Browsing Category

ରାଜ୍ୟ

ରାଜ୍ୟର ୧୮ଟି ଜିଲ୍ଲାରେ ସଂକ୍ରମଣ ୩ ଅଙ୍କ ଉପରେ

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି । ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ୬୧୧୬ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୩୦ ଜିଲ୍ଲାରୁ ୧୮ଟି ଜିଲ୍ଲାରେ ତିନି ଅଙ୍କ ଛୁଇଁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହା ସହ ଗତ୍ ୨୩ ଦିନରେ…
Read More...

ବରୁଣେଇରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ପୁଣିଥରେ କ୍ରାଇମବ୍ରାଂଚ ଏସଟିଏଫ୍ ଜାଳରେ ପଡିଛନ୍ତି ବ୍ରାଉନସୁଗାର ବେପାରୀ ଓ ଏଜେଂଟ । ଖୋର୍ଦ୍ଧା ବରୁଣେଇ ରୋଡରୁ ଏସଟିଏଫ୍ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିବା ସହ ୪ ଜଣ ଏଜେଂଟଙ୍କୁ ଧରିଛି । ସେମାନଙ୍କଠାରୁ ୧ କେଜି ୫୦ ଗ୍ରାମ ବ୍ରାଉନସୁଗାର, ନଗଦ ୫ ଲକ୍ଷ ୩୦ ହଜାର…
Read More...

ଗୋଟିଏ ଜୁଇରେ ମା’ ଓ ପୁଅ

ଅସୁସ୍ଥ ଜ୍ୱାଇଁଙ୍କୁ ଦେଖିବାକୁ ଯାଉଥିଲେ । ହେଲେ ବାଟରେ ଘଟିଲା ଦୁର୍ଘଟଣା । ପ୍ରଥମେ ଗଲା ପୁଅର ଜୀବନ । ତା’ପରେ ଗଲା ତାଙ୍କ ଜୀବନ । ଆଉ ଗାଁରେ ମୃତଦେହ ପହଂଚିବା ପରେ ଏକା ସାଙ୍ଗରେ ଜଳିଥିଲା ମା’ ପୁଅଙ୍କୁ ଜୁଇ । ଏମିତି ଏକ ଘଟଣା ଅନୁଗୋଳ ଜିଲ୍ଲା କିଆକଟା ଥାନା ଧୁଢ଼ିଆପଢ଼ା ଗାଁରେ ।…
Read More...

ରାଜ୍ୟକୁ ବହୁ ବିମାନ ଉଡାଣ ବାତିଲ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଅନ୍ତଃରାଜ୍ୟ ବସ୍ ସେବା ବନ୍ଦ କରିଦିଆଯାଇଛି । ଏବେ ବି ଟ୍ରେନ୍ ଓ ବିମାନ ଯାତାୟାତ କରୁଛି । ହେଲେ ବିମାନରେ ଯାତ୍ରୀ ହେଉନାହାନ୍ତି । ଅଧିକାଂଶ ବିମାନରେ ଯାତ୍ରୀ ହେଉନଥିବାରୁ ବିମାନ ସଂସ୍ଥାଗୁଡ଼ିକ ଏବେ ବହୁ ବିମାନ ଉଡ଼ାଣ…
Read More...

ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୫% ବଢ଼ିଛି

ଭୁବନେଶ୍ୱର: ଆଜି ବିଶ୍ୱ ମ୍ୟାଲେରିଆ ଦିବସ । ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଏପ୍ରିଲ ୨୫ ତାରିଖରୁ ଏହାକୁ ବିଶ୍ୱବ୍ୟାପୀ ପାଳନ କରାଯାଉଛି । ଚଳିତବର୍ଷ ବିଶ୍ୱ ମ୍ୟାଲେରିଆ ଦିବସର ବିଷୟବସ୍ତୁ ରହିଛି ‘ଶୂନ୍ୟ ମ୍ୟାଲେରିଆ ଲକ୍ଷରେ ପହଂଚିବା’ । ରାଜ୍ୟରେ କ୍ରମାଗତ ଭାବେ ମ୍ୟାଲେରିଆ…
Read More...

୧୦୦ ଦିନରେ ୧୪କୋଟି ଟିକାକରଣ

ନୂଆଦିଲ୍ଲୀ: ଦେଶରେ ଆଜି କୋଭିଡ୍ ପ୍ରତିଷେଧକ ଟିକାକରଣକୁ ୧୦୦ ଦିନ ପୂରଣ ହୋଇଥିବା ବେଳେ ୧୪ କୋଟି ୮ଲକ୍ଷ ୨ହଜାର ୭୯୪ ଜଣ ଟିକା ନେଇଛନ୍ତି । ଦେଶର ବିଭିନ୍ନ ଅଞ୍ଚଳରେ ଥିବା ୩୪ ହଜାର ୬୬୮ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୩ହଜାର ୨୨୯ଟି ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ…
Read More...

