖବର । ମୃତକଙ୍କ ମଧ୍ୟରେ ୭ଜଣ ମହିଳା ଅଛନ୍ତି । ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି ପାଇଛି । ଏହି ୨୧ ମୃତକଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାରୁ…
Read More...

କୋଭିଡ୍ ଯୋଦ୍ଧା ସାମ୍ବାଦିକଙ୍କୁ ଟିକା

ଖୋର୍ଦ୍ଧା: କୋଭିଡ୍ ଯୋଦ୍ଧାରେ ସାମିଲ ହୋଇଥିବା ସାମ୍ବାଦିକଙ୍କ ଲାଗି ଖୋର୍ଦ୍ଧାରେ ଶୁକ୍ରବାର ଦିନ ଟିକାକରଣ କରାଯାଇଛି । ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଟିକାଦାନ କେନ୍ଦ୍ର ନିକଟରେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠରେ ଏଥିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ଜିଲ୍ଲାର…
Read More...

ଗୋଟିଏ ରାତିରେ ୨୩ ଛେଳି ଚୋରି

ନିଆଳୀ- : ନିଆଳୀ ଥାନା ଅନ୍ତର୍ଗତ ଏକବେରୁଆଁ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୨୩ଟି ଛେଳି ଚୋରୀ ହୋଇଛି । ଦୀର୍ଘ ଦିନଧରି ନିଆଳୀ ଥାନା ଅଞ୍ଚଳରେ ଛେଳି ଓ ମେଣ୍ଢା ଚୋରୀ ହେଉଥିବାବେଳେ ଲକଡାଉନ ସମୟରେ ଗୋଟିଏ ରାତିରେ ଗତକାଲି ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୨୩ଟି ଛେଳି ଚୋରୀ ହୋଇଛି ।…
Read More...

ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏସଓପି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଟ୍ରେନ୍ ଯୋଗେ ଯାତ୍ରୀମାନଙ୍କ ଚଳାଚଳ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (ଏସଓପି) ଜାରି କରିଛି । ଏଣିକି ୱେଟିଂ ଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ଏବଂ ଷ୍ଟେସନରେ ପ୍ରବେଶ କରିବାକୁ…
Read More...

‘ଓଡିଶା କ୍ଷୁଦ୍ରଶିଳ୍ପ ନିଗମ’ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ବର: ମହାମାରୀ କରୋନା କାଳରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିନାତୃତ୍ବ ଓ ସାଧାରଣ କୋଭିଡ୍‌ ପରିଚାଳନାରେ ସମଗ୍ର ଦେଶ ତାଙ୍କୁ ସମ୍ମାନ ଜଣାଇଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ‘ଓଡିଶା କ୍ଷୁଦ୍ରଶିଳ୍ପ ନିଗମ’…
Read More...

ଓଡ଼ିଶାରେ ପହଞ୍ଚିଲା ଆଉ 1 ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା କିଣାଯାଇଥିବା ଆଉ 1 ଲକ୍ଷ କୋଭିସିଲ୍ଡ ଟିକା ଶନିବାର ଭୁବନେଶ୍ବରରେ ପହଞ୍ଚିଛି । ଏହା ଏକ ସ୍ବତନ୍ତ୍ର କାର୍ଗୋ ବିମାନ ଯୋଗେ ଆଜି ଅପରାହ୍ନରେ ପହଞ୍ଚିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଏହି ଟିକା…
Read More...

କୋଭିଡ୍‌ ଡ୍ୟୁଟି ପାଇଁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ନୟାଗଡ଼: ବଲାଙ୍ଗୀରରେ କରୋନାର ସ୍ଥିତି ଅଣାୟତ ରହିଛି । ସେଠାକାର ସ୍ଥିତିକୁ ନଜରରେ ରଖି କୋଭିଡ୍‌ ଡ୍ୟୁଟି ପାଇଁ ଗତକାଲି କଟକ ଏସ୍‌ସିବିରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଏକ ବସ୍‌ ଯୋଗେ ସେଠାକୁ ପଠାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ବସ୍‌ଟି ନୟାଗଡ଼…
Read More...

କଡ଼ାକଡ଼ି ହେଲା ଚେକିଂ; ଏଥର ଆଉ ଆଇକାର୍ଡ଼ ଦେଖାଇ ବୁଲିପାରିବେନି ଅମାନିଆ

ଭୁବନେଶ୍ବର: କରୋନା ମହାମାରୀର ଏହି ଯୁଦ୍ଧକାଳୀନ ପରିସ୍ଥିରେ ଅଣାୟତ ହୋଇଥିବା ସଂକ୍ରମଣକୁ ଆୟତକୁ ଣିବାକୁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ହେଲେ ଏହି ଲକ୍‌ଡାଉନରେ ଆଇଡି କାର୍ଡ଼ ଦେଖାଇ ବାହାରେ ବୁଲିବାରେ ମାତିଛନ୍ତି କିଛି ଅମାନିଆ ଦଳ । ଏହାକୁ ନଜରରେ ରଖି ଶନିବାର…
Read More...

କରୋନାରେ ଆକ୍ରାନ୍ତ ହେଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର: ମହାମାରୀ କରୋନାର ଦ୍ବିତୀୟ ଲହର ଖାସକରି ରାଜନେତା ମାନଙ୍କୁ ଟାର୍ଗେଟ୍‌ କଲାଭଳି ଲାଗୁଛି । ଏଥିରେ ଏକାଧିକ ରାଜନେତା କରୋନା ଆକ୍ରାନ୍ତ ହୋଇଥିବା ବେଳେ, ଆଜି ଆଇନ୍‌ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କରୋନାରେ ଆକ୍ରାନ୍ତ ହୋଇଥିବା ଟୁଇଟ୍‌ କରି ନିଜେ ସୂଚନା ଦେଇଛନ୍ତି ।…
Read More...