Browsing Category

ରାଜ୍ୟ

ମଦ ପିଇବାକୁ ଟଙ୍କା ନଦେବାରୁ ହଣାଖାଇଲେ ପତ୍ନୀ ଓ ବାପା

ଭଞ୍ଜନଗର: ମଦ ପିଇବାକୁ ଟଙ୍କା ମାଗି ଏଥିରେ ବିଫଳ ହେବାରୁ ରାଗରେ ଏକ ଧାରୁଆ ଅସ୍ତ୍ରରେ ନିଜ ପତ୍ନୀ ଓ ବାପାଙ୍କୁ ହାଣିବା ଭଳି ଏକ ଅଭାବନୀୟ ଘଟଣା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି । ମିଳିଥିବା ସୁଚନା ପ୍ରକାରେ ଶିଶୁଣ୍ଡା ଗ୍ରାମର ଗୋପୀନାଥ…
Read More...

ରାତି ଅଧରେ ବାଲି ଚୋରା ଚାଲାଣ

ନିମାପଡା: ନିମାପଡା ବ୍ଲକ ଅଂଚଳରେ ବ୍ୟାପକ ମାତ୍ରାରେ ବାଲିମାଟି ଚୋରାଚାଲାଣ ହେଉଛି । ଏଥିପ୍ରତି ତହସିଲଦାର କିମ୍ବା କୌଣସି ରାଜସ୍ୱ ନିରୀକ୍ଷକ ଦୃଷ୍ଟି ନଦେବାରୁ ସରକାରଙ୍କର କୋଟି କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟ ଲୁଣ୍ଠନ ହେଉଛି । କେଉଁ କାରଣରୁ ରାଜସ୍ୱ ବିଭାଗ ଏହି ଘଟଣା ଉପରେ ରୋକ…
Read More...

ଶାମଳ ଜଙ୍ଗଲରେ ଲାଗିଛି ନିଆଁ

ଭୁବନ: ଭୁବନ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ସ୍ଥ ଶାମଳ ଜଙ୍ଗଲରେ ଆଜି ମଧ୍ୟାହ୍ନରେ କୌଣସି ଦୁର୍ବୃତ ନିଆଁ ଲଗାଇଦେଇ ଥିବାରୁ ଶହଶହ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି । ଏ ସଂପର୍କରେ ଖବର ପାଇ ଭୁବନ ଫରେଷ୍ଟ ରେଞ୍ଜ ଅଫିସର ଅନୀତା ସେଠୀ ଙ୍କ ତତ୍ୱାବଧାନରେ…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ଜଣେ ଆହତ

ଗୁଣପୁର: ଗୁଣୁପୁର ବାଇପାସ ରାସ୍ତା ପାର୍ଶ୍ଵରେ ଥିବା ଏକ ଗାଡି ସର୍ଭିସିଂ ସେଣ୍ଟରେ କାମ କରୁଥିବା ବେଳେ ୧୧କେଭି ବିଦ୍ୟୁତ ସପ୍ଲାଇ ତାର ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ପ୍ରାପ୍ତ ଖବରରୁ ଜଣାପଡିଛି ଯେ, ପ୍ରଧାନୀଗୁଡା ଗ୍ରାମର କୋଲକା ରାଜୁ (୨୫)…
Read More...

ରାଉରକେଲାର ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଭଙ୍ଗାରୁଜା

ରାଉରକେଲା: ଉଦ୍‌ଘାଟନର ଦିନକ ପରେ ହସ୍ପିଟାଲରେ ଭଙ୍ଗାରୁଜା କରିଛନ୍ତି ଲୋକେ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଉରକେଲାସ୍ଥିତ ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲରେ। ହସ୍ପିଟାଲରେ କର୍ମଚାରୀ ଏବଂ ଡାକ୍ତର ନ ଥିବାରୁ କିଛି ସଂଗଠନ ଏବଂ ସ୍ଥାନୀୟ ଲୋକେ ଏହି ଭଙ୍ଗାରୁଜା…
Read More...

