Browsing Category

ରାଜ୍ୟ

ବାଲି ଓ ମୋରମ ମାଫିଆ ସକ୍ରିୟ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ମୋରଡା ଓ ରାସଗୋବିନ୍ଦପୁର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଲଘୁଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବାରେ ବିଫଳ ହୋଇଛି ସ୍ଥାନୀୟ ପ୍ରଶାସନ । ତେବେ କିଛି ମାସ ପୂର୍ବରୁ ନିଲାମ ବାଲି ଘାଟ ର ଅବଧି ସରିବା ପରେ ମଧ୍ୟ ବାଲି ଚୋରି ବଢିଯାଇଛି । ଯେତେବେଳେ…
Read More...

ବରମୁଣ୍ଡା ବସ ଷ୍ଟାଣ୍ଡରେ ଯୁବତୀଙ୍କୁ ଉଲଗ୍ନ କଲେ ମଦ୍ୟପ

ବରମୁଣ୍ଡା ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ଜଣେ ଯୁବତୀଙ୍କୁ ଅଶ୍ଳିଳ ଇଙ୍ଗିତ କରାଯାଇଛି । ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଜଣେ ଯୁବତୀ ଗତ କାଲି ରାତିରେ ବରମୁଣ୍ଡା ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ । ଗାଡ଼ି ଆସିବା ବିଳମ୍ବ ହେବାରୁ ସେ ସେଠାରେ ଅପେକ୍ଷା କରି ଛିଡ଼ା…
Read More...

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା

  ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୪୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ପଜିଟିଭ୍ ଚିହ୍ନଟ ହେବା ଦିନ ଠାରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ କେବେ ଚିହ୍ନଟ ହୋଇ ନଥିଲେ। ଶେଷଥର ପାଇଁ ଗତ…
Read More...

କରୋନାରେ ଆଖି ବୋଜିଲେ ଆଉ ଜଣେ ସାମ୍ବାଦିକ

ବଲାଙ୍ଗିର: ଗତ ୧୬ ତାରିଖ ବଲାଙ୍ଗିର ଜିଲ୍ଲାର ଜଣେ ବରିÂ ସାମ୍ବାଦିକ ଜତିଶ ଖମାରୀଙ୍କ କରୋନାରେ ମୃତ୍ୟୁ ଘଟିଛି । ସେ ପାଟଣା ଗଡ଼ରେ ଏକ ଦୈନିକ ଖବର କରଗଜରେ ଗତ ୨୫ ବର୍ଷ ଧରି ସାମ୍ବାଦିକତା କରିଆସୁଥିଲେ । ଲୋକଙ୍କୁ ସଚେତନ କରିବା ପାଇଁ ସଦା ତତ୍ପର ରହି କରୋନା ସଂର୍ପକରେ ଖବର ସଂଗ୍ରହ…
Read More...

ଜେଲରେ ଥିବା କଏଦୀଙ୍କ ଠାରୁ ଟଙ୍କା, ମୋବାଇଲ୍ ଓ ପେନଡ୍ରାଇଭ୍ ଜବତ

ଜୟପୁର: ରବିବାର କୋରାପୁଟ ଜିଲ୍ଲା ଜୟପୁର ଉପ-କାରାଗାରରେ ଏସ୍‌ପି ବରୁଣ ଗୁଣ୍ଠପାଲିଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉ ବେଳେ ଜେଲ୍‌ରେ ଥିବା କିଛି ବିଚାରାଧୀନ କଏଦୀଙ୍କ ଠାରୁ ୧୮,୨୦୬ ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍‌, ଗୋଟିଏ ପେନ୍‌ଡ୍ରାଇଭ୍, ତିନି ସେଟ୍ ଡମ୍ବଲ୍‌,…
Read More...

ପିଇଓଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ନକ୍ସଳ ହିଂସା ଥମିବାର ନା ନେଉ ନାହିଁ । ଛତିାଗଡର କୌଣସି ନା କୌଣସି ଜିଲ୍ଲାରେ ନକ୍ସଲ ହିଂସା ଘଟାଇବାରେ ସଫଳ ହେଉଛନ୍ତି । ଗତକାଲି ରାତିରେ ନାରାୟଣପୁର ଜିଲ୍ଲାର ଆବୁଝମାଡ ଅରଛା ବ୍ଲକର ପୋଚାବାଡ ପଞ୍ଚାୟତର ପିଇଓ ହରକ…
Read More...

ବାଲେଶ୍ୱରରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ବେଶ୍ କିଛି ଦିନର ବ୍ୟବଧାନରେ ରାଜ୍ୟକୁ ପୁଣି ଫେରୁଛି ତାତି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଉତାପ ବଢିବ । ଭୁବନେଶ୍ୱର, ଅନୁଗୁଳ, ଢେଙ୍କାନାଳ, ସହିତ ପଶ୍ଚିମ ଓଡିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡିଶା ସବୁଠାରୁ ଅଧିକ ଉତପ୍ତ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ମତ…
Read More...

ବେଦାନ୍ତର ଝାରସୁଗୁଡ଼ାରେ ଭର୍ଚୁଆଲ୍ ୫୦ତମ ଜାତୀୟ ସୁରକ୍ଷା ସମାରୋହ

ଝାରସୁଗୁଡା : ଆଲୁମିନିୟମ ତଥା ମୂଲ୍ୟଯୁକ୍ତ ଉତ୍ପାଦର ଭାରତର ବୃହତ୍ତମ ଉତ୍ପାଦକ ବେଦାନ୍ତ ଲିଃ, ଝାରସୁଗୁଡା, କାରଖାନା ଏବଂ ବଏଲର ନିର୍ଦ୍ଦେଶକ, ଓଡିଶା ସରକାର, ସ୍ୱରୂପ ଜେନାଙ୍କ ଉପସ୍ଥିତିରେ ୫୦ତମ ଜାତୀୟ ସୁରକ୍ଷା ମହୋତ୍ସବକୁ ଆୟୋଜନ କରିବା ପାଇଁ ଏକ ଭର୍ଚୁଆଲ୍ ସମାରୋହ କରିଥିଲେ । ଏହି…
Read More...

ଲାଗୁ ହେଲା ନାଇଟ୍ କର୍ଫ୍ୟୁ

ପାରଳାଖେମୁଣ୍ଡି, : ପୁଣି ନିଃଶବ୍ଦ ସହରରେ ଶୁଭିଲା ପୋଲିସ୍ ସାଇରନ । ବନ୍ଦ ହେଲା ଦୋକାନ ବଜାର, ଶୁନଶାନ୍ ହେଲା ରାସ୍ତା ଘାଟ । ଚଳଚଞ୍ଚଳ ସହରର କୋଳାହଳ ନୀରବ ହୋଇଗଲା । ବାହାରକୁ ବାହାରିବା ହେଲା ମନା । ସମସ୍ତ ଛକ ସ୍ଥାନରେ ଜଗି ରହିଲେ ସୁରକ୍ଷା କର୍ମୀ । କରୋନା ମହାମାରୀର ଦ୍ୱିତୀୟ…
Read More...

ଘର ତାଲା ଭାଙ୍ଗି ଚୋରି

ବାଲିକୁଦା: ଘରେ କେହି ନଥିବା ବେଳେ ଘରର ତାଲା ଭାଙ୍ଗି ଚୋର ମାନେ ଘରେ୪ ପସି ଘରର ସମସ୍ତ ଜିନିଷ ପତ୍ର ସମେତ ଘରେ ଥିବା ରୂପା ଅଳଙ୍କାର ଓ ପିତଳ ବାସନ ସବୁ ଚୋରୀ ହୋଇଛି । ଏଭଳି ଘଟଣା ବାଲିକୁଦା ଥାନା ଅନ୍ତର୍ଗତ ଆମ୍ବଶାଳ ପଞ୍ଚାୟତ ମଣ୍ଡକେଶ୍ୱର ଗାଁରେ ଘଟିଛି । ଉକ୍ତ ଗାଁର ବିଭୁପ୍ରସାଦ…
Read More...