Browsing Category

ରାଜ୍ୟ

ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ନବମ ଶ୍ରେଣୀ ପରୀକ୍ଷା କେବେ ହେବ, ସେ ସମ୍ପର୍କରେ ଆସନ୍ତା ୩୦ ତାରିଖ ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ ଦାଶ କହିଛନ୍ତି, ଛାତ୍ରଛାତ୍ରୀମାନେ ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦିଅନ୍ତୁ ବୋଲି ରାଜ୍ୟ…
Read More...

ଓଡିଶା-ଛତିଶଗଡ ସୀମା ସିଲ୍

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଛତିଶଗଡରେ ଦିନକୁ ଦିନ ବଢିଚାଲିଥିବା ଯୋଗୁଁ ରାଜ୍ୟର ସୀମାନ୍ତ ଜିଳ୍ଲାଗୁଡିକର ସମସ୍ତ ପ୍ରବେଶ ପଥକୁ ରାଜ୍ୟ ସରକାର ସିଲ୍ କରିଦେଇଛନ୍ତି । ଛତିଶଗଡ ସୀମାନ୍ତ ସଲଗ୍ନ ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାର…
Read More...

ପୁଣି ୩୯ଲକ୍ଷ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଗାଇଡଲାଇନ୍କୁ କଡାକଡି ଭାବେ ପାଳନ ଲାଗି ରାଜ୍ୟ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ ଆଜି ୧୨, ୧୪୫ଜଣ ଅମାନିଆଙ୍କ ଠାରୁ ୩୮ଲକ୍ଷ ୯୮ହଜାର ୨୫୦ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ଗତ ୩ଦିନ ମଧ୍ୟରେ ୩୩,୩୪୬ଙ୍କ…
Read More...

ମାଗିଲେ ୨୫ଲକ୍ଷ : ମିଳିଲା ୨.୫ଲକ୍ଷ କୋଭାସିଲ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଆଜି ଅଢେଇ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଛି । ତେବେ ଟିକା ପହଞ୍ଚିବା ପରେ ସବୁ ଜିଲ୍ଲାକୁ ଟିକା ପଠାଇଦିଆଯାଇଛି ବୋଲି ସ୍ୱାସ୍ଥ୍ୟବିଭାଗର ଜଣେ ବରିÂ ଅଧିକାରୀ କହିଛନ୍ତି । ତେବେ ରାଜ୍ୟ ୨୫ ଲକ୍ଷ ଟିକା ପଠାଇବା ପାଇଁ ଦାବି କରିଥିଲା ବେଳେ ମିଳିଛି ମାତ୍ର ୨ଲକ୍ଷ…
Read More...

କଟକ ନର୍ସିଂ କଲେଜ୍ ବନ୍ଦ

କଟକ: କଟକ ବଡ ମେଡିକାଲର ନସିଂ କଲେଜ୍କୁ ବନ୍ଦ ଘୋଷଣା କରାଯାଇଛି । କରୋନା ସଂକ୍ରମର ବଢିବା ପରେ ଏସିଏସ୍ (ସ୍ୱାସ୍ଥ୍ୟ ବିଭାଗ)ଙ୍କ ନିଦେ୍ର୍ଧଶ କ୍ରମେ ନର୍ସିଂ କଲେଜ୍କୁ ବନ୍ଦ କରାଯାଇଥିବା ଅନୁଷ୍ଠାନର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଆଜି ସନ୍ଧ୍ୟା…
Read More...

ମାହାଙ୍ଗାରେ ଦୈିନିକ ଶହ ଶହ ଟ୍ରିପ ମାଟି ଚୋରାଚାଲଣ

ମାହାଙ୍ଗା : ମାହାଙ୍ଗା ତହସିଲ ଅଞ୍ଚଳରେ ଦୀର୍ଘ ୫ ମାସ ଧରି ବେଆଇନ ମାଟି ମାଫିଆମାନେ ତହସିଲ ପ୍ରଶାସନର ଜ୍ଞାତସାରରେ ବେଧଡକଭାବେ ସରକାରୀ ଗୋଚର ଦଣ୍ଡା ତାଡି ମାଟି ଲୁଟ କରୁଥିବାବେଳେ ପ୍ରଶାସନ ପକ୍ଷରୁ କୋ÷ଣସି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହା ଫଳରେ ଏବେ…
Read More...

ଅଦିନିଆ ବର୍ଷା ପବନ : ଶହଶହ ଏକର ଧାନଫସଲ ନଷ୍ଟ

କଣାସ : ପୁରୀ ଜିଲ୍ଲାର ଚିଲିକା ଉପକୂଳରେ ଅବସ୍ଥାପିତ କଣାସ ବ୍ଲକର ·ଷୀମାନେ କ୍ରମାଗତ ଭାବେ ବନ୍ୟା, ମରୁଡି, ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧାନଫସଲ କ୍ଷତିଗ୍ରସ୍ତ ହେଉଥିବାରୁ ·ଷୀମାନଙ୍କର ଅଣ୍ଟା ଭାଙ୍ଗିପଡିଥିବା ବେଳେ ଚଳିତ ଖରାଟିଆ ଧାନ ·ଷ କରି ପରିବାର ପ୍ରତିପୋଷଣ କରିବା…
Read More...

ଟିଟିଲାଗଡରେ ରେଳ ଓଭରବ୍ରିଜ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ଟିଟିଲାଗଡରେ ୧୦୪୨ ମିଟର ଦୀର୍ଘ ଏକ ରେଲୱେ ଓଭରବ୍ରିଜର ଉଦ୍ଘାଟନ କରିଛନ୍ତି । ଏଥିପାଇଁ ୭୧.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟିଟିଲାଗଡ…
Read More...

ଗିରଫ ହେଲେ କୋଟିପତି କିରାଣୀ

ଭୁବନେଶ୍ୱର: ଗିରଫ ହେଲେ କୋଟିପତି କିରାଣୀ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କିରାଣୀଙ୍କ ଘରେ ରେଡ୍ ମାରିଥିଲା ଭିଜିଲାନ୍ସ । ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଚଢାଉ ପରେ ଆଜି ଗିରଫ ହୋଇଛନ୍ତି କିରାଣୀ । ସୂଚନା ମୁତାବକ, ଗତକାଲି…
Read More...

ଏମାର ମଠରୁ ପୁଣି ମିଳିଲା ରୁପା ଇଟା

ପୁରୀ: ପୁରୀ ଏମାର ମଠରୁ ପୁଣି ଥରେ ରୁପା ଇଟା ମିଳିଛି। ଏମାର ମଠର ୪ ନମ୍ବର କୋଠରୀରୁ ୮ଖଣ୍ଡ ରୁପା ଇଟା ମିଳିଥିବା ଜଣାପଡ଼ିଛି। ରାଜ୍ୟ ଦେବୋତ୍ତର କମିଶନର ଏମାର ମଠ ମହନ୍ତଙ୍କୁ କ୍ଷମତାଚ୍ୟୁତ କରିବା ପରେ ଗତ ଶୁକ୍ରବାର ନବଗଠିତ ଟ୍ରଷ୍ଟ ବୋର୍ଡ ମଠ ପରିଚାଳନା ଦାୟିତ୍ଵ ଗ୍ରହଣ କରିଥିଲା।…
Read More...