ଖୋର୍ଦ୍ଧା ଜିଲ୍ଲାର ହାଇସ୍କୁଲ ରୂପାନ୍ତକରଣ ଭିଜନ୍ ଡକ୍ୟୁମେଂଟ ଉନ୍ମୋଚନ

ଖୋର୍ଦ୍ଧା : ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଖୋଦ୍ଧା ଜିଲ୍ଲାର ହାଇସ୍କୁଲ ଟ୍ରାନ୍ସଫରମେସନ(ବିଦ୍ୟାଳୟ ରୁପାନ୍ତରଣ) କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଭିଜନ ଡକ୍ୟୁମେଂଟ ଉନ୍ମୋଚନ କରିଛନ୍ତି । ଅତ୍ୟାଧୁନିକ ଭିତିଭୁମି ସୁବିଧା ସହିତ ବିଦ୍ୟାଳୟ ପରିବେଶରେ…
Read More...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ : ଉପକୂଳବର୍ତୀ ୧୫ଟି ଗ୍ରାମପଞ୍ଚାୟତରେ ପାନୀୟଜଳ ସଙ୍କଟ ଉତ୍କଟ

ଜଗତସିଂହପୁର: ପ୍ରଚଣ୍ଡ ଗ୍ରାଷ୍ମ ପ୍ରବାହ ଦ୍ୱାରା ଜଗତସିଂହପୁର ଜିଲ୍ଲାରେ ପାଇପ ଜଳ ଓ ପାନୀୟ ଜଳ ଅମଳ ଅମଳ ପ୍ରକଳ୍ପ ଦ୍ୱାରା ଯୋଗାଇ ଦେବାକୁ ଥିବା ଆମ୍ବଶାଳ ମେଘା ପ୍ରକଳ୍ପ ନିର୍ମାଣ ଧିର ମନ୍ଥର ଗତିରେ ଚାଲିଛି । ଗତ ତିନି ବର୍ଷ ତଳେ ରାଜ୍ୟ ମୁଖନ୍ତ୍ରୀଙ୍କ ଦ୍ୱାରା ସ୍ଥାନୀୟ ବିଧାୟକ…
Read More...

ସପ୍ତାହାନ୍ତ ସଟଡାଉନ : ସବୁକିଛି ଠପ୍

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ରୋକ୍ ଲାଗଇବାକୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଆଜିଠାରୁ ସପ୍ତାହାନ୍ତ ସଟ୍ଡାଉନ୍ ଲାଗୁ ହୋଇଛି । ପ୍ରଶାସନର କଡା ଆଭିମୁଖ୍ୟ ଯୋଗୁଁ ସବୁ କିଛି ଠପ୍ ହୋଇଯାଇଛି । ସଟଡାଉନ ଯୋଗୁଁ ଦୋକାନ ବଜାର ବାଣିଜି୍ୟକ ପ୍ରତିଷ୍ଠାନ, ଜାନବାହାନ…
Read More...

ପୋଲିସ୍‌ ଏସ୍‌.ଆଇ. ମୁରଲୀ ତାତିଙ୍କୁ ଅପହରଣ କରି ପ୍ରଜାକୋର୍ଟରେ ହତ୍ୟା କଲେ ନକ୍ସଲ୍‌

ମାଲକାନଗିରି: ଗର 21 ତାରିଖରେ ଅପହରଣ ହୋଇଥିବା ପୋଲିସ୍‌ ସବଇନ୍ସପେକ୍ଟର ମୁରଲୀ ତାତିଙ୍କୁ ଶେଷରେ ପ୍ରଜା କୋର୍ଟ ବସାଇ ମୃତ୍ୟୁ ଦଣ୍ଡ ଦେଲେ ନକ୍ସଲ୍‌ । ସେଦିନ ମୁରଲୀ ଗାଁ ନିକଟକୁ ଏକ ମେଳା ବୁଲିବାକୁ ଯାଉଥିବା ବେଳେ ନକ୍ସଲମାନେ ତାଙ୍କୁ ଅପହରଣ କରିନେଇଥିଲେ । ନକ୍ସଲଙ୍କ ଠାରୁ ତାଙ୍କୁ…
Read More...