Browsing Category

ରାଜ୍ୟ

ସାମ୍ବାଦିକଙ୍କ ପରିବାରକୁ ସହାୟତା

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ସାମ୍ବାଦିକ ପ୍ରବୀର କୁମାର ପ୍ରଧାନଙ୍କ ପତ୍ନୀଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସାହାଯ୍ୟ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତି ଆଜି ଏହି ଚେକ୍ ପ୍ରବୀରଙ୍କ ପତ୍ନୀ ସସ୍ମିତା ସ୍ୱାଇଁଙ୍କୁ…
Read More...

ଏବେ ଠୁ ଏତେ ଆଗକୁ କେତେ

ଯାଜପୁର : ମାର୍ଚ୍ଚ ମାସ ଆରମ୍ଭ ହୋଇନାହିଁ ତଥାପି ଖରାର ପ୍ରକୋପ ଅସହ୍ୟ ହେଲାଣି । ତାତି ଦିନ ୧୧ ଟା ଠାରୁ ଏତେ ମାତ୍ରାରେ ଖରା ହେଉଛି ଯେ ରାସ୍ତାରେ ଯିବା ଆସିବା ମଧ୍ୟ କଷ୍ଟ ସାଧ୍ୟ ହେଉଛି । ଗଛଟିଏ ପାଇଲେ ଟିକିଏ ଛାଇ ପାଇଁ ମଣିଷ ଟିକେ ବିଶ୍ରାମ ନେବାକୁ ବାଧ୍ୟ ହେଉଛି । ଏପରିସ୍ଥଳେ…
Read More...

ଏସସି/ଏସଟି ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଂଟକୁ ଗଲା ୧୦୧ କୋଟି ଟଙ୍କାର ବୃତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନସିଙ୍ଗ ଜରିଆରେ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜନଜାତି , ଜାତି ବିକାଶ ବିଭାଗର ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଥିରେ ୩ଟି ଆକାଂକ୍ଷା ହଷ୍ଟେଲ ଓ ୬୮ ଟି ଅନ୍ୟ ଛତ୍ରାବାସ ଉଦଘାଟନ,…
Read More...

ରାଜ୍ୟରେ ୯୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି ଶହେ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଆଉ ୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୮, ସ୍ଥାନୀୟ ୩୯। ମୋଟ ପଜିଟିଭ ୩,୩୭,୪୪୮କୁ ବୃଦ୍ଧି ପାଇଛି। ୩,୩୪,୭୦୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୭୭୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ…
Read More...

ବୈତରଣୀ ପୋଲ ତଳୁ ଗୁରୁତର ଅବସ୍ଥାରେ ନାବାଳିକା ଉଦ୍ଧାର

ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ନିକଟ ବୈତରଣୀ ପୋଲ ତଳୁ ବୁଧବାର ଜଣେ ଅଜଣା ନାବାଳିକାକୁ ମୁମୂର୍ଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଆନୁମାନିକ ୭ ରୁ ୮ ବର୍ଷ ବୟସର ଏହି ନାବାଳିକାଟିର ତଣ୍ଟି ଚିପି ହତ୍ୟା ଉଦ୍ୟମ କରାଯାଇଥିବା ସ୍ପଷ୍ଟ ଜଣାପଡୁଛି। ଶିଶୁକନ୍ୟାର ପାଟିରୁ…
Read More...

୨ ଛାତ୍ରଙ୍କ ମଧ୍ୟରେ ଛୁରାମାଡ

ଗଞ୍ଜାମ : ଗଞ୍ଜାମ ଜିଲା ଭଞ୍ଜନଗର ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ ବୋରସିଙ୍ଗ ଆଞ୍ଚଳିକ ସ୍କୁଲ ଭିତରେ ଅଭାବନୀୟ ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି। ୨ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ସହ ଛୁରାମାଡ ହୋଇଛି। ଏଥିରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ମେଡିକାଲରେ…
Read More...

ମିଠା ଖୁଆଇ ଭଡାଟିଆ ଲୁଟିଲା ୩୫ ଲକ୍ଷର ସୁନା ଅଳଙ୍କାର

ମାଲକାନଗିରି: ଲୁଟେରାମାନେ ବିଭିନ୍ନ ଉପାୟ ତଥା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଟଙ୍କା ସୁନାଗହଣା ଲୁଟ କରିଥିବା କଥା ସଭିଏଁ ଶୁଣିଥିବେ । ମାତ୍ର ମାଲକାନଗିରି ଜିଲ୍ଳା ସଦର ମହାକୁମା ବିବିଗୁଡା କଲୋନୀରେ ଏକ ଅଭିନବ ଉପାୟରେ ଲୁଟ ହୋଇଥିବା ଖବର ମଙ୍ଗଳବାର ସାମ୍ନାକୁ ଆସିଛି । ଭଡାଟିଆ ହୋଇ ଘର…
Read More...

ଟିକା ନେବା ଲାଗି ଉତ୍ସାହ

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଅନ୍ତିମ ଲଘେଇରେ ଟିକା ନେବାଲାଗି ଏବେ ବୟସ୍କ ନାଗରିକମାନଙ୍କ ମଧ୍ୟରେ ଉତ୍ସାହ ପରିଲିଖିତ ହେଉଛି । ସୂଚନା ଯୋଗ୍ୟ ଯେ ଗତ ସୋମବାରଠାରୁ ସମଗ୍ର ଦେଶରେ ଦ୍ୱିତୀୟ ପର୍ଯ୍ୟୟ ତଥା ୬୦ ବର୍ଷରୁ ଊଦ୍ଧ୍ୱର୍ ଏବଂ ଗୁରୁତର ରୋଗରେ ପଡିତ…
Read More...

ସାପକାମୁଡାରେ ବୃଦ୍ଧଙ୍କ ମୃତ୍ୟୁ

ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କଲାଣପୁର ଗ୍ରାପ ସମଲପୁର ଗ୍ରାମ ବେହେରା ସାହି ଗାଁରେ ଅଭାବନୀୟ ଘଟଣା ଘଟିଛି । ସୋମବାର ସକାଳ ୭ଟା ସମୟରେ ବିରି ଖଳାରେ ବିଷଧର ସାପକାମୁଡାରେ ପଦିଆ ବେହେରା(୬୭)ଙ୍କ ମୁତ୍ୟୁ ହୋଇଛି । ଖବର ମୁତାବକ ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ଗ୍ରାପ ସମଲପୁର…
Read More...

ରାଜ୍ୟ ବରିଷ୍ଠ ନାଗରୀକ ସଂଘ ପ୍ରତିଷ୍ଠାତା ସଦସ୍ୟଙ୍କ ପରଲୋକ

ଭୁବନେଶ୍ୱର ରାଜ୍ୟ ବରିଷ୍ଠ ନାଗରୀକ ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ଭୀମଟାଙ୍ଗୀ ନିବାସୀ ପଦ୍ମଚରଣ ମହାନ୍ତିଙ୍କର ଗତ ୧୯ ତାରିଖ ଶୁକ୍ରବାର ଦିନ ପରଲୋକ ହୋଇଯାଇଅଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ରୁ ଅଧିକ ବର୍ଷ ହୋଇଥିଲା । ବିଗତ କିଛି ଦିନ ହେଲା ସେ ଦୁରାରୋଗ କଶନସରରେ ପିଡିତ ଥିଲେ । ରାଜ୍ୟ…
Read More...