Browsing Category

ରାଜ୍ୟ

ବେଦାନ୍ତର ଝାରସୁଗୁଡ଼ାରେ ଭର୍ଚୁଆଲ୍ ୫୦ତମ ଜାତୀୟ ସୁରକ୍ଷା ସମାରୋହ

ଝାରସୁଗୁଡା : ଆଲୁମିନିୟମ ତଥା ମୂଲ୍ୟଯୁକ୍ତ ଉତ୍ପାଦର ଭାରତର ବୃହତ୍ତମ ଉତ୍ପାଦକ ବେଦାନ୍ତ ଲିଃ, ଝାରସୁଗୁଡା, କାରଖାନା ଏବଂ ବଏଲର ନିର୍ଦ୍ଦେଶକ, ଓଡିଶା ସରକାର, ସ୍ୱରୂପ ଜେନାଙ୍କ ଉପସ୍ଥିତିରେ ୫୦ତମ ଜାତୀୟ ସୁରକ୍ଷା ମହୋତ୍ସବକୁ ଆୟୋଜନ କରିବା ପାଇଁ ଏକ ଭର୍ଚୁଆଲ୍ ସମାରୋହ କରିଥିଲେ । ଏହି
Read More...

ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ପାରଳାଖେମୁଣ୍ଡି, : ପୁଣି ନିଃଶବ୍ଦ ସହରରେ ଶୁଭିଲା ପୋଲିସ୍ ସାଇରନ । ବନ୍ଦ ହେଲା ଦୋକାନ ବଜାର, ଶୁନଶାନ୍ ହେଲା ରାସ୍ତା ଘାଟ । ଚଳଚଞ୍ଚଳ ସହରର କୋଳାହଳ ନୀରବ ହୋଇଗଲା । ବାହାରକୁ ବାହାରିବା ହେଲା ମନା । ସମସ୍ତ ଛକ ସ୍ଥାନରେ ଜଗି ରହିଲେ ସୁରକ୍ଷା କର୍ମୀ । କରୋନା ମହାମାରୀର ଦ୍ୱିତୀୟ
Read More...

ଘର ତାଲା ଭାଙ୍ଗି ଚୋରି

ବାଲିକୁଦା: ଘରେ କେହି ନଥିବା ବେଳେ ଘରର ତାଲା ଭାଙ୍ଗି ଚୋର ମାନେ ଘରେ୪ ପସି ଘରର ସମସ୍ତ ଜିନିଷ ପତ୍ର ସମେତ ଘରେ ଥିବା ରୂପା ଅଳଙ୍କାର ଓ ପିତଳ ବାସନ ସବୁ ଚୋରୀ ହୋଇଛି । ଏଭଳି ଘଟଣା ବାଲିକୁଦା ଥାନା ଅନ୍ତର୍ଗତ ଆମ୍ବଶାଳ ପଞ୍ଚାୟତ ମଣ୍ଡକେଶ୍ୱର ଗାଁରେ ଘଟିଛି । ଉକ୍ତ ଗାଁର ବିଭୁପ୍ରସାଦ
Read More...

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧାବାର୍ଷିକୀ ଅବସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ଝାରସୁଗୁଡ଼ା : ଓଡିଶାର ବରପୁତ୍ର, ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଲଖନପୁର ବ୍ଲକ ଅନ୍ତର୍ଗତ ପଞ୍ଚଗାଁ ଗ୍ରାମ ପଞ୍ଚାୟତ ର ସପ୍ତର୍ଷୀ ମହିଳା ସମବାୟ ସମିତି କାର୍ଯ୍ୟାଳୟ ଠାରେ
Read More...

