ବନ୍ଧୁକ ଦେଖାଇ ଲୁଟିଲେ ୨୧ଲକ୍ଷ
ସୋନପୁର: ସୁବର୍ଣ୍ଣପୁର ବାଘାଲାପୁର ଛକ ନିକଟରେ ଆଜି ବନ୍ଧୁକ ଦେଖାଇ ଦୁର୍ବୃତ ୨୧ ଲକ୍ଷ ଟଙ୍କା ଲୁୁଟି ନେଇଛନ୍ତି । ଏଟିଏମ୍ରେ ଟଙ୍କା ଭରିବାକୁ ଯିବା ବେଳେ ଲୁଟି ନେଲେ ଲୁଟେରା । ୩ ବାଇକ୍ରେ ଆସିଥିବା ୬ଜଣ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି । ବ୍ୟା୍ଙ୍କ ଅଫ୍!-->…
Read More...
Read More...