ଦେଶରେ ଜଙ୍ଗଲ ଅଗ୍ନିକାଣ୍ଡରେ ପ୍ରଥମ ସ୍ଥାନରେ ଓଡିଶା
ଭୁବନେଶ୍ୱର: ଗତ ଫେବ୍ରୁଆରି ୨୨ରୁ ମାର୍ଚ ୧ ମଧ୍ୟରେ ଓଡ଼ିଶାରେ ଅନ୍ୟୂନ ୫,୨୯୧ଟି ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଥିବା ‘ଫରେଷ୍ଟ୍ ସର୍ଭିସ୍ ଅଫ୍ ଇଣ୍ଡିଆ’ (ଏଫ୍ଏସ୍ଆଇ) ରିପୋର୍ଟରୁ ଜଣାଯାଇଛି । ଏହି ସମୟ ଅବଧି ମଧ୍ୟରେ ଦେଶରେ ଘଟିଥିବା ବନାଗ୍ନିକାଣ୍ଡ ମଧ୍ୟରେ ଓଡ଼ିଶାର ଜଙ୍ଗଲ ଅଗ୍ନିକାଣ୍ଡ!-->…
Read More...
Read More...