Browsing Category

ରାଜ୍ୟ

ରାଜ୍ୟରେ ୨୪ ଘଣ୍ଟାରେ୧୩୭୪ ନୂଆ ସଂକ୍ରମିତ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତଗତିରେ ମାଡିଚାଲିଛି। ସମଗ୍ର ଦେଶ ଓ ରାଜ୍ୟରେ ମାଡିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ନୂଆ ୧୩୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲାରେ ସର୍ବାଧିକ ୩୫୫ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ…
Read More...

ଗୋପାଳପୁର ବେଳାଭୂମି ବନ୍ଦ

ବ୍ରହ୍ମପୁର,: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଳା ପ୍ରଶାସନ ଏଣିକି ପ୍ରତ୍ୟେକ ଶନିବାର ଓ ରବିବାର ଗୋପାଳପୁର ଓ ସୋନପୁର ବେଳାଭୂମିକୁ ବନ୍ଦ କରିବାକୁ ନିଷ୍ପତି ଗ୍ରହଣ କରିଛି । ସେହିପରି ରାମଲିଙ୍ଗେଶ୍ୱର ପାର୍କ ଏବଂ ତାମ୍ପରା ମଧ୍ୟ ପ୍ରତି ସୋମବାର ବନ୍ଦ ରହିବ ।…
Read More...

କ୍ୟାପିଟାଲ ହସ୍ପିଟାଲରେ ୨ ଡାକ୍ତରଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଥିବା ବେଳେ ଖୋଦ୍ ରାଜଧାନୀରେ ସ୍ଥ୍ିତି ସଙ୍ଗିନ ଆଡକୁ ଗତି କରୁଛି । ଆଜି କ୍ୟାପିଟାଲ ହସ୍ପିଟାଲ୍ ୨ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଧଶକ ଡା. ଲକ୍ଷ୍ମୀଧର ସାହୁ…
Read More...

ରାଜ୍ୟରେ ମାଡିଚାଲିଛି କରୋନା

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହରରେ ରାଜ୍ୟରେ ଆଜି ପ୍ରଥମ ଥର ପାଇଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି । ଆଜି ଦିନକରେ ୧୨୮୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ କରୋନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି ।…
Read More...

ଘୁଞ୍ଚିବନି ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ । ପୂର୍ବରୁ ଧାର୍ଯ୍ୟ ହୋଇଥିବା ନିର୍ଦ୍ଧାରିତ ତାରିଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଯିବ । ଦଶମ ଓ ଯୁକ୍ତ ୨ ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…
Read More...

ବିନା ଭକ୍ତରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମର ଯୋଗୁଁ ବିଶ୍ୱ ପ୍ରସିଦ୍ଧ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବା ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି…
Read More...

ଏଣିକି ମାସ୍କ ନପିନ୍ଧିଲେ ୨ଗୁଣା ଜରିମାନା

ଭୁବନେଶ୍ୱର: ବିନା ମାସ୍କରେ ବାହାରକୁ ବାହାରନ୍ତୁ ନାହିଁ । ମାସ୍କ ହିଁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କବଚ । ମାସ୍କ ପିନ୍ଧିଲେ କରୋନାକୁ ବିନା ଲକ୍ଡାଉନ୍ରେ ରୋକିପାରିବା । ଯଦି ନିଜର ଜୀବନ ଜୀବିକାକୁ ବଜୟା ରଖିବାକୁ ଚାହାନ୍ତି ତେବେ, ମାସ୍କ ପିନ୍ଧନ୍ତୁ ବୋଲି ମହାମାରୀ କରୋନାର…
Read More...

ସମ୍ବଲପୁରରେ ବ୍ରାଉନ ସୁଗର ଜବତ, ୩ ଗିରଫ

ସମ୍ବଲପୁର: ସମ୍ବଲପୁରରେ ବିଭିନ୍ନ ନିଶା କାରବାର ବେଧଡକ ଚାଲୁଥିବା ବେଳେ ବିଗତ କିଛି ମାସ ହେବ ସମ୍ବଲପୁର ଜିଲ୍ଲାରେ ଉପକୂଳବର୍ତୀ ଅଂଚଳ ଭଳି ବ୍ରାଉନ ସୁଗରର ନିଶା କାରବାର ବେଶ ବୃଦ୍ଧି ପାଇଛି ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏହି କ୍ରମରେ ସମ୍ବଲପୁରର ଟାଉନ ପୋଲିସର ଚଢ଼ଉ ସମୟରେ…
Read More...

ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

ବାରିପଦା: ଟ୍ରେନ ଧକାରେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଭୟଙ୍କର ଓ ଦୁଃଖଦ ଘଟଣା ବାରିପଦା ସହର ଦେଇ ଯାଇଥିବା ସୁନଗଡ଼ିଆ ଗଳା ପୋଲ ରେଳ ଧାରଣା ଉପରେ ଘଟିଛି । ସୂଚନା ଯୋଗ୍ୟ ବୁଧବାର ରାତ୍ରି ୧୦ଟା ୩୦ମିନିଟ ସମୟରେ ଭୁବନେଶ୍ୱର ବାଙ୍ଗିରିପୋଷି ସୁଫରଫାଷ୍ଟ ଟ୍ରେନ ବାରିପଦା ଷ୍ଟେସନ…
Read More...

ଦେଢ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ

ବାଲିମେଳା : ମାଲକାନଗିରି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ପଳାସପଦର ଗ୍ରାମରେ ପୋଲିସର ଚଢାଉ । ଦେଢ କୋଟି ମୂଲ୍ୟର ଗଞ୍ଜେଇ ଜବତ । ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ୫୭ଟି ଜରି ଅଖାରେ ବନ୍ଧା ହୋଇ ପଡୋଶୀ ଆନ୍ଧ୍ରକୁ ବେଆଇନ ଗଞ୍ଜେଇ ଚୋରା ଚାଲାଣ ପାଇଁ ଉଦ୍ୟମ…
Read More...