ରାଜ୍ୟରେ ୧୪୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୪୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୮୭ ଜଣ କ୍ୱାରେଣ୍ଟାଇନରୁ ଏବଂ ୫୯ ସ୍ଥାନୀୟ ସଂକ୍ରମଣ ମାମଲା ରହିଛି। ୧୪୬ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ…
Read More...

ଯାତ୍ରା ଟିକେଟକୁ କେନ୍ଦ୍ର କରି ଗଣ୍ଡଗୋଳ, ଜାଳିଦେଲେ କମିଟି ସଦସ୍ୟଙ୍କ ଅଟୋ

ବାଲେଶ୍ବର: ବାଲେଶ୍ବର ଜିଲା ଖଇରା ଥାନା ଅନ୍ତର୍ଗତ ଗଣ୍ଡିବେଡ଼ ବଜାରରେ ଯାତ୍ରା ଟିକେଟକୁ ନେଇ ଗଣ୍ଡଗୋଳ। କମିଟି ସଦସ୍ୟଙ୍କ ଅଟୋ ଜାଳିଦେଳେ ନିଶାସକ୍ତ ଯୁବକ। ସୂଚନା ଅନୁସାରେ, ଗଣ୍ଡିବେଡ଼ ବଜାର ନିକଟରେ ରଙ୍ଗମହଲ ଯାତ୍ରା ପାର୍ଟି କାଲି ପ୍ରଥମ ରାତି ଯାତ୍ରା ପରିବେଷଣ କରୁଥିଲା।…
Read More...

ଘରୋଇ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନକୁ ସିଲ୍‌ କଲା ବିଏମସି

ଭୁବନେଶ୍ଵର: ରାଜଧାନୀର ଏକ ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନକୁ ଭୁବନେଶ୍ଵର ମହାନଗର ନିଗମ (ବିଏମସି) ସୋମବାର ସିଲ୍‌ କରିଦେଇଛି। ଏହି ଅନୁଷ୍ଠାନରୁ ୨୩ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଏହି ଶିକ୍ଷାନୁଷ୍ଠାନ ଭିତରକୁ କେହି ପ୍ରବେଶ…
Read More...

ଯବାନଙ୍କୁ ହତ୍ୟାକଲେ ନକ୍ସଲ

ମାଲକାନଗିରି: ନକ୍ସଲଙ୍କ ବର୍ବର କାଣ୍ଡ । ଯବାନଙ୍କୁ ଅପହରଣ ପରେ କଲେ ହତ୍ୟା । ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିିଶଗଡର ବିଜାପୁର ଜିଲ୍ଲାର ପେଣ୍ଡୁମ୍ ଗାଁରେ । ଯବାନ ଜଣଙ୍କ ଶନିବାର ଛୁଟି ନେଇ ତାଙ୍କ ଶ୍ୱଶୁର ଘରକୁ ଯାଉଥିଲେ । ହେଲେ ବାଟରେ ତାଙ୍କୁ ନକ୍ସଲ୍ମାନେ ଅପହରଣ…
Read More...

ବିଦ୍ୟୁତ ଆଘାତରେ ମା’-ପୁଅ ମୃତ

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ଗାଁରେ ବିଦ୍ୟୁତ ଆଘାତ ପାଇ ଜଣେ ମହିଳା ଓ ତାଙ୍କ ପୁତ୍ରର ମୃତ୍ୟୁ ଘଟିଛି । ମୃତ ମହିଳା ହେଉଛନ୍ତି ଚାନ୍ଦ ବିବି ଓ ତାଙ୍କ ୭ ବର୍ଷର ପୁଅ । ଗତରାତିରେ ନଳୀପୁର ଗାଁର ସାରା ବିବିଙ୍କ ଘରେ ବିଜୁଳି ସର୍ଟସର୍କିଟ୍ ଯୋଗୁଁ…
Read More...