Browsing Category

ରାଜ୍ୟ

୧୩୪୨.୨ କୋଟି ଟଙ୍କାରେ ନିର୍ମିତ ହୋଇଛି ବିଶ୍ୱ ଦକ୍ଷତା କେନ୍ଦ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭୁବନେଶ୍ୱର ମେଂଚଶ୍ୱରରେ ଏକ ବିଶ୍ୱସ୍ତରୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ ବିଶ୍ୱ ଦକ୍ଷତା କେନ୍ଦ୍ର (ୱାର୍ଲଡ଼ ସ୍କିଲ ସେଂଟର) ର ଉଦ୍ଘାଟନ କରିଛନ୍ତି । ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ…
Read More...

୩ ଦିନ ଘୁଞ୍ଚିଲା ସିବିଏସ୍‌ଇ ପରୀକ୍ଷା

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ‌ଶ୍ରେଣୀ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଉଭୟ ଶ୍ରେଣୀର ବୋର୍ଡ ପରୀକ୍ଷା ମେ ପହିଲାରୁ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ୩ଦିନ ଘୁଞ୍ଚାଇ ଦିଆଯାଇଛି। ନୂଆ…
Read More...

ବସ୍‌ଷ୍ଟାଣ୍ଡରେ ବସି କାନ୍ଦୁଥିଲେ ୨ ଝିଅ, ଉଦ୍ଧାର କଲେ ସ୍ଥାନୀୟ ଲୋକେ

ବାଲେଶ୍ବର: ବାଲେଶ୍ୱର ଜିଲା ସୋରର କସ୍ତୁରବା କନ୍ୟାଶ୍ରମରୁ ୨ଜଣ ଝିଅ ହଠାତ୍‌ କେଉଁଆଡ଼େ ଚାଲିଯାଇଥିଲେ। କନ୍ୟାଶ୍ରମ କର୍ତ୍ତୃପକ୍ଷ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ମିଳିନଥିଲା। ଆଜି ସ୍ଥାନୀୟ ଲୋକେ କନ୍ୟାଶ୍ରମରୁ ପଳାଇ ଆସିଥିବା ୨ଜଣ ଝିଅଙ୍କୁ ବାଲେଶ୍ବର ବସ୍‌ଷ୍ଟାଣ୍ଡ୍‌ରୁ ଉଦ୍ଧାର…
Read More...

ଗ୍ୟାସ ଟାଙ୍କି ବିସ୍ପୋରଣରେ ବ୍ୟବସାୟୀ ଗୁରୁତର

ମାହାଙ୍ଗା: ମାହାଙ୍ଗା ବ୍ଲକ ଅନ୍ତର୍ଗତ ବାଜପୁରା ପଞ୍ଚାୟତ ଶଶିଲୋ ଚକମଧୁପୁର ବଜାର ରେ ଜଣେ ଚା ଦୋକାନରେ ଗ୍ୟାସ ଟାଙ୍କି ବିସ୍ପୋରଣ ଘଟି ସେହି ଗ୍ରାମର ଶରତ ବେହେରା ନାମକ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର…
Read More...

ଉଦ୍ଧାର ନାଁରେ ଅଜଗର ମାରିଦେଲେ ଗାଁ ଲୋକେ ଓ ବନ କର୍ମଚାରୀ

ଭୁବନେଶ୍ବର: ଚନ୍ଦକା-ଡମପଡା ଅଭୟାରଣ୍ୟ ଭିତରୁ ଏକ ଅଜଗର ଶୀକାର କଲେ ବନ କର୍ମଚାରୀ ଓ ଗ୍ରାମବାସୀ। ଗତକାଲି ଡମପଡା ଅନ୍ତର୍ଗତ କଇଁମୁଣ୍ଡି ଗ୍ରାମର କିଛି ଲୋକ ଚନ୍ଦକା-ଡମପଡା ଅଭୟାରଣ୍ୟ ଭିତରେ ଏକ ୧୦ ଫୁଟିଆ ଅଜଗରକୁ କୌଣସି ଏକ ଜନ୍ତୁକୁ ଗିଳିଦେବା ପରେ ସେଠାରେ ପଡି ରହିଥିବା ଦେଖିବାକୁ…
Read More...

