ସାହି ମଝିରେ ଯୁବକଙ୍କୁ ଦୁର୍ବୃତଙ୍କ ମରଣାନ୍ତକ ଆକ୍ରମଣ
ପୁରୀ: ସାହି ମଝିରେ ଯୁବକଙ୍କ ଦୁବୃତମାନେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମଙ୍ଗଳବାର ଖବର ମିଳିଛି । ଏଭଳି ଅଭାବନୀୟ ଘଟଣା ପୁରୀ ଜିଲ୍ଲା ଅନ୍ତର୍ଗତ ବାସେଳୀ ସାହି ଥାନା ମିଶ୍ରସାହିରେ ଘଟିଛି । ଦୁର୍ବୃତମାନେ ଉକ୍ତ ଯୁବକଙ୍କୁ ଗୋଡାଇ ଗୋଡାଇ ମାରାଣାସ୍ତ୍ରରେ ହାଣିଛନ୍ତି । ଯୁବକଙ୍କ ପରିଚୟ!-->…
Read More...
Read More...