ବରମୁଣ୍ଡା ଶିଶୁମନ୍ଦିରର ସଫଳତା
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଛାତ୍ରଛାତୀମାନେ ଚଳିତ ଶିକ୍ଷାବର୍ଷରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ବୃତି ପରୀକ୍ଷାରେ ଅଦ୍ଭୁତପୁର୍ବ ସଫଳତା ହାସଲ କରି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ଭୁବନେଶ୍ୱର ଶିକ୍ଷାଜିଲ୍ଲାର ସଫଳତା ମଧ୍ୟରେ!-->…
Read More...
Read More...