ଅଗ୍ନିକାଣ୍ଡରେ ଜଳିଗଲା ୫ ପରିବାରର ଘର
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ବଡ଼ଡୁମ୍ବୁଳା ପଞ୍ଚାୟତର ବାଗଡ ଗ୍ରାମର ହରିଜନ ସାହିରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନକାଣ୍ଡ ଘଟି ୫ଟି ପରିବାରର ଘର ଭସ୍ମୀଭୂତ ହୋଇଛି । ଏଥିରେ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଛି । ସୂଚନା ଅନୁଯାୟୀ, ରାତିରେ ସମସ୍ତେ!-->…
Read More...
Read More...