Browsing Category

ରାଜ୍ୟ

ଦାମନଯୋଡିରେ ପୁଲିସ-ବିସ୍ଥାପିତ ମୁହାମୁହିଁ

କୋରାପୁଟ : କୋରାପୁଟ ଜିଲା ଦାମନଯୋଡିରେ ପୁଲିସ-ବିସ୍ଥାପିତ ମୁହାମୁହିଁ ହୋଇଥିବା ନେଇ ଶନିବାର ଖବର ମିଳିଛି। ଉଭୟଙ୍କ ମଧ୍ୟରେ ପଥର ଫିଙ୍ଗାପିଙ୍ଗି ସହ ପ୍ରାୟ ୫୪ରୁ ଅଧିକ ବିକ୍ଷୋଭକାରୀ ବିସ୍ଥାପିତଙ୍କୁ ପୁଲିସ ଗିରଫ କରିଛି। ଏହି କାରଣରୁ ଅଁଳାବାଡିରୁ ନାଲକୋ ମାଇନ୍ସ ଯାଏଁ ୧୪୪ ଧାରା ଜାରି…
Read More...

ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାରଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଶନିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ୨୧ ତାରିଖ ଦିନ ସକାଳେ ରାଉରକେଲା ଯାଇ ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ଶ୍ରୀ କୋବିନ୍ଦ ଯୋଗଦେବେ। ପରେ ସେଠାରେ…
Read More...

ଡମ୍ପିଂୟାର୍ଡରେ ନିଆଁ ଭୟ

ଚନ୍ଦକା : ଦାରୁଠେଙ୍ଗର ଭୁଆଶୁଣୀ ଡମ୍ପିଂୟାର୍ଡ ଅଗ୍ନିକାଣ୍ଡ ଭୟ ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ଓ ରୌଦ୍ରତାପ କାରଣରୁ ଡମ୍ପିଂୟାର୍ଡରେ ଗଦା ହୋଇଥିବା ବର୍ଜ୍ୟବସ୍ତୁରେ କେତେବେଳେ ଯେ ଅଗ୍ନିକାଣ୍ଡ ନ ଘଟିବ, ତାହା କଳନା କରିବା ମୁସ୍କିଲ। ଏହା ଭିତରେ…
Read More...

ନିଜ ଜନ୍ମ ମାଟିକୁ ଫେରିଯିବ ‘ସୁନ୍ଦରୀ’‌

ଅନୁଗୋଳ/ବନ୍ତଳା : ସାତକୋଶିଆରୁ ସରିଯିବ ବାଘୁଣୀ ‘ସୁନ୍ଦରୀ’ର ଅଧ୍ୟାୟ। ବହୁ କଳ୍ପନାର ଅନ୍ତ ଘଟାଇ ନିଜ ଜନ୍ମ ମାଟିକୁ ଫେରିଯିବ ସୁନ୍ଦରୀ। କାହ୍ନା ଜାତୀୟ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଯାଇଛି ବାଘୁଣୀର ବାହୁଡା ପ୍ରକ୍ରିୟା। ବାଘୁଣୀକୁ…
Read More...

ଧାନ ବିକ୍ରୀରୁ ବଞ୍ଚିତ ହେବେନି ପଞ୍ଜିକୃତ ଚାଷୀ

ଭୁବନେଶ୍ୱର : ରାଜ୍ୟରେ ଧାନ ବିକ୍ରୀରୁ କୌଣସି ପଞ୍ଜିକୃତ ଚାଷୀ ବଞ୍ଚିତ ହେବେ ନାହିଁ ବୋଲି ଆଜି ବିଧାନସଭାରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘୋଷଣା କରିଛନ୍ତି । ଆଜି ବିଧାନସଭାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚି ଅନୁଯାୟୀ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଧାନମଣ୍ଡି…
Read More...

ଟ୍ରାନ୍ସଫର୍ମରରେ ଜଳିଗଲେ ଚାଷୀ

ବନ୍ତଳା: ଅନୁଗୁଳ ସଦର ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ଜଣେ ଚାଷୀ ଜଳି ଯାଇ ମୃତ୍ୟୁବରଣ କରିଛନ୍ତି । ପ୍ରାପ୍ତ୍ ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ୍ ମୂଷାପାପୁଲି ଗ୍ରାମର ପ୍ରକାଶ ସାହୁ (୪୨)ଙ୍କ ଆମ୍ବତୋଟା ନିକଟରେ ଏକ ଚାଷକ୍ଷେତ ରହିଛି ।…
Read More...

ହୋଲିରେ ଲାଗିଲା କଟକଣା

କଟକ: ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ହୋଲି ଓ ଦୋଳ ମେଳନ ଉସôବ ଉପରେ କଟକଣା ଜାରି କରିଛନ୍ତି । ଦୋଳ ମେଳନରେ ୨୦୦ ଲୋକରୁ ଉଦ୍ଧ୍ୱର୍ ଗହଳି ନିଷିଦ୍ଧ ହୋଇଥିଲା ବେଳେ ଡାକବାଜି ଯନ୍ତ୍ର ବାଜିବା ଉପରେ କଟକଣା ଜାରି କରାଯାଇଛି । ସେହିପରି ଦୋଳ…
Read More...

ବରିଷ୍ଠ ନାଗରିକ ନେଲେ କୋଭିଡ ଟୀକା

କୋରେଇ: ଆଜି ପାଣିକୋଇଲି କଳ୍ୟାଣ ମଣ୍ଡପରେ ବରିଷ୍ଠ ନାଗରିକ ମାନଙ୍କୁ କୋଭିଡ ଟୀକା କରଣ କରାଯାଇଛି । କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତତ୍ୱାବଧାନରେ ଏହି ଟୀକାଦାନ କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) ସୁଧାଂଶୁ ଖେଖର ବଳ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।…
Read More...

ଭାରତୀୟ ଜୀବନ ବୀମା ନିଗମ କର୍ମ·ରୀଙ୍କ ଧାରଣା

ଖୋର୍ଦ୍ଧା: ଭାରତୀୟ ଜୀବନ ବୀମା ନିଗମ ଖୋର୍ଦ୍ଧା ଶାଖାର କର୍ମ·ରୀମାନେ ମିଳିତ ମଂଚର ଆହ୍ୱାନ କ୍ରମେ ତିନି ଦଫା ଦାବୀ ନେଇ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସେମାନଙ୍କ ଦାବୀ ଗୁଡ଼ିକ ହେଲା ଭାରତୀୟ ଜୀବନ ବୀମା ନିଗମରୁ ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ, ବିଦେଶୀ ପୁଞ୍ଜି…
Read More...

୬୫ ଜଣ ନୂତନ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ଭୁବନେଶ୍ୱର: ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟସଂପଦର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ରାଜ୍ୟ ସରକାର କୃଷକମାନଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ମାଛଚାଷ କୃଷକମାନଙ୍କ ଆୟବୃଦ୍ଧିରେ ବିଶେଷ ସହାୟକ ହୋଇପାରୁଛି ବୋଲି କୃଷି ଓ କୃଷକ ସଶକ୍ତିକରଣ,…
Read More...