Browsing Category

ରାଜ୍ୟ

ପାଣି ପାଇଁ ପ୍ରତିବାଦ

ଭୁବନେଶ୍ବର: ରାଜଧାନୀରେ ଗତ କିଛି ଦିନ ହେବ ତାତି ବଢ଼ିବାରେ ଲାଗିଛି। ସହରବାସୀଙ୍କୁ ଏବେଠାରୁ ପିଇବା ପାଣି ଚିନ୍ତା ଘାରିଲାଣି। ଦୁଇ ଓଳି ଲୋକଙ୍କୁ ପାଣି ଯୋଗାଇ ଦିଆଯାଉ ନାହିଁ। ଅଚଳ ନଳକୂପ ସଜଡ଼ା ଯାଉନି, ପୋତି ହୋଇଥିବା କୂଅର ପୁନରୁଦ୍ଧାର କରାଯାଉ ନାହିଁ। ପାଣି ପାଇପ୍‌ ନେଇଥିବା
Read More...

କଳିଙ୍ଗ ଷ୍ଟାଡିୟମରେ ବିଜୁ ପଟ୍ଟନାୟକ ମିନି ମାରାଥନ୍‍ ଅନୁଷ୍ଠିତ

ଭୁବନେଶ୍ୱର: ମହାନ ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ବାର୍ଷିକୀ ଅବସରରେ ବାର୍ଷିକ ବିଜୁ ପଟ୍ଟନାୟକ ମିନି ମାରାଥନ୍‍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି। କ୍ରୀଡ଼ା ଏବଂ ଯୁବ ସେବା ବିଭାଗ(ଡିଏସ୍‍ୱାଇଏସ୍‍) ପକ୍ଷରୁ ଆୟୋଜିତ
Read More...

ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ

ଭୁବନେଶ୍ୱର : ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ। ଏହି ଅବସରରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ଦଳୀୟ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଛନ୍ତି, ଓଡିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ବିଜୁ ବାବୁଙ୍କ ଲକ୍ଷ୍ୟ ଥିଲା। ସେବା ଓ
Read More...

ଦିନକରେ ୯୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି ଶହେ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୩, ସ୍ଥାନୀୟ ୩୮। ମୋଟ ପଜିଟିଭ ସଂଖ୍ୟା ୩,୩୭,୬୨୦କୁ ବୃଦ୍ଧି ପାଇଛି। ୩,୩୪,୮୩୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।୮୧୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
Read More...

ଦେଶରେ ଜଙ୍ଗଲ ଅଗ୍ନିକାଣ୍ଡରେ ପ୍ରଥମ ସ୍ଥାନରେ ଓଡିଶା

ଭୁବନେଶ୍ୱର: ଗତ ଫେବ୍ରୁଆରି ୨୨ରୁ ମାର୍ଚ ୧ ମଧ୍ୟରେ ଓଡ଼ିଶାରେ ଅନ୍ୟୂନ ୫,୨୯୧ଟି ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ‘ଫରେଷ୍ଟ୍ ସର୍ଭିସ୍ ଅଫ୍ ଇଣ୍ଡିଆ’ (ଏଫ୍ଏସ୍ଆଇ) ରିପୋର୍ଟରୁ ଜଣାଯାଇଛି । ଏହି ସମୟ ଅବଧି ମଧ୍ୟରେ ଦେଶରେ ଘଟିଥିବା ବନାଗ୍ନିକାଣ୍ଡ ମଧ୍ୟରେ ଓଡ଼ିଶାର ଜଙ୍ଗଲ ଅଗ୍ନିକାଣ୍ଡ
Read More...

