ରାଜ୍ୟରୁ ୭୪ ନୂଆ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଗତକିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେରେ ସୀମିତ ରହୁଛି। ୨୪ ଘଣ୍ଟାରେ ୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୪୫,ସ୍ଥାନୀୟ ୨୯। ମୋଟ ପଜିଟିଭ ୩,୩୭,୩୫୧କୁ ବୃଦ୍ଧି ପାଇଛି। ୩,୩୪,୬୪୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩୪ ସକ୍ରିୟ!-->…
Read More...
Read More...