ଆରଡିରେ ଶିବରାତ୍ରୀ ପାଇଁ ୧୪୪ ଧାରା
ଭଦ୍ରକ: ବିନା ଭକ୍ତରେ ଆରଡିରେ ହେବ ଜାଗର ଯାତ୍ରା । ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରାରେ ପ୍ରତିବର୍ଷ ଭଦ୍ରକର ଆରଡିରେ ହଜାର ହଜାର ଶ୍ରଦ୍ଧାହଳୁଙ୍କ ସମାଗମ ହୁଏ । ଦୋକାନ ବଜାର ପଡେ । ହେଲେ ଏଥର କରୋନା ଯୋଗୁଁ ବାବାଙ୍କ ପୀଠକୁ ନା ଭକ୍ତ ଆସିବେ ନା ଦୋକାନ ବଜାର ପଡିବ । ବିନା ଭକ୍ତରେ!-->…
Read More...
Read More...