Browsing Category

ରାଜ୍ୟ

ଥାନା ପରିସରରେ ଦମ୍ପତିଙ୍କୁ ହାଣିଲେ

ବାଲେଶ୍ୱର: ପୋଲିସ୍ ଆଖି ଆଗରେ ଥାନା ପରିସରରେ ଅଭିଯୋଗକରରୀ ପତିପତ୍ନୀଙ୍କୁ ବିରୋଧି ଗୋଷ୍ଠୀର ଲୋକ ମରାଣାତ୍ମକ ଆକ୍ରମଣ କରି ହାଣିବା ଘଟଣା ବିଭିନ୍ନ ମହଲରେ ଘୋର ଆଲୋଡନ ସୃଷ୍ଟି କରିଛି । ଉଭୟ ଆହାତ ପତିପତ୍ନୀଙ୍କୁ ଚିକିତ୍ସା ଲାଗି ହସ୍ପିଲରେ ଭର୍ତି କରାଯାଇଛି । ଏପରି ଅଭାବନରୀୟ ଘଟଣା…
Read More...

ରାମ ମନ୍ଦିର ହଲ୍ ଓ ଅକ୍ସଫୋଡ୍ ଇଂଜିନିୟରିଂ କଲେଜ୍ ସିଲ୍

ଭୁବନେଶ୍ୱର: କରୋନା ଗାଇଡ୍ ଲାଇନ୍କୁ ଉଲ୍ଳଘଂନ କରିଥିବା ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଆଜି ଶ୍ରୀରାମ ମନ୍ଦିର ହଲ୍କୁ ସିଲ୍ କରିଦେଇଛି । ବିଏମ୍ସିର ବିନା ଅନୁମତିରେ ଜନପଥରେ ଥିବା ରାମ ମନ୍ଦିର ପରସରେ ଥିବା ଫଙ୍କସନ୍ ହଲ୍ରେ ଏକ ଜନ୍ମଦିନ ଉତ୍ସବ ପାଳନ ହେଉଥିବାରୁ ହଲ୍କୁ…
Read More...

ରାଜ୍ୟରେ ୮୦୦ ମୁହାଁ କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ବଢିଚାଲିଥିଲା ବେେଳେ ଆଜି ଦିନକରେ ୭୧୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ୍ରୁ ୪୫୯ ଓ ସଙ୍ଗରୋଧରୁ ୩୩୨ଜଣ ଚିହ୍ନଟ ହୋଇଛନ୍ତି । ଆଜି ପୁରୀରେ ଜଣେ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ଘଟିଛି । ଫଳରେ…
Read More...

ଟିକା ଅଭାବରୁ ୪୦୦ କେନ୍ଦ୍ର ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ୪୫ବର୍ଷରୁ ଉଦ୍ଧ ବୟସ୍କକଙ୍କୁ ଟିକାକରଣ ଅଭିଯାନ ଯୋରଦାର ଚାଲିଥିଲା ବେଳେ ଟିକା ଅଭାବରୁ ୪୦୦ ଟିକା କରଣ କେନ୍ଦ୍ର ବନ୍ଦ ହୋଇଯାଇଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଟିକା ନପହଞ୍ଚିଲେ ରାଜ୍ୟରେ ଟିକାକରଣ ଠକ୍ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ତୁରନ୍ତ…
Read More...

୩ ସାଇବର ଠକ ଗିରଫ

ବେଲପାହାଡ: ଏକ ସାଇବର ଠକ ଗ୍ୟାଙ୍ଗର ୩ଜଣ ଠକଙ୍କୁ ବେଲପାହଡ ଥାନାର ଏକ ସାଇବର ଠକେଇ ମାମଲାରେ ଝାରସୁଗୁଡା ପୋଲିସ ଗିରଫ କରିଛି । ଏମାନଙ୍କୁ ସୁନ୍ଦରଗଡ ଜିଲ୍ଲା ଲେଫରିପଡା ଥାନା ଅଂଚଳରୁ ସୋମବାର ରାତିରେ ଗିରଫ କରାଯାଇଥିବା ସୂଚନା ମିଳିଛି । ଏମାନଙ୍କ ଠାରୁ ୯ଟି ମୋବାଇଲ ଫୋନ, ଗୋଟିଏ ସୋନି…
Read More...

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଗଣଧାରଣା

ବାଲିକୁଦା: ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦିରେ ବାଲିକୁଦା ବ୍ଲକ କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ଶଭା ଓ ଗଣଧାରଣା ବାଲିକୁଦା ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇ୍ାଇଛି । ସଭାପତି ବିକ୍ରମ କିଶୋର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବେ ପୂର୍ବତନ…
Read More...

କରୋନା ମୁକାବିଲା ନେଇ ଲୋକଙ୍କୁ କରାଯିବ ସଚେତନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ରାଜ୍ୟରେ ଅଧିକ ପୋଲିସ ମୁତୟନ କରିବା ସହ ୧୦ ଦିନ ପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ମୁଖ୍ୟମନ୍ତ୍ରୀ ପୋଲିସ୍ ମହାନିଦେ୍ର୍ଧଶକଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ଛତିଶଗଡ଼ ସୀମାନ୍ତରେ ଥିବା ରାଜ୍ୟର ପଶ୍ଚିମାଂଚଳ ଜିଲ୍ଲାମାନଙ୍କରେ…
Read More...

ଅପହୃତ ଯବାନଙ୍କ ଫଟୋ ଜାରି କଲେ ମାଓବାଦୀ

ବିଜାପୁର: ଛତିଶଗଡ଼ର ବିଜାପୁରରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ସମୟରେ ଜଣେ ଯବାନ ନିଖୋଜ ହୋଇଯାଇଥିଲେ। ନିଖୋଜ ଥିବା ଯବାନ ରାକେଶ୍ଵର ମାନହାସଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଏବେ ସ୍ପଷ୍ଟ ହୋଇଛି। ମାଓବାଦୀମାନେ ରାକେଶ୍ଵରଙ୍କ ଫଟୋ ସୋସିଆଲ ମିଡିଆରେ ଜାରି କରିଛନ୍ତି।…
Read More...

କୋଲମପଡ଼ା ଜଙ୍ଗଲରେ ଗୁଳିବିନିମୟ

ଫୁଲବାଣୀ: କନ୍ଧମାଳ ଜିଲା ଗୋଛଡ଼ା ଥାନା ଅନ୍ତର୍ଗତ କୋଲମପଡ଼ା ଗାଁ ନିକଟ ଜଙ୍ଗଲରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟ ସମୟରେ ମାଓବାଦୀମାନେ ଯବାନଙ୍କୁ ସାମ୍ନା କରି ନ ପାରି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି। ଗତ ସୋମବାର ଭୋର ସମୟରେ ଏହି…
Read More...

ବାପା ହେଲେ ବାବୁସାନ୍‍

ଭୁବନେଶ୍ୱର: ବାପା ହେଲେ ବାବୁସାନ୍‍। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଧର୍ମପତ୍ନୀ ତୃପ୍ତି ପଟିଆସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି। ଏହି ଖବର ଜଣାପଡ଼ିବା ପରେ ଓଲିଉଡ଼ର ଚକୋଲେଟ୍‍ ବୟ ଭାବେ ପରିଚିତ…
Read More...