Browsing Category

ରାଜ୍ୟ

ଘରୋଇ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନକୁ ସିଲ୍‌ କଲା ବିଏମସି

ଭୁବନେଶ୍ଵର: ରାଜଧାନୀର ଏକ ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନକୁ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ସୋମବାର ସିଲ୍‌ କରିଦେଇଛି। ଏହି ଅନୁଷ୍ଠାନରୁ ୨୩ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଏହି ଶିକ୍ଷାନୁଷ୍ଠାନ ଭିତରକୁ କେହି ପ୍ରବେଶ
Read More...

ଯବାନଙ୍କୁ ହତ୍ୟାକଲେ ନକ୍ସଲ

ମାଲକାନଗିରି: ନକ୍ସଲଙ୍କ ବର୍ବର କାଣ୍ଡ । ଯବାନଙ୍କୁ ଅପହରଣ ପରେ କଲେ ହତ୍ୟା । ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିିଶଗଡର ବିଜାପୁର ଜିଲ୍ଲାର ପେଣ୍ଡୁମ୍ ଗାଁରେ । ଯବାନ ଜଣଙ୍କ ଶନିବାର ଛୁଟି ନେଇ ତାଙ୍କ ଶ୍ୱଶୁର ଘରକୁ ଯାଉଥିଲେ । ହେଲେ ବାଟରେ ତାଙ୍କୁ ନକ୍ସଲ୍ମାନେ ଅପହରଣ
Read More...

ବିଦ୍ୟୁତ ଆଘାତରେ ମା’-ପୁଅ ମୃତ

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ଗାଁରେ ବିଦ୍ୟୁତ ଆଘାତ ପାଇ ଜଣେ ମହିଳା ଓ ତାଙ୍କ ପୁତ୍ରର ମୃତ୍ୟୁ ଘଟିଛି । ମୃତ ମହିଳା ହେଉଛନ୍ତି ଚାନ୍ଦ ବିବି ଓ ତାଙ୍କ ୭ ବର୍ଷର ପୁଅ । ଗତରାତିରେ ନଳୀପୁର ଗାଁର ସାରା ବିବିଙ୍କ ଘରେ ବିଜୁଳି ସର୍ଟସର୍କିଟ୍ ଯୋଗୁଁ
Read More...

ବିନା ଚାପରେ ନିଷ୍ପତି ନିଅ

ରାଉରକେଲା: ସମାଜ ପ୍ରତି ଏନ୍ଆଇଟି ଛାତ୍ରଛାତ୍ରୀଙ୍କର ଅନେକ ଅବଦାନ ରହିଛି । ତେଣୁ ବିନା କୌଣସି ଚାପରେ ନିଷ୍ପତି ନେବାକୁ ହେବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରାମର୍ଶ ଦେଇଛନ୍ତି । ଆଜି ଏନଆଇଟି ରାଉରକେଲାର ୧୬ତମ ସମାବର୍ତନ ଉସôବରେ ରାଷ୍ଟ୍ରପତି ଶ୍ରୀ କୋବିଦ ଦୀକ୍ଷାନ୍ତ ଭାଷଣ
Read More...

ବନ୍ଧୁକ ମୁନରେ ୫୧ ହଜାରେ ଟଙ୍କା ଲୁଟ୍

ବାରିପଦା : ଶନିବାର, ବହଳଦା ଥାନା ଇଲାକା ବ୍ରାହ୍ମଣବୋସ୍ ଗ୍ରାମ ନିକଟରେ ଦିନ ପ୍ରାୟ ଗୋଟାଏ ବେଳେ ୪ଜଣ ଅଜଣା ବ୍ୟକ୍ତି ଫାଇନାନ୍ସ ଟଙ୍କା କଲେକ୍ସନ୍ କରି ଫେରୁଥିବା ବେଳେ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ଆସିଷ୍ଟାନ୍ଟ ମ୍ୟାନେଜର ଶ୍ରୀ ମହେଶ ଦାସଙ୍କ ଠାରୁ ୫୧
Read More...

ଘର ତାଲାଭାଙ୍ଗି ଲୁଟିନେଲେ ସୁନା ଓ ଟଙ୍କା

ଗୁଣପୁର: ସ୍ଥାନୀୟ ବାଇପାସ୍‍ ନିକଟସ୍ଥ ଗଣେଶନଗରରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଘରେ କେହି ନଥିବାବେଳେ ଦୃବୃର୍ତ୍ତମାନେ ଚାବି ଭାଙ୍ଗି ସୁନା, ଟଙ୍କା ଓ ଆସବାବପତ୍ର ଲୁଟି ନେଇଛନ୍ତି । ଗତ ୩ଦିନ ତଳେ ଅବସରପ୍ରାପ୍ତ କର୍ମଚାରୀ କମଳଲୋଚନ ବାଉରୀଙ୍କ ସ୍ୱାସ୍ଥ୍ୟଖରାପ ଥିବାରୁ ସେ ଓ ତାଙ୍କ
Read More...

ଗ୍ୟାସ ଟ୍ୟାଙ୍କର–ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା

ଅନୁଗୁଳ: ଅନୁଗୁଳ ଜିଲା ଜରପଡା ଥାନା ଅଞ୍ଚଳ ୫୫ନ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ଗ୍ୟାସ ଟ୍ୟାଙ୍କର ଓ ଆମ୍ବୁଲାନ୍ସ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବ ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ
Read More...

ରାଉରକେଲାରେ ରାଷ୍ଟ୍ରପତି

ରାଉରକେଲା: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସି ରବିବାର ରାଉରକେଲାରେ ପହଞ୍ଚିଛନ୍ତି। ଏଠାରେ ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ। ରବିବାର ପୂର୍ବାହ୍ନରେ ଭୁବନେଶ୍ଵର ବିମାନବନ୍ଦରରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର
Read More...

ଭୁବନେଶ୍ୱରରେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିଦ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରରେ ପହଂଚଛନ୍ତି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଶ୍ରୀ କୋବିଦ ସସ୍ତ୍ରିକ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିପବା ପରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ,
Read More...

ଚିଲିକା ଉପୂକଳ ଅଂଚଳରେ ହାତୀ ଉପଦ୍ରବ

ବ୍ରହ୍ମଗିରି: ସମାଜ ଅଧୁନିକତା ଆଡକୁ ଗତିକରିଥିବା ବେଳେ ମାନବସମାଜ ନିଜର ସୁଖଶାନ୍ତି ପାଇଁ ବଣ-ଜଙ୍ଗଲରୁ ଗଛଲତା କାଟିଦେଉଥିବାରୁ ବଣରେ ରହୁଥିବା ଯନ୍ତୁମାନେ ହିଂସ୍ରପରାୟଣ ହୋଇ ଗାଁଗହଳିକୁ ମାଡିଆସି ପ୍ରତ୍ୟେକ ବର୍ଷ ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ·ଷୀ ଓ ଗ୍ରାମବାସୀମାନେ ଭୟଭିତ
Read More...