Browsing Category

ରାଜ୍ୟ

୨୦ଲିଟର ଦେଶୀମଦ ଜବତ, ଜଣେ ଗିରଫ

ରାମନାଗୁଡା: ଦେଶୀମଦ ଚୋରାଚାଲାଣ ଅଭିଯୋଗରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ଫାଣ୍ଡି ପୁଲିସ ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଲେ ମୁକୁନ୍ଦପୁର ନିକଟସ୍ଥ ଜାଗାଡାପଦର ଗ୍ରାମର ପ୍ରତାପ ଚନ୍ଦ୍ର ଲାବଲା। ଏକ ହିରୋ ବାଇକ ଯୋଗେ ମୁକୁନ୍ଦପୁରୁ ଠାରୁ ଗୁମୁଡା ଦେଶୀମଦ ବିକ୍ରି ପାଇଁ…
Read More...

କଟକ ସ୍ଥିତ ଘରୋଇ କଲେଜରେ ବୁଧବାର ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ

କଟକ: କଟକ ଲିଙ୍କ‌ରୋଡ଼ ସ୍ଥିତ ଘରୋଇ କଲେଜରେ ବୁଧବାର ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ କଲେଜରୁ ପୁଣି ୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁରୁବାର ୭୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୩ ଜଣଙ୍କ ରିପୋର୍ଟ…
Read More...

ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀର ଟଙ୍କପାଣି ରୋଡରେ ଶୁକ୍ରବାର ଏକ ଅଘଟଣ ଘଟିଛି। ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି। କାମ ବେଳେ ଶ୍ୱାସ ରୁଦ୍ଧ ହୋଇଯିବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ…
Read More...

ରାଜ୍ୟରେ ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଛି। ଆଉ ୧୧୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି।ସଙ୍ଗରୋଧରୁ ୬୪, ସ୍ଥାନୀୟ ୪୬। ମୋଟ ପଜିଟିଭ ସଂଖ୍ୟା ୩,୩୮,୫୯୯କୁ ବୃଦ୍ଧି ପାଇଛି। ୩,୩୫,୯୨୩ ସୁସ୍ଥ ହୋଇ ଘରକୁ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୩ ମୃତ

ନୟାଗଡ : ନୟାଗଡ ଜିଲା ଶରଣକୁଳ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଠାରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ୨ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଓ ଗୁରୁତରଙ୍କ ପରିଚୟ ଅସ୍ପଷ୍ଟ ରହିଛି।…
Read More...

ରାଜ୍ୟରେ ୧୦୮୨ଟି ସ୍ଥାନରେ ଜଳୁଛି ଜଙ୍ଗଲ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଜଙ୍ଗଲ ଜଳିବା ଘଟଣା ହ୍ରାସ ପାଇଛି । ଗତକାଲି ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡା ଜଙ୍ଗଲ ନିକଟ ପାହାଡରେ ଲାଗିଥିବା ନିଆଁକୁ ପ୍ରଶମିତ କରାଯାଇଛି । ଆଜି ମଧ୍ୟ ରାଜ୍ୟର କେତେକ ସ୍ଥାନରେ ସୃଷ୍ଟି ହୋଇଥିବା ଜଙ୍ଗଲ ନିଆଁ ଆୟତାଧୀନ ରହିଥିବା ନେଇ ଟାସ୍କଫୋର୍ସ…
Read More...

କୋଭିଡ କଟକଣା ମଧ୍ୟରେ ପିପିଲି ନିର୍ବାଚନ

ଭୁବନେଶ୍ୱର: କୋଭିଡ-୧୯ କଟକଣା ମଧ୍ୟରେ ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶୁଶୀଲ କୁମାର ଲେହାନୀ କହିଛନ୍ତି । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ସେ କହିଛନ୍ତି ଯେ, କୋଭିଡ୍ ଗାଇଡ୍ଲାଇନ୍ ମାନି ଭୋଟ୍ ଗ୍ରହଣ…
Read More...

ବନ୍ଧୁକ ଦେଖାଇ ଲୁଟିଲେ ୨୧ଲକ୍ଷ

ସୋନପୁର: ସୁବର୍ଣ୍ଣପୁର ବାଘାଲାପୁର ଛକ ନିକଟରେ ଆଜି ବନ୍ଧୁକ ଦେଖାଇ ଦୁର୍ବୃତ ୨୧ ଲକ୍ଷ ଟଙ୍କା ଲୁୁଟି ନେଇଛନ୍ତି । ଏଟିଏମ୍ରେ ଟଙ୍କା ଭରିବାକୁ ଯିବା ବେଳେ ଲୁଟି ନେଲେ ଲୁଟେରା । ୩ ବାଇକ୍ରେ ଆସିଥିବା ୬ଜଣ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି । ବ୍ୟା୍ଙ୍କ ଅଫ୍…
Read More...

ପଞ୍ଚମ ଦିନ ବି ଗୃହ ଅଚଳ କଲେ

ଭୁବନେଶ୍ୱର: ଧାନକିଣାରେ ଅବବ୍ୟସ୍ଥା ଏବଂ ବିଧାୟକଙ୍କ କ୍ଷମା ଦାବି କରି ଆଜି କ୍ରମାଗତ ପଞ୍ଚମ ଦିନପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ବିଧାନସଭାକୁ ଅଚଳ କରିଦେଇଛନ୍ତି । ଫଳରେ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ୨ଥରରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବାକୁ ବାଧ୍ୟ…
Read More...

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ : ଶିକ୍ଷକ ଫେରାର୍

ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ପାଠ ପଢାଉଥିବା ଶିକ୍ଷକ ବାରମ୍ବାର ଦୁଷ୍କର୍ମ କରିଥିବା ମ.ରାମପୁର ଥାନାରେ ଅଭିଯୋଗ ହୋଇଛି । ବର୍ତମାନ ଶିକ୍ଷକ ଫେରାର ଥିବା ଜଣାପଡିଛି । ପ୍ରାପ୍ତ ସୂଚନାମତେ ମ.ରାମପୁର ବ୍ଲକ ବେଲଗାଁ ୟୁଜିଏମଇ…
Read More...