Browsing Category

ରାଜ୍ୟ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ : ଉପକୂଳବର୍ତୀ ୧୫ଟି ଗ୍ରାମପଞ୍ଚାୟତରେ ପାନୀୟଜଳ ସଙ୍କଟ ଉତ୍କଟ

ଜଗତସିଂହପୁର: ପ୍ରଚଣ୍ଡ ଗ୍ରାଷ୍ମ ପ୍ରବାହ ଦ୍ୱାରା ଜଗତସିଂହପୁର ଜିଲ୍ଲାରେ ପାଇପ ଜଳ ଓ ପାନୀୟ ଜଳ ଅମଳ ଅମଳ ପ୍ରକଳ୍ପ ଦ୍ୱାରା ଯୋଗାଇ ଦେବାକୁ ଥିବା ଆମ୍ବଶାଳ ମେଘା ପ୍ରକଳ୍ପ ନିର୍ମାଣ ଧିର ମନ୍ଥର ଗତିରେ ଚାଲିଛି । ଗତ ତିନି ବର୍ଷ ତଳେ ରାଜ୍ୟ ମୁଖନ୍ତ୍ରୀଙ୍କ ଦ୍ୱାରା ସ୍ଥାନୀୟ ବିଧାୟକ
Read More...

ସପ୍ତାହାନ୍ତ ସଟଡାଉନ : ସବୁକିଛି ଠପ୍

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ରୋକ୍ ଲାଗଇବାକୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଆଜିଠାରୁ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁ ହୋଇଛି । ପ୍ରଶାସନର କଡା ଆଭିମୁଖ୍ୟ ଯୋଗୁଁ ସବୁ କିଛି ଠପ୍ ହୋଇଯାଇଛି । ସଟଡାଉନ ଯୋଗୁଁ ଦୋକାନ ବଜାର ବାଣିଜି୍ୟକ ପ୍ରତିଷ୍ଠାନ, ଜାନବାହାନ
Read More...

ପୋଲିସ୍‌ ଏସ୍‌.ଆଇ. ମୁରଲୀ ତାତିଙ୍କୁ ଅପହରଣ କରି ପ୍ରଜାକୋର୍ଟରେ ହତ୍ୟା କଲେ ନକ୍ସଲ୍‌

ମାଲକାନଗିରି: ଗର 21 ତାରିଖରେ ଅପହରଣ ହୋଇଥିବା ପୋଲିସ୍‌ ସବଇନ୍ସପେକ୍ଟର ମୁରଲୀ ତାତିଙ୍କୁ ଶେଷରେ ପ୍ରଜା କୋର୍ଟ ବସାଇ ମୃତ୍ୟୁ ଦଣ୍ଡ ଦେଲେ ନକ୍ସଲ୍‌ । ସେଦିନ ମୁରଲୀ ଗାଁ ନିକଟକୁ ଏକ ମେଳା ବୁଲିବାକୁ ଯାଉଥିବା ବେଳେ ନକ୍ସଲମାନେ ତାଙ୍କୁ ଅପହରଣ କରିନେଇଥିଲେ । ନକ୍ସଲଙ୍କ ଠାରୁ ତାଙ୍କୁ
Read More...

ମେ ୧୫ ପର୍ଯ୍ୟନ୍ତ ବନ୍ଦ ହେଲା ଜଗା ଦର୍ଶନ

ପୁରୀ: ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପୁଣି ପାଚେରୀ ହୋଇ ଛିଡା ହେଲାଣୀ କରୋନା । ମହାମାରୀ ପାଇଁ ଜଗା ଦର୍ଶନ ବନ୍ଦ ହେଲା । ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣ ଦର୍ଶନ ଉପରେ କଟକଣା ଲାଗିଛି । ସେବାୟତଙ୍କ
Read More...

