Browsing Category

ରାଜ୍ୟ

ଗଡିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରକୁଣା ରଥ

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଆଜି ଆରମ୍ଭ ହୋଇଛି । ସମସ୍ତ କୋଭିଡ କଟକଣା ଭିତରେ ରଥଦାଣ୍ଡରୁ ଗଡିଛି ରୁକୁଣା ରଥ । ରଥ ଲିଙ୍ଗରାଜ ମନ୍ଦିରରୁ ଆସି ମାଉସୀ ମା’ ମନ୍ଦିରରେ ପହଂଚିବ । କରୋନା ମହାମାରୀ ପାଇଁ ରଥ ଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ…
Read More...

ରାଜଧାନୀରେ ଶ୍ରଦ୍ଧାଳୁଙ୍କୁ ଧର୍ମାନୁଷ୍ଠାନ ମନା

ଭୁବନେଶ୍ୱର: ରାଜଧାନୀରେ ପୁଣି ଭକ୍ତଙ୍କ ପାଇଁ ଧର୍ମାନୁଷ୍ଠାନ ମନା । ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଗତବର୍ଷ ଭଳି ମନ୍ଦିର , ଚର୍ଚ୍ଚ, ମସ୍‌ଜିଦ୍‌ମାନଙ୍କରେ କେବଳ ଦୈନିକ ନୀତିକାନ୍ତି ପାଳନ ହେବ ।…
Read More...

ଟ୍ରେନ ଭିତରୁ ସୁରଟ ଫେରନ୍ତାଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନରୁ ମଙ୍ଗଳବାର ଭୋର ସମୟରେ ଅହମ୍ମଦବାଦ-ପୁରୀ ଟ୍ରେନରୁ ଜଣେ ସୁରଟ ଫେରନ୍ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବ୍ୟକ୍ତି ଜଣକ ପରିବାରର ଅନ୍ୟ ୩ ସଦସ୍ୟଙ୍କ ସହ ନିଜ…
Read More...

ବିଧାୟକଙ୍କ ଘରେ ଫସିଲା ଢ଼ମଣା

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ବଦ୍ରୀ ନାରାୟଣ ପାତ୍ରଙ୍କ ରାଜଭବନ ନିକଟସ୍ଥ ସରକାରୀ ବାସଭବନରେ ଥିବା ଆଉଟ ହାଉସର ଲୁହା ପାଇପ ଖୁଣ୍ଟ ଭିତରେ ଏକ ୪ ଫୁଟ ଲମ୍ବର ଢ଼ମଣା ସାପ ଫସି ଯାଇଥିଲା। କିନ୍ତୁ ଯେତେ ଚେଷ୍ଟା କଲେ ବି ସାପଟି ଆଉ ବାହାରକୁ ବାହାରି ପାରୁନଥିଲା।…
Read More...

ରାଜ୍ୟରେ ବଜ୍ରପାତ ସହ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ଵର: ରାଜ୍ୟର ଉତ୍ତର, ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ପ୍ରାୟ ୧୬ଟି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି। ଏସବୁ ଅଞ୍ଚଳରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ରାଜ୍ୟର ୧୬ଜିଲାକୁ ୟେଲୋ ୱାର୍ଣ୍ଣିଂ…
Read More...

କରୋନାର ସଂକ୍ରମଣ ପୁଣିଥରେ ସଙ୍କଟ ସୃଷ୍ଟି କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କରୋନାର ସଂକ୍ରମଣ ପୁଣିଥରେ ଆମ ଆଗରେ ସଙ୍କଟ ହୋଇ ଉଭା ହୋଇଛି । ସାମାନ୍ୟ ଅସାବଧାନତା ପୂରା ସମାଜ ପାଇଁ ବିପଦ ସାଜି ପାରେ । ତେଣୁ ନିୟମତି ମାସ୍କ ନପିନ୍ଧିଲେ, ଏହା ପୂରା ସମାଜ ପାଇଁ ବିପଦ ସାଜି ପାରେ । ତେଣୁ ନିୟମିତ ମାସ୍କ…
Read More...

ରେଳମାଧ୍ୟମରେ ପହଞ୍ଚିବ ଅକ୍ସିଜେନ୍ ସିଲିଣ୍ଡର

ଭୁବନେଶ୍ୱର: କରୋନା ସଂକଟ ବେଳେ ଅକ୍ସିଜେନ୍ର ଅଭାବକୁ ତୁରନ୍ତ ପୂରଣ କରିବା ଓ ସବୁ ମେଡିକାଲକୁ ସହଜରେ ଅକ୍ସିଜେନ୍ ଯୋଗାଇ ଦେବା ନେଇ କେନ୍ଦ୍ର ରେଳବାଇ ବିଭାଗ ପକ୍ଷରୁ ଏକ ପ୍ରୟାସ ଆରମ୍ଭ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଭାରତୀୟ ରେଳବାଇ ରେଳ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ଅକ୍ସିଜେନ୍…
Read More...

କରୋନା ଔଷଧ କଳାବଜାର ରୋକିବାକୁ ୨୩ଟି ସ୍କ୍ୱାର୍ଡ

ଭୁବନେଶ୍ୱର: ରାଜ୍ୟରେ ଜରୁରୀ ଔଷଧ, ସ୍ୱାସ୍ଥ୍ୟ ସାମଗ୍ରୀ କଳାବଜାର ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯଇଛି । ସାରା ରାଜ୍ୟ ପାଇଁ ୨୩ଟି ସ୍କ୍ୱାର୍ଡ ହୋଇଛି । ସେଥିରୁ କଟକ ଓ ଭୁବନେଶ୍ୱର ପାଇଁ ୭ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ବେଳେ ରାଜ୍ୟର ଅନ୍ୟ ଅଞ୍ଚଳ ପାଇଁ ୧୫ ସ୍କ୍ୱାର୍ଡ…
Read More...

ସ୍ୱେରେଜ ଅଘଟଣ : ମାମଲା ରୁଜୁ କଲେ ହାଇକୋର୍ଟ

କଟ: କଟକ ସହରର ସିଡିଏରେ ସ୍ୱେରେଜ୍ ଅଘଟଣ ନେଇ କ୍ଷତିଗ୍ରସ୍ତ ଓ ମୃତ ଶ୍ରମିକମାନଙ୍କ ଉପରେ ନିଜଆଡୁ ହାଇକୋର୍ଟ ଏକ ମମଲା ରୁଜୁ କରିବା ସହ ଉଭୟ କଟକ ଓ ଭୁବନେଶ୍ୱରରେ ବିନା ସୂରକ୍ଷା ବ୍ୟବସ୍ଥାରେ ଶ୍ରମିକମାନଙ୍କୁ ବିପଜ୍ଜନକ କାର୍ଯ୍ୟରେ ଲଗାଯାଉଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ…
Read More...

ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଙ୍ଘର ନୂତନ କର୍ମକର୍ତ୍ତା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘର ଏକ ସାଧାରଣ ବୈଠକ ବାରିପଦା ସ୍ଥିତ ସରକାରୀ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ ହୋଇ ଥିବାର ଜଣାଯାଇଛି । ସଙ୍ଘରର ପୁର୍ବତନ ସଭାପତି ରବିନାରାୟଣ ମହାନ୍ତି ଓ…
Read More...