Browsing Category

ରାଜ୍ୟ

ଜୁୁନ୍ ପହିଲାରୁ ହଲ୍ ମାର୍କା ସୁନା ବିକ୍ରି ବାଧ୍ୟତାମୂଳକ

ଭୁବନେଶ୍ୱର: ଆସନ୍ତା ଜୁନ୍ ପହିଲାରୁ ରାଜ୍ୟରେ ହଲ୍ମାର୍କ ସୁନା ବିକ୍ରି ବାଧ୍ୟତା ମୂଳକ ହେବ ବୋଲି ଖାର୍ଦ୍ୟ, ଯୋଗାଣ ଏବଂ ଖାଉଟି ବ୍ୟାପାର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଉଭୟ ସହର ଓ ଗ୍ରାମାଞ୍ଚଳରେ ସୁନା ଦୋକାନ ପାଇଁ ଏହା ଲାଗୁ ହେବ । ଫଳରେ ଗ୍ରାହକ ଆଉ ସୁନା ଠକେଇ
Read More...

ବିଏମ୍ସିର ବର୍ଦ୍ଧିତ ହୋଲ୍ଡିଂ ଟିକସ ସ୍ଥଗିତ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ବର୍ଦ୍ଧିତ ହୋଲ୍ଡିଂ ଟିକ୍ସ୍ ବୃଦ୍ଧି ସ୍ଥଗିତ ରଖାଯାଇଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ହାଇକୋର୍ଟରେ ମାମଲା ବିଚାରଧିନ ଥିବାରୁ
Read More...

ଚାଲିପାରିଲାନି ବିଧାନସଭା

ଭୁବନେଶ୍ୱର: ଶାସକ ଓ ବିରୋଧି ଦଳର ସଦସ୍ୟମାନେ ପୁଣି ମୁହାଁମୁହିଁ ହେବା ଯୋଗୁଁ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବିଧାନସଭା ଅଧିବେଶନ ଅଚଳ ହୋଇ ପଡିଛି । ଏପରିକି ମଧ୍ୟ ଗୁରତ୍ୱପୂର୍ଣ୍ଣ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇପାରିନାହିଁ । ଧାନ ମଣ୍ଡିର ଅବବ୍ୟସ୍ଥା ଏବଂ ବିଧାୟକ ଆତ୍ମହତ୍ୟା ଉଦ୍ୟମକୁ
Read More...

ଶ୍ରୀ ରାମ ମନ୍ଦିର ପାଇଁ ଓଡିଶାରୁ ୪୨କୋଟି ଟଙ୍କାରୁ ଉର୍ଦ୍ଧ ଆଦାୟ

ଭୁବନେଶ୍ୱର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆରମ୍ଭ କରା ଯାଇଥିବା ନିଧି ସମର୍ପଣ ଅଭିଯାନରେ ଓଡିଶା ବାସୀ ମାନେ ୪୨କୋଟି ଟଙ୍କାରୁ ଅଧିକ ରାଶି ନିଧି ସମର୍ପଣ କରିଛନ୍ତି । ଓଡିଶାବାସୀଙ୍କର ଏଭଳି ଉତ୍ସାହପ୍ରଦ ସହଯୋଗ ପାଇଁ ଶ୍ରୀରାମ ଜନ୍ମଭୂମି ମନ୍ଦିର
Read More...

ଶ୍ରୀ ମନ୍ଦିରରେ ଉନ୍ମତ କାଣ୍ଡ କରି ନାଗାବାବା ଗିରଫ

ପୁରୀ: ଶ୍ରୀମନ୍ଦିର ନିୟମ ଉଲ୍ଲଘଂନ କରି ପବିତ୍ର ରୋହିଣୀ କୁଣ୍ଡ ଉପରେ ଘୋଡ଼ା ଯାଇଥିବା କାଠ ପଟ୍ଟାକୁ କାଢ଼ି ଫୋପାଡ଼ିବା, କର୍ତ୍ତବ୍ୟରତ ଶ୍ରୀଜଗନ୍ନାଥ ମନ୍ଦିର ଜେଟିପି କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, ଦୁର୍ବ୍ୟବହାର କରିବା ଓ ହତ୍ୟା ଧମକ ଦେବା ଅଭିଯୋଗରେ ସିଂହଦ୍ୱାର
Read More...