ବିମାନ ଯୋଗେ ତେଲେଙ୍ଗାନାରୁ ଓଡ଼ିଶା ଆସିଲା ୯ଟି ଅମ୍ଳଜାନ ଟ୍ୟାଙ୍କର

ହାଇଦ୍ରାବାଦ: କରୋନା ସଂକ୍ରମଣ ଭିତରେ ଅମ୍ଳଜାନର ସଙ୍କଟ ସୃଷ୍ଟି ହୋଇଛି । ଏଭଳି ଏକ ସ୍ଥିତିରେ ଗୋଟିଏ ପରେ ଗୋଟିଏ ରାଜ୍ୟ ଓଡ଼ିଶାରୁ ଅମ୍ଳଜାନ ନେବାକୁ ନିବେଦନ କରିବାରେ ଲାଗିଛନ୍ତି। ଓଡ଼ିଶା ମଧ୍ୟ ଆବଶ୍ୟକ ଥିକା ରାଜ୍ୟଗୁଡ଼ିକୁ ଅମ୍ଳଜାନ ଯୋଗାଇ ଦେବା ଆରମ୍ଭ କରିଛି । ଏହିକ୍ରମରେ
Read More...

ମହାରାଷ୍ଟ୍ର, ଆନ୍ଧ୍ର ଓ ତେଲେଙ୍ଗାନାକୁ ଅମ୍ଲଜାନ୍ ଯୋଗାଇଲା ଓଡିଶା

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ରାଜ୍ୟ ଗୁଡିକରେ ଜୀବନ ରକ୍ଷାକାରୀ ଅକ୍ସିଜେନ୍ର ଅଭାବ ହା ହା କାର ପରିସ୍ଥିତି ସୃଷ୍ଟି କରିଥିଲା ବେଳେ ଆଜି ଓଡିଶାରୁ ମହାରାଷ୍ଟ୍ରର ପୁନେ, ଆନ୍ଧ୍ରରର ବିଶାଖାପାଟନା ଓ ତେଲେଙ୍ଗାନାକୁ ଅକ୍ସିଜେନ୍ ଯୋଗାଇ ଦିଆଯାଇଛି ।
Read More...

ଅମାନିଆଙ୍କୁ ୩, ୫୦୦ ଟଙ୍କା ଫାଇନ

ଭୁବନେଶ୍ୱର: ଓଡିଶାରେ ପୁନର୍ବାର ମହାମାରୀ କରୋନା ଧିରେଧିରେ କାୟା ବିସ୍ତାର କରି ଆଗକୁ ବଢୁଥିବାରୁ ସରକାର ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ କରିଛନ୍ତି ଏବଂ ଅମାନିଆଙ୍କ ଠାରୁ ଫାଇନ ଆଦାୟ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଏହି କ୍ରମରେ ଭୁବନ ଥାନା ତରଫରୁ ଆଜି ସଂଧ୍ୟାରେ ୫୩ ନମ୍ବର
Read More...

ସ୍ଥାନାନ୍ତର ହେବ ଭୁବନେଶ୍ୱରର ପ୍ରମୁଖ ହାଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ବଢ଼ୁଥିବାରୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମ୍ସି) ଭୁବନେଶ୍ୱରରେ ଥିବା ପ୍ରମୁଖ ହାଟ ଗୁଡ଼ିକୁ ସ୍ଥାନାନ୍ତର କରିବାକୁ ନିଷ୍ପତି ନେଇଛି । ସ୍ଥାନାନ୍ତର ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବ । ପ୍ରମୁଖ ହାଟ ଗୁଡ଼ିକ
Read More...

ଉତ୍କଳ ବିଶ୍ୱବିଦ୍ୟାଳୟରେ କରୋନା ସଚେତନତା ଅଭିଯାନ

ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏଟ୍ ୟୁନିଟ୍, ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ) ପକ୍ଷରୁ ବାଣୀବିହାର କ୍ୟାମ୍ପସ ମଧ୍ୟରେ ଏକ କରୋନା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ
Read More...

ଟୁଇନ୍ ସିଟି ସଟଡାଉନକୁ ନେଇ ପୋଲିସ କମିଶନରଙ୍କ ପ୍ରେସମିଟ

ଭୁବନେଶ୍ୱର: ଆସନ୍ତାକାଲିଠୁ ଟୁଇନ୍ ସିଟିରେ ଲାଗୁ ହେବାକୁ ଯାଉଛି ସଟଡାଉନ୍ । ଏନେଇ ଆଜି ଜନସାଧାରଣଙ୍କୁ ସତର୍କ କରାଇବା ସହିତ ନିୟମ ଅନୁପାଳନ କରିବାକୁ ପରାମର୍ଶ ଦେଇଛନ୍ତି ପୁଲିସ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ । ପାକାବନ୍ଦୀ କରି ପୁଲିସ ଅଫିସରମାନେ ଚେକିଂ ଜୋରଦାର କରିବେ । ତେଣୁ
Read More...