ସିଲ୍ ହେଲା ବରମୁଣ୍ଡା ପେଟ୍ରୋଲ ପମ୍ପ

ଭୁବନେଶ୍ୱର: ପେଟ୍ରୋଲ ଅପମିଶ୍ରଣ ଯୋଗୁଁ ବରମୁଣ୍ଡା ଏଚପି ପେଟ୍ରୋଲ ପମ୍ପକୁ ଆଜି କମିଶନରେଟ ପୋଲିସ୍ ସିଲ୍ କରିଦେଇଛି । ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ହେବା ପରେ ଏହି ପେଟ୍ରୋଲ ପମ୍ପଙ୍କୁ ଖଣ୍ଡଗିରି ପୋଲିସ୍ ସିଲ୍ କରିଦେଇଛି । ଗତକାଲି ଏହାକୁ ନେଇ ପ୍ରବଳ ହଙ୍ଗାମା
Read More...

ଗୋଖାଦ୍ୟ ଭରା ଟ୍ରକ୍ ଓଲଟି ଡ୍ରାଇଭର ମୃତ୍ୟୁ

ଜଟଣୀ: ଜଟଣୀଥାନା ପାଣ୍ଡିଆବିଲି ଓ ବୁଢ଼ାଙ୍ଗରା ଗ୍ରାମକୁ ଯିବା ପାଇଁ ଥିବା ଅସ୍ଥାୟୀ ମାଟିରାସ୍ତାରେ ଏକ ୪୦୭ ଟ୍ରକ୍ ଓଲଟି ପଡ଼ିବାରୁ ଏହାର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭରଙ୍କ ନାମ ଦିବାକର ପରିଡ଼ା(୩୩) । ଡେଲାଙ୍ଗ ବ୍ଲକ ଶ୍ରୀପତିପୁର ଗ୍ରାମରେ ତାଙ୍କ ଘର । ହେଲ୍ପର ପ୍ରମୋଦ
Read More...

କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ

ଭୁବନେଶ୍ଵର: କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ୍‌ ପ୍ଲାଣ୍ଟ। ଭାରତର ପ୍ରତିଷ୍ଠିତ ଷ୍ଟିଲ୍‌ କମ୍ପାନୀ ଆର୍ସେଲର ମିତ୍ତଲ ନିପନ୍‌ ପକ୍ଷରୁ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଗୁରୁବାର ଏ ନେଇ ରାଜ୍ୟ ସରକାର ଏବଂ ଆର୍ସେଲର ମିତ୍ତଲ ନିପନ ମଧ୍ୟରେ ଚୁକ୍ତି ହୋଇଯାଇଛି। ମୁଖ୍ୟମନ୍ତ୍ରୀ
Read More...

ଦିନ ଦ୍ଵି-ପହରରେ ଚୋରି।

ନବରଙ୍ଗପୁର : ଦିନ ଦ୍ଵି-ପହରରେ ଚୋରି। ଘରେ କେହି ନଥିବା ସୁଯୋଗ ନେଇ ତାଲା ଭାଙ୍ଗି ଘରେ ପଶି କଳାକନା ବୁଲେଇଲେ ଚୋର। ଏକ କାଳୀନ ଆଖ ପାଖରେ ଥିବା ଦୁଇଟି ଘରେ ପଶି ସୁନା ଗହଣା, ନଗଦ ଟଙ୍କା ଲୁଟିନେଲେ। ୧୯ ମିନିଟରେ ସଫା କରିଦେଲେ ଘରକୁ। ଘଟଣା ଘଟିଛି ନବରଙ୍ଗପୁର ସହର ସ୍ଥିତ ଆଶ୍ରିବାଦ
Read More...

କୁଆଖାଇ ପୁରୁଣା ସେତୁରେ ଗାଡି ଚଳାଚଳ ବନ୍ଦ

ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥର ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ପୁରୁଣା ସେତୁରେ ଗାଡି ଚଳାଚଳ ଗୁରୁବାର ଠାରୁ ବନ୍ଦ। ଏନେଇ ୨ ତାରିଖ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ କୁହାଯାଇଥିଲେ ମଧ୍ୟ ତାହା ଆଜି ଠାରୁ କାର୍ଯ୍ୟକାରୀ ହୋଇଛି। ସେତୁ ଦୁର୍ବଳ ଥିବା ନେଇ ଜାତୀୟ ରାଜପଥ
Read More...