Browsing Category

ରାଜ୍ୟ

ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ସୁନ୍ଦରଗଡ : ସୁନ୍ଦରଗଡ଼ରେ କୋଭିଡ ସଂକ୍ରମଣ ଉଦବେଗଜନକ ଭାବେ ବଢ଼ିଚାଲିଛି । ସ୍କୁଲରେ ପ୍ରଥମରୁ ନ୍ୱମ ଯାଏ ଅଫଲାଇନ୍ ପାଠ ପଢା ବନ୍ଦ ରହିଛି । କରୋନା ସଂକ୍ରମଣକୁ ରୋକିବାକୁ ସୋମବାର ଜିଲ୍ଲାପାଳ ସମସ୍ତ ସରକାରୀ ଅଫିସରେ ସାଧାରଣ ଲୋକଙ୍କ ପ୍େର୍ୱଶକୁ ବାରଣ କରିଛନ୍ତି । ଏସ୍ୱୁ ଭିତରେ
Read More...

ସିବିଏସଇ ଦଶମ ପରୀକ୍ଷା ରଦ୍ଦ କଲେ ସରକାର

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ସିବିଏସଇ ଦଶମ ପରୀକ୍ଷା ରଦ୍ଦ କଲେ ସରକାର । ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ଏଭଳି ନିଷ୍ପତି ନିଆଯାଇଛି ।
Read More...

୧୧ଟି ଜିଲ୍ଲାରେ ଟିକାକରଣ ସମ୍ପୁର୍ଣ୍ଣ ବନ୍ଦ

ଭୁବନେଶ୍ୱର: ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ । ଆଜି ୫ଶହ ସେଂଟରରେ ଟିକାକରଣ ଚାଲିଛି । ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ସମ୍ପୁର୍ଣ୍ଣ ବନ୍ଦ ରହିଛି । ଯାଜପୁର, ଭଦ୍ରକ, ପୁରୀ, ନୟାଗଡ, ସୋନପୁର, ଗଜପତି, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ, କୋରାପୁଟ ଭଳି
Read More...

ସମସ୍ତ ଧର୍ମାନୁଷ୍ଠାନ ୭ଦିନ ବନ୍ଦ : ଗଞ୍ଜାମ ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗଞ୍ଜାମରେ ନୂଆ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଗଞ୍ଜାମର ମନ୍ଦିର, ପାର୍କ, ସମୁଦ୍ର ବେଳାଭୂମି, ପଡିଆ ଓ ବିଭିନ୍ନ ହ୍ରଦକୁ ୭ ଦିନ ପାଇଁ ବନ୍ଦ କରିଛି ପ୍ରଶାସନ । ଆସନ୍ତାକାଲିଠାରୁ ଏହି କଟକଣା ଜାରି ହେବ । ଏହି ସମୟରେ ସମ୍ପୃକ୍ତ
Read More...

ରାଜଧାନୀ ପ୍ରତିଷ୍ଠା ଦିବସ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଲିଆସାହି ବସ୍ତିବାସିନ୍ଦା

ଭୁବନେଶ୍ୱର: ମଙ୍ଗଳବାର ରାଜଧାନୀ ପ୍ରତିଷ୍ଠା ଦିବସ ଅବସରେ ସାଲିଆ ସାହିର ବସ୍ତି ବାସିନ୍ଦାମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ସେମାନଙ୍କର ସ୍ଥାୟୀ ଜମି ପଟ୍ଟା ଓ ପକ୍କା ଘର ପ୍ରଦାନ ନିମନ୍ତେ ଆଲୋଚନା କରିଥିଲେ । ବସ୍ତି ବାସିନ୍ଦାଙ୍କ ସମସ୍ୟାର
Read More...

୫୭ ହଜାର ଟଙ୍କାର ଜାଲ୍ନୋଟ୍ କାରବାରରେ ରେଳବାଇ କର୍ମଚାରୀ

ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ ଚାନ୍ଦନୀ ଚୌକ ଅଞ୍ଚଳର ଏକ ଭଡା ଘରୁ ପୋଲିସ୍ ୫୭ ହଜାର ଟଙ୍କା ଜାଲ୍ ନୋଟ୍ ଜବତ କରିବା ସହିତ ଏହି ଘଟଣାରେ ଜଣେ ରେଳବାଇ ଅଧିକାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ରମଣ କୁମାର ରଜକ । ରମଣ ବ୍ରଜରାଜନଗର ରେଳ ଷ୍ଟେସନରେ ବରିଷ୍ଠ
Read More...

ବଜ୍ରାଘାତରେ ଜଣେ ମୃତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ରରୁଆଁ ଅନ୍ତର୍ଗତ ଗୟଳଚେଟୁଆ ଗ୍ରାମରେ ଜନୈକ ବ୍ୟକ୍ତି ବଜ୍ରାଘାତରେ ମୃତ୍ୟୁବରଣ କରିଥିବାର ଖବର ମିଳିଛି । ଆଜି ଅପରାହ୍ନରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଘଡଘଡି ସହିତ ବର୍ଷା ହୋଇଥିଲା । ତେବେ ସୁନା (୫୫) ଗାଧୋଇ ବାକୁ ଯାଇଥିବା ବେଳେ, ହଠାତ ବର୍ଷା ଘଡଘଡି
Read More...

ପିପିଲି-ଡେଲାଙ୍ଗ ବିକାଶ କାମ ମୁଁ ନିଜେ ବୁଝିବି : ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର: ପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ନିଜେ ବୁଝିବି । ବିଜୁ ଜନତା ଦଳର ପ୍ରାର୍ଥୀକୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆପଣମାନେ ଆଶୀର୍ବାଦ କରନ୍ତୁ ବୋଲି କହି ପିପିଲି -ଡେଲାଙ୍ଗବାସୀଙ୍କୁ ଅନୁରୋଧ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ଦିନ
Read More...

ରାଜ୍ୟକୁ ଟିକା ଦେବା ପାଇଁ ପୁଣି ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱଳ୍ପ ଓ ଅନିୟମିତ ଭାବେ କୋଭିଡ୍-୧୯ ଟିକା ଯୋଗାଣ ହେତୁ ରାଜ୍ୟରେ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଆଜି ପର୍ଯ୍ୟନ୍ତ ରାଜ୍ୟ ମୋଟ ୪୬ ଲକ୍ଷ ୮ ହଜାର ୬୫୦ ଡୋଜ୍ ଟିକା ପାଇଥିବାବେଳେ ସେଥି ମଧ୍ୟରୁ ଉପକେନ୍ଦ୍ରଗୁଡ଼ିକରେ କୌଣସି ଟିକା ଉପଲବ୍ଧ ନଥିବାବେଳେ
Read More...

ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ମନା

ଭୁବନେଶ୍ୱର : ରାଜ୍ୟରେ ମହାମାରୀର ପ୍ରଭାବ ବଢ଼ି ବଢ଼ି ଚାଲିଥିବା ବେଳେ ଆସନ୍ତାକାଲି ପଣା ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । ଆସନ୍ତାକାଲି ମହାବିଷୁବ ସଂକ୍ରାନ୍ତି ପଡ଼ୁଥିବା ବେଳେ ମନ୍ଦିରରେ ଭିଡ଼ ହେବାର ଆଶଙ୍କା କରି ଆଗୁଆ ପଦକ୍ଷେପ ନିଆଯାଇଛି । କରୋନା
Read More...