କରୋନାର ଇଉଟର୍ଣ୍ଣ : ଶନିବାର-ରବିବାର ସଟଡାଉନ, ବେହାଲ ଜନତା

ବାଲିମେଳା: ମାଲକାନଗିର ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଏନଏସି ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଭାବରେ ସଟଡାଉନ ସହ ରାତ୍ର କର୍ଫ୍ୟୁ ଘୋଷଣା କଲା ପ୍ରଶାସନ । କରୋନା ର ଇଉଟର୍ଣ୍ଣ ରେ ସାଧାରଣ ଜନତା ଯେତିକି ଭୟଭୀତ ପ୍ରଶାସନ ସେତିକି ତାର ତତ୍ପରତା ଦେଖାଉଛି । ଏଭଳି
Read More...

ରାଜ୍ୟରେ ୩ ହଜାର ଟପିଲା ପଜିଟିଭ : ଆଉ ୪ ମୃତ

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର୍ ରାଜ୍ୟରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଥିବା ବେଳେ ଆଜି ଦିନକରେ ୩୧୪୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହପରି ଆଜି ଆଉ ୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ମୃତକମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଜଣେ ୬୦
Read More...

ହାଇଦରକୁ କରୋନା

କଟକ: କଟକ ବଡମେଡିକାଲରୁ ଖସି ପଳାଇବା ପରେ ତେଲେଙ୍ଗାନରୁ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟର ହାଇଦର କରୋନା ସଂକ୍ରମିତ ହୋଇଛି । ଆରଟିପିସିଆର ପରୀକ୍ଷାରେ ସେ କରୋନା ପଜିଟିଭ ଥିବା ଜଣାଯାଇଛି । ଗତକାଲି ପ୍ରଥମେ ହାଇଦରର ଆଂଟିଜେନ ଟେଷ୍ଟ କରାଯାଇଥିଲା । ସେଥିରେ ରିପୋର୍ଟ ନେଗେଟିଭ ଆସିବାରେ
Read More...

ରାଜ୍ୟରେ ଟିକା ଅଭାବ: ୧୦୭୩ କେନ୍ଦ୍ର ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ୩ଟି ଜିଲ୍ଲା ତଥା ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟରେ ସମ୍ପୂର୍ଣ୍ଣ ଭାବେ ଟିକା କରଣ ବନ୍ଦ ରହିଛିଥିବା ବେଳେ ରାଜ୍ୟର ୧୫୦୦ ଟିକାକରଣ କେନ୍ଦ୍ରରୁ ୧୦୭୩ କେନ୍ଦ୍ରରେ ଟିକା ନଥିବାରୁ ଟିକାକରଣ ବନ୍ଦ ରଖାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା
Read More...

ଛଉନୃତ୍ୟ ଦଳକୁ ପ୍ରେତ୍ସାହନ

ବାରିପଦା: ନିଡାମ୍ବର ଭାବେ ତିନି ଦିନର ବିଶ୍ୱ ପ୍ରସିଦ୍ଧ ଛଉ ତଥା ଚୈତ୍ର ପର୍ବର ଚଳିତ ବର୍ଷ କରୋନା କଟକଣା ପାଇଁ ତିନି ଘଂଟା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି । ତେବେ ବୁଧବାର ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର ବାରିପଦାର ଉ ର ସାହି ଓ ଦକ୍ଷିଣ ସାହି ଛଉ
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ଅନୁଗୋଳ ପୋଲିସକୁ ପେଟ୍ରୋଲିଂ ଭ୍ୟାନ ପ୍ରଦାନ

ଅନୁଗୋଳ: ଦେଶର ଅଗ୍ରଣୀ ବ୍ୟାଙ୍କ ଭାବେ ଜଣା ଶୁଣା ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ଆଜି ଏକ ନିରାଡମ୍ବର ଉତ୍ସବରେ ସାମାଜିକ ଦାୟିତ୍ୱବୋଧତାର ନିଦର୍ଶନ ସ୍ୱରୁପ ଅନୁଗୋଳ ଜିଲ୍ଲା ପୋଲିସକୁ ଏକ ପେଟ୍ରୋଲିଂ ଗାଡି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମଟି ରେ ଭୁବନେଶ୍ୱର ମଣ୍ଡଳର
Read More...