Browsing Category

ରାଜ୍ୟ

ଝାରସୁଗୁଡାରେ ୧୨ଟି ସ୍ଥାନ କଂଟେନ୍ମେଂଟ

ଝାରସୁଗୁଡା: କରୋନା ସଂକ୍ରମଣ ବଢିବା ପରେ ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାକୁ ଫେରିଛି କମେଂଟମେଂଟ ଜୋନ୍ । ଝାରସୁଗୁଡା ଜିଲ୍ଲାରେ ୧୨ଟି ସ୍ଥାନକୁ ମାଇକ୍ରୋ କଂଟେନ୍ମେଂଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଝାରସୁଗୁଡା ପୌର ପରିଷଦର ୮ଟି, କିରିମିରା ବ୍ଲକର ୩ଟି ଓ ଲଖନଫୁରର ଗୋଟିଏ
Read More...

ଦିନରେ ଲାଗୁ ହୋଇପାରେ କର୍ଫ୍ୟୁ !

ଭୁବନେଶ୍ୱର: ସାରା ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ ଆସନ୍ତା ୪-୫ଦିନ ମଧ୍ୟରେ ରାଜ୍ୟରେ ଦିନ ବେଳା କର୍ଫ୍ୟୁ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି
Read More...

ଅମିତ କଲେଜ ଛାତ୍ର ଯଜ୍ଞଜ୍ୟୋତି ସାମ୍ବାଦିକତାରେ ପାଇଲେ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର : ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଅମିତ କଲେଜର ସାମ୍ବାଦିକତା ବିଭାଗର ଛାତ୍ର ଯଜ୍ଞଜ୍ୟୋତି ବେହେରା ୨୦୧୮-୨୦ ଶେଷ ବର୍ଷର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଉକ୍ରଳ
Read More...

ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା ୪୮ ଘଣ୍ଟା ପାଇଁ ସିଲ

ଭୁବନେଶ୍ୱର: ୭ ଜଣ ପଜିଟିଭ ଚିହ୍ନଟ ପରେ ଭୁବନେଶ୍ୱର ୟୁନିଟ-୧ରେ ଥିବା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାକୁ ସିଲ କରିଛି ବିଏମସି ବା ଭୁବନେଶ୍ୱର ମହାନଗର ନିଗମ | ମିଳିଥିବା ସୂଚନା ମୁତାବକ ଏହି ବ୍ୟାଙ୍କ ଶାଖାରୁ ୭ ଜଣ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଆଜିଠାରୁ ଆସନ୍ତା ୬ ତାରିଖ
Read More...

ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରା

ଚନ୍ଦକା  : ଭୁବନେଶ୍ବର ବ୍ଲକର ଅନ୍ଧାରୁଆ ପଞ୍ଚାୟତରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପଞ୍ଚାୟତରେ ପଦଯାତ୍ରା କରିବା ସହ ଜନଶୁଣାଣି କରିଥିଲେ। ଅନ୍ଧାରୁଆ ପଞ୍ଚାୟତ ବାସିନ୍ଦାମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ବିଷୟରେ ଅଭିଯୋଗ କରିଥିଲେ। ମୁଖ୍ୟତଃ ମୋ’ ବସ୍‌ ଚଳାଚଳ, ପାନୀୟ ଜଳ ସମସ୍ୟା,
Read More...

ସୁକ୍‌ମା ଏନକାଉଣ୍ଟର; ୨୨ ଯବାନ ଶହୀଦ

ମାଲକାନଗିରି : ଛତିଶଗଡ଼ର ସୁକମା-ବିଜାପୁର ସୀମାନ୍ତବର୍ତ୍ତୀ ଜଙ୍ଗଲରେ ଶନିବାର ଘଟିଥିବା ଏନକାଉଣ୍ଟରରେ ୨୨ ଯବାନ ଶହୀଦ ହୋଇଛନ୍ତି। ବିଜାପୁର ଏସପି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଏନକାଉଣ୍ଟରରେ ୩୦ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩ ଯବାନଙ୍କୁ ବିଜାପୁର
Read More...

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ଵର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୭ ଜିଲାରୁ ୪୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୭୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୯୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।
Read More...

କନ୍ଧମାଳ ଓ କଳାହାଣ୍ଡିର ୨ଟି ସ୍ଥାନରେ କଂଟେନ୍ମେଂଟ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହରୀରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ଯୋଗୁଁ ଏବେ କଂଟେନ୍ମେଂଟ କଟକଣା ଫେରିଛି । ସଂକ୍ରମଣ ଚିହ୍ନଟ ଯୋଗୁଁ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ୨ଟି ଅଞ୍ଚଳରେ ଜିଲ୍ଲାପାଳ ମାନେ ମାଇକ୍ରୋ କଂଟେନ୍ମେଂଟ ଘୋଷଣା କରିଛନ୍ତି । କନ୍ଧମାଳ ଜିଲ୍ଲାର
Read More...

୧୦ ଜିଲ୍ଲାରେ ରାତ୍ରି କର୍ଫ୍ୟୁ

ଭୁବନେଶ୍ୱର: ସୀମାନ୍ତ ସଲଗ୍ନ ଜିଲ୍ଲା ଗୁଡିକରେ ଦିନକୁ ଦିନ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ୧୦ଟି ସୀମାନ୍ତ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ୫ ତାରିଖରୁ ୧୦ଟି ଜିଲ୍ଲା ତଥା ସୁନ୍ଦରଗଡ, ଝାରସୁଗୁଡା,
Read More...

ବାଚସ୍ପତିଙ୍କ ଉପରକୁ ଫୋପାଡିଲେ ଚପଲ

ଭୁବନେଶ୍ୱର: ବିଧାନସଭାରେ ଆଜି ଏକ ଅଭାବନୀୟ ଘଟଣାଘଟିଛି । ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ବିରୋଧୀ ଦଳ ବିଜେପିର ୨ଜଣ ବରିଷ୍ଟ ସଦସ୍ୟ ଚପଲ ଫିଙ୍ଗିଥିବା ଅଭିଯୋଗ ହୋଇଛି । କେବଳ ଚପଲ ନୁହେଁ କଲମ, ଇୟର ଫୋନ୍, କାଗଜ ଆଦି ମଧ୍ୟ ବିଜେପି ସଦସ୍ୟମାନେ ଫିଙ୍ଗିଛନ୍ତି । ଗୃହରେ
Read More...