Browsing Category

ରାଜ୍ୟ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୧୨ଟି ଜିଲ୍ଲାରେ ଝଡତୋଫାନ ହେବାର ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୧୨ଟି ଜିଲ୍ଲାରେ ଝଡତୋଫାନ ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା – କୋରାପୁଟ , ମାଲକାନଗିରି , ନବରଙ୍ଗପୁର , କଳାହାଣ୍ଡି , ନୂଆପଡା, ବରଗଡ,…
Read More...

ବନ୍ଦ ହୋଇପାରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର: ଆସନ୍ତା ୧୭ ତାରିଖ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଇଥା’ନ୍ତା । ନିର୍ବାଚନକୁ ମାତ୍ର ୩ ଦିନ ବାକି ଥିବା ବେଳେ, ଆଜି କଂଗ୍ରେସ୍ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଯାଇଛି । ଯାହା ଫଳରେ ପିପିଲି ନିର୍ବାଚନ ବନ୍ଦ ହୋଇପାରେ ବୋଲି ଚର୍ଚ୍ଚା ଯୋର ଧରିଛି…
Read More...

କଟକ ଏସ୍‌ସିବିରୁ କିପରି ଫେରାର ହେଲା ହାଇଦର୍‌; ପଢ଼ନ୍ତୁ ପୁରା ଖବର

କଟକ: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ଘଟଣା ଏବେ ବହୁ ଚର୍ଚ୍ଚାର ବିଷୟ ପଲଟିଛି । ଜଣେ ରିକ୍ସା ଚାଳକରୁ ନିଜର ପରିଚୟ ସୃଷ୍ଟିକରି ଅପରାଧ ଦୁନିଆକୁ ଆସିଥିବା ହାଇଦର ଧିରେ ଧିରେ ଗ୍ୟାଙ୍ଗଷ୍ଟାର ପାଲଟି ଯାଇଥିଲା । ଗିରଫ୍ ହେଲାପରେ ସମ୍ବଲପୁର ଜେଲ୍‌ରେ ସଜ୍ଜା କାଟୁଥିବା…
Read More...

ବଡଗାଁ ଲକ୍ଡାଉନ୍

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଡଗାଁ ପଞ୍ଚାୟତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଓ ଗତ ଦୁଇ ଦିନରେ ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ପରେ ପଞ୍ଚାୟତରୁ ୩ଦିନ ପାଇଁ ଲକ୍ଡାଉନ୍ ଘୋଶଣା କରିଛନ୍ତି । ଆସନ୍ତା ୧୫ ରୁ ୧୭ ତାରିଖ ଯାଏଁ ସମସ୍ତ ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସହ…
Read More...

ରାଜ୍ୟରେ ୨ହଜାର ଟପିଲା ସଂକ୍ରମଣ : ୩ ମୃତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର ଆଜି ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୨ହଜାର ଅତିକ୍ରମ କରିଛି । ରାଜ୍ୟରେ ଆଜି ଦିନକରେ ୨୨୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୧୪ ଜଣ କ୍ୱାରେଂଟାଇନ୍ରେ ଥିବା ବେଳେ ଅନ୍ୟ ୯୫୩ ଜଣ ସ୍ଥାନିୟ…
Read More...

ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ

ଭୁବନେଶ୍ୱର: ପିପିଲି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ସେ ଗତ ୧୦ ତାରିଖ ଠାରୁ ଆପୋଲ ହସ୍ପିଟାଲହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି ଅପରାହ୍ନରେ ତାଙ୍କର ପରଲୋକ ହୋଇଯାଇଥିବା…
Read More...

ୟୁଜର୍ସ ଫି ପ୍ରତ୍ୟାହାର ଦାବିରେ ସିପିଏମ୍ ପକ୍ଷରୁ ପୌର ପରିଷଦ କାର୍ଯ୍ୟାଳୟ ଘେରାଉ

ଜଳେଶ୍ୱର : ଜଳେଶ୍ୱର ପୈାର ପରିଷଦ ପକ୍ଷରୁ ୟୁଜର୍ସ ଫି ଭଳି ଜିଜିଆ କରକୁ ତୀବ୍ର ବିରୋଧ କରିଛି ସିପିଏମ୍ ଆଂଚଳିକ କମିଟି । ତୁରନ୍ତ ଏହି ୟୁଜର୍ସ ଫିକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରି ସିପିଏମ୍ ପକ୍ଷରୁ ମଙ୍ଗଳବାର ଦିନ ଜଳେଶ୍ୱର ପୈାର ପରିଷଦ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା ।…
Read More...

ଅନଲାଇନ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ସୁନ୍ଦରଗଡ : ସୁନ୍ଦରଗଡ଼ରେ କୋଭିଡ ସଂକ୍ରମଣ ଉଦବେଗଜନକ ଭାବେ ବଢ଼ିଚାଲିଛି । ସ୍କୁଲରେ ପ୍ରଥମରୁ ନ୍ୱମ ଯାଏ ଅଫଲାଇନ୍ ପାଠ ପଢା ବନ୍ଦ ରହିଛି । କରୋନା ସଂକ୍ରମଣକୁ ରୋକିବାକୁ ସୋମବାର ଜିଲ୍ଲାପାଳ ସମସ୍ତ ସରକାରୀ ଅଫିସରେ ସାଧାରଣ ଲୋକଙ୍କ ପ୍େର୍ୱଶକୁ ବାରଣ କରିଛନ୍ତି । ଏସ୍ୱୁ ଭିତରେ…
Read More...

ସିବିଏସଇ ଦଶମ ପରୀକ୍ଷା ରଦ୍ଦ କଲେ ସରକାର

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ସିବିଏସଇ ଦଶମ ପରୀକ୍ଷା ରଦ୍ଦ କଲେ ସରକାର । ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ଏଭଳି ନିଷ୍ପତି ନିଆଯାଇଛି ।…
Read More...

୧୧ଟି ଜିଲ୍ଲାରେ ଟିକାକରଣ ସମ୍ପୁର୍ଣ୍ଣ ବନ୍ଦ

ଭୁବନେଶ୍ୱର: ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ । ଆଜି ୫ଶହ ସେଂଟରରେ ଟିକାକରଣ ଚାଲିଛି । ଟିକା ଅଭାବରୁ ୧୧ଟି ଜିଲ୍ଲାରେ ଟିକାକରଣ ସମ୍ପୁର୍ଣ୍ଣ ବନ୍ଦ ରହିଛି । ଯାଜପୁର, ଭଦ୍ରକ, ପୁରୀ, ନୟାଗଡ, ସୋନପୁର, ଗଜପତି, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, ଢେଙ୍କାନାଳ, କୋରାପୁଟ ଭଳି…
Read More...