ଦୁଇ ବାଇକ୍ ମୁହାଁମୁହିଁ, ଜଣେ ମୃତ

ବାଲିକୁଦା: ରବିବାର ସକାଳ ଦଶଟା ସମୟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଖବର ମିଳିଛି । ବନ୍ଦର ସାମୁଦ୍ରିକ ଥାନା ଅନ୍ତର୍ଗତ ମାଙ୍କଡ଼ଖିଆ ଠାରେ ଏହି ଘଟଣା ଘଟିଛି । ଥାନାଧିକାରୀ ଜଗତସିଂହପୁର
Read More...

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ବାପ ପୁଅ ଗିରଫ

ବୌଦ୍ଧ/ହରଭଙ୍ଗା: ଜଙ୍ଗଲରେ ଲାଗିଥିବା ନିଆଁ ବନ ବିଭାଗର ନିଦ ହଜାଇ ଦେଇଛି। ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ଜିଲ୍ଲାରେ ବନାଗ୍ନି ସଚେତନତା ରଥ ବୁଲୁଛି। ସେପଟେ ବନ୍ୟଜନ୍ତୁ ଶିକାର ଓ କାଠ କୋଇଲା ସଂଗ୍ରହ ପାଇଁ ଜଙ୍ଗଲ ନିଆଁ ଲଗାଉଥିବା ଜଣାଯାଇଛି। ଏହାକୁ ରୋକିବା
Read More...

ବିଧାୟକ କ୍ଷମା ମାଗନ୍ତୁ : ବାଚସ୍ପତି

ଭୁବନେଶ୍ୱର: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କରିବା ପ୍ରସଙ୍ଗରେ ବାଚସ୍ପତି ଶୀ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ବିଧାନସଭା ଭିତରେ ଆତ୍ମହତ୍ୟା ଉଦ୍ରମ କରିବା ବେଆଇନ୍ । ଏହି ଭୁଲ୍ ପାଇଁ ସେ କ୍ଷମା ମାଗିବାରେ ଅସୁବିଧା କେଉଁଠି ବୋଲି ବାଚସ୍ପତି
Read More...

ଶିମିଳିପାଳ ଜଙ୍ଗଲରେ ନିଆଁ ଆୟତ : ଟାସ୍କ ଫୋର୍ସ

ଭୁବନେଶ୍ୱର: ନ୍ୟାସ୍ନାଲ୍ ରିମୋଟ୍ ସେନ୍ସିଂ ସେଂଟର(ଏନଆରଏସସି), ହାଇଦ୍ରାବାଦର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଶିମିଳିପାଳ ଜଙ୍ଗଲରେ ନିଆଁ ସମ୍ପୂର୍ଣ୍ଣ ହ୍ରାସ ପାଇଛି । ଏଫଏସଆଇ ଦେହରାଡୁନ୍, ସୂଚନା ଅନୁଯାୟୀ ଶନିବାର ରାଜ୍ୟର ୩୪୧ଟି ଜଙ୍ଗଲ ଅଗ୍ନି ସତର୍କ ସୂଚନା ରହିଛି । ଗତକାଲି ୭୦୧ଟି
Read More...

ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସ୍ୱଛ ଭାରତ କାର୍ଯ୍ୟକ୍ରମ

କୋକସରା: କୋକସରା ବ୍ଲକ ଆମପାଣି ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଆମପାଣି ଗ୍ରାମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଆମପାଣି ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ବିନୟ ଭୂଷଣ ପ୍ରଧାନ, ଆମପାଣି ଥାନା ଅଧିକାରୀ ପୁଷ୍ପାଳି ନିଙ୍ଗି, ଆମପାଣି ସରପଞ୍ଚ
Read More...