ରାଜ୍ୟରେ ୫୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ମଧ୍ୟରେ କରୋନା ପଜିଟିଭ ସଂଖ୍ୟା୧୦୦ ମୁହାଁ ହେଉଥିବା ବେଳେ ଆଜି ଏହା ୬୦ରେ ସୀମିତ ରହିଛି। ଦିନକରେ ଆଉ ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୨, ସ୍ଥାନୀୟ ୨୨। ମୋଟ ପଜିଟିଭ ସଂଖ୍ୟା ୩,୩୭,୬୭୪କୁ ବୃଦ୍ଧି ପାଇଛି। ୩,୩୪,୯୦୨ ସୁସ୍ଥ ହୋଇ ଘରକୁ…
Read More...

ଦିନ ଦ୍ୱିପ୍ରହରେ ଯୁବକଙ୍କୁ ହାଣି ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ଶନିବାର ମଧ୍ୟାହ୍ନ ସମୟରେ ଚାଞ୍ଚଲ୍ୟକର ଘଟଣା ଘଟିଥିବା ଦେଖାଯାଇଛି। ଭୁବନେଶ୍ୱରସ୍ଥିତ ସିଆରପି ଛକରେ ଏକାମ୍ର ପାର୍କ ନିକଟରେ ଦ୍ୱିପ୍ରହରରେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି। ମୃତ ଯୁବକ ଜଣଙ୍କ ପିକଅପ ଭ୍ୟାନ ଚାଳକ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଉକ୍ତ…
Read More...

ବାଲି ଚାଲାଣ ଉପରେ ଏସଟିଏଫ୍ ଚଢ଼ାଉ

ବ୍ରଜରାଜନଗର/ ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ନଦୀରୁ ବେଆଇନ ବାଲି ଚାଳାଣ ଓ ମାତ୍ରାଧିକ ଖନନ ନେଇ ଅଭିଯୋଗ ହେଉଥିଲେ ହେଁ ସେ ଉପରେ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଲଗାମ କସି ପାରୁନଥିଲା। ପ୍ରଶାସନ ଯେତିକି କଡ଼ା ହେଲେ ମଧ୍ୟ ଚୋରା ଚାଳାଣକରୀ ଅସାଧୁ ଉପାୟ ଅବଳନ କରି ଖସି ଯିବାରେ…
Read More...

ମହିଳାଙ୍କ ମୃତଦେହ ଜବତ

ସୋର : ବାଲେଶ୍ୱର ଜିଲା ସୋର ଅନ୍ତର୍ଗତ ଅଞ୍ଚଳରେ ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଥିବା ନେଇ ଶନିବାର ଜଣାପଡିଛି। ମୃତ ମହିଳା ହେଲେ କଳମଙ୍ଗା ଗ୍ରାମର ନରେନ୍ଦ୍ର ସାହୁଙ୍କ ସ୍ତ୍ରୀ ହେମଲତା।ପୋଡ଼ି ହୋଇଥିବା ଅବସ୍ଥାରେ ହେମଲତାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ…
Read More...

ମଦ ବିକିଲେ ତଣ୍ଡ, ଜଣାଇଲେ ପୁରସ୍କାର

ଖଲ୍ଲିକୋଟ: ବେଆଇନ ମଦ କାରବାର ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରେ ବୃଦ୍ଧି ପାଇ ଚାଲିଛି । ଅବକାରୀ ଓ ପୋଲିସର ନିଷ୍କ୍ରୟତା ଏହି ବେଆଇନ କାରବାରର ପ୍ରମୁଖ କାରଣ । ଏଥିପାଇଁ ଗାଁ ଗାଁରେ ଓ ଘରେ ଘରେ ସୃଷ୍ଟି ହେଉଛି ସାମାଜିକ ଏବଂ ପାରିବାରିକ ବିଶୃଙ୍ଖଳା । ଏଥିରୁ ମୁକ୍ତି ପାଇବାକୁ କେତେକ…
Read More...