Browsing Category

ରାଜ୍ୟ

୮ରେ ବର୍ଷା ଓ ବଜ୍ରପାତ

ଭୁବନେଶ୍ୱର : ରାଜ୍ୟରେ ୮ତାରିଖରୁ ତିନିଦିନ ଧରି ବିଭିନ୍ନ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ଆଶଙ୍କା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଏହି ସୁଚନା ଦିଆଯିବା ସହିତ କୁହାଯାଇଛି ଯେ, ଏଥିଲାଗି ସମ୍ପୃକ୍ତ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା…
Read More...

୫ଟି ପର୍ଯ୍ୟଟନ ସ୍ଥଳିରେ ରୋପ୍ୱେ ଲାଗି ଆକ୍ସନ ପ୍ଲାନ

ଭୁବନେଶ୍ୱର: ରାଜ୍ୟର ୫ଟି ପର୍ଯ୍ୟଟନ ସ୍ଥଳିରେ ରୋପ୍ୱେ ବ୍ୟବସ୍ଥା ଲାଗି ସରକାର ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରିଥିବା ନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହି ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ପୁରୀ ଓ ର୍କୋଣାକ ମଧ୍ୟରେ ରୋପ୍ୱେ ଲାଗି ଆସିଥିବା ପ୍ରସ୍ତାବ ସରକାରଙ୍କ…
Read More...

କରୋନା ଟିକାର ଘୋର ଅଭାବ: ୩ ଦିନ ଟିକାକରଣ ବନ୍ଦ

ବ୍ରହ୍ମପୁର: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଜୋର ଦେଉଛନ୍ତି । ହେଲେ ରାଜ୍ୟରେ କରୋନା ଟିକାର ଘୋର ଅଭାବ ଦେଖା ଦେଲାଣି । ଏପରିକି ଟିକାଦାନ କେନ୍ଦ୍ରରେ ନୋଟିସ ଲଗାଇ ଟିକା ନଥିବା ସୂଚନା ଦିଆଯାଇଛି । ବ୍ରହ୍ମପୁର…
Read More...

ଅସ୍ଥାୟୀ ବାଉଁଶ ପୋଲ ସ୍ଥାନରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ୱାଇଁଖଣ୍ଡ ପଂଚାୟତର କୁଶବଟ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ଛନ୍ଦା ନିକଟରେ ପ୍ରତିବର୍ଷ ଭଳି ଏଠାରେ ଖରାଦିନେ ଏକ ଅସ୍ଥାୟୀ ବାଉଁଶ ପୋଲ ଗ୍ରାମବାସୀଙ୍କ ଉଦ୍ୟମରେ ନିର୍ମାଣ ହୋଇଥାଏ । ଏହି ପୋଲ ଉପରେ ସାଇକେଲ, ମଟର ସାଇକେଲ ଯାତ୍ରୀ ମଧ୍ୟ ଯାତାୟତ…
Read More...

୪୧ତମ ପ୍ରତିଷ୍ଠା ଦିବସରେ ଭାରତୀୟ ଜନତା ଦଳର ଜନସେବା

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ରେଙ୍ଗାଲି କ୍ୟାମ୍ପ ଛକରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଂପାଦକ ନିରୋଜ ବାରିକଙ୍କ ତତ୍ୱାବଧାନରେ ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ ଏକ ନିଆରା ଢଙ୍ଗରେ ପାଳିତ ହୋଇଛି। ଏହି ଉପଲକ୍ଷେ ସାଧାରଣ ଜନତାଙ୍କୁ ଶୁଦ୍ଧ…
Read More...

ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଲାଗିଛି। ଦେଶ ସମେତ କିଛି ରାଜ୍ୟରେ ହୁ ହୁ ହୋଇ ପଜିଟିଭ ସଂଖ୍ୟା ବଢୁଥିବାରୁ ସ୍ୱତନ୍ତ୍ର ନିୟମ ଲାଗୁ କରାଯାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ…
Read More...

ଜମି ବିବାଦରୁ ଗୋଷ୍ଠୀ ସଂଘର୍ଷ

କଟକ: ଜମି ବିବାଦରୁ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଦୁଇ ପକ୍ଷ ମଧ୍ୟରେ ଗୁଳିମାଡ଼ ଯୋଗୁ ୨ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି। କଟକ ଜିଲା ବଡ଼ମ୍ବା ଅଞ୍ଚଳରେ ଏହି ଘଟଣା ଘଟିଛି। ଏଥିରେ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ…
Read More...

ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗି ଜେଲରୁ ଖସି ପଳାଇଲେ ୧୬ କଏଦୀ

ଯୋଧପୁର: ଜେଲ ଭିତରକୁ ଅସ୍ତ୍ରଶସ୍ତ୍ର ନେବା କଷ୍ଟକର। ଖାଲି ହାତରେ ବି ଜେଲ ସୁରକ୍ଷା କର୍ମଚାରୀଙ୍କର ମୁକାବିଲା କରିବା ସମ୍ଭବ ନୁହେଁ। ଶେଷରେ ଚଳଚ୍ଚିତ୍ର କାହାଣୀ ଢାଞ୍ଚାରେ ଜେଲ ସୁରକ୍ଷା କର୍ମଚାରୀଙ୍କ ମୁହଁକୁ ଲଙ୍କାଗୁଣ୍ଡ ଫିିଙ୍ଗି ଜେଲରୁ ଫେରାର ହୋଇଯାଇଛନ୍ତି ୧୬ କଏଦୀ। ଏହି ଘଟଣା…
Read More...

ମା’ ତାରିଣୀ ପୀଠରେ ବନ୍ଦ ରହିବ ଚଇତି ପର୍ବରେ ଭକ୍ତଙ୍କ ଦର୍ଶନ

କେନ୍ଦୁଝର: ରାଜ୍ୟରେ ବଢ଼ୁଥିବା କରୋନା ଗ୍ରାଫକୁ ଦେଖି ମାଆ ତାରିଣୀଙ୍କ ପୀଠରେ ଜାରି ହେଲା କଟକଣା । ମାଆଙ୍କ ଚଇତିପର୍ବ ପାଇଁ ଗାଇଡ୍ଲାଇନ୍ ଜାରି କରିଛି ପ୍ରଶାସନ । ନୂଆ ଗାଇଡ୍ଲାଇନ୍ ଅନୁସାରେ ପଣାସଂକ୍ରାନ୍ତି ଅବସରରେ ଦୁଇଦିନ ଭକ୍ତଙ୍କ ପାଇଁ ମାଆଙ୍କ ଦର୍ଶନ ବନ୍ଦ ରହିବ । ମାଆଙ୍କ ଦୈନିକ…
Read More...

ମୁହଁରେ ମାସ୍କ ନଥିବାରୁ ୨ ଦୋକାନ ସିଲ୍

ଝାରସୁଗୁଡା: ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅନ୍ୟ ଜିଲ୍ଲାଠାରୁ ଅଧିକ ରହୁଥିବା ବେଳେ ନିୟମକୁ ଆହୁରି କଡାକଡି କରିଛି ଜିଲ୍ଲା ପ୍ରଶାସନ । କୋଭିଡ ସଂକ୍ରମଣକୁ ପ୍ରତିହତ କରିବାକୁ ଝାରସୁଗୁଡ଼ାରେ ଚେକିଂକୁ କଡାକଡି କରାଯାଇଛି । ସାମାଜିକ ଦୂରତା ନ ରଖିବା ଏବଂ ଦୋକାନୀ ଓ